ମନୋରଞ୍ଜନ

“ମୁଁ ବହୁତ ଡରୁଥିଲି, କିଏ ମୋତେ ଟଚ କଲେ ମୋତେ ଭଲ ଲଗେନି ” ଏଭଳି କହିଛନ୍ତି Cookie Swain !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ “ ମୁଁ ବହୁତ ଡରୁଥିଲି , କିଏ ମୋତେ ଟଚ କଲେ ମୋତେ ଭଲ ଲାଗେନି ” ଏଭକି କହିଛନ୍ତି କୁକିଜ ସ୍ଵାଇଁ । ଓଡିଶା ଅଭିନେତ୍ରୀ କୁକିଜ ସ୍ଵାଇଁ ବା ଯାହାକୁ ଆପଣ କୁଇନ ନାଁ  ରେ ଜାଣନ୍ତୁ । ସେ ପ୍ରଥମେ 6 ଶ୍ରେଣୀରେ ଭଜନ ଗୀତ କରିଥିଲେ ଏବଂ ପରେ ଯୁକ୍ତ +2 ବେଳେ ଅଙ୍କୋରିଙ୍ଗ ପରେ ପରେ ଫୁଲ୍ ଗଡବଡର ସିରିୟାଲ କରି ଦର୍ଶକଙ୍କ ମନରେ ନିଜର ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି ।

ଏହି ସିରିୟାଲରେ ଅଭିନୟ କରୁଥିବା ଚରିତ୍ରର ନାମ କୁଇନ ଥିବା ହେତୁ ସମସ୍ତେ ତାଙ୍କୁ  ତାଙ୍କୁ ସେହି ନାଁ ରେ ଚିହ୍ନିଲେ । ଆଲବମରେ ସେ ବହୁତ ପ୍ରସିଦ୍ଧ । ତେବେ କୁକିଜ ସ୍ଵାଇଁଙ୍କ ନାଁକୁ  ନେଇ ଅନେକ ପ୍ରଶ୍ନ ଆସିଥାଏ କି ଏଭଳି ବି କାହାର ନାମ ରଖାଯାଏ । ମାତ୍ର ଏହାକୁ ନେଇ କୁକିଜ ସ୍ଵାଇଁ କହିଛନ୍ତି କି ତାଙ୍କ ମାଆଙ୍କୁ ସାନବେଳେ ଚକଲେଟ୍ ବହୁତ ପସନ୍ଦ ଥିଲା ତେଣୁ ସେ ଭିନ୍ନତା ନାମ ଦେବାକୁ ଇଛା କରିଥିଲେ ।

ଯିଏ ବି ଶୁଣିବ ଆଶ୍ଚର୍ଯ୍ୟ ଓ ଚିହ୍ନିବ ବୋଲି । କୁକିଜ ଯେବେ ସିନେମା କରିବାକୁ ସୁଯୋଗ ଆସୁଥିଲା ତେବେ ଲୋକେ ତାଙ୍କୁ ଏହି ନାଁ କୁ  ବଦଳାଇ ସାଂସ୍କୃତିକ ନାମ ରଖିବାକୁ କହୁଥିଲେ କିନ୍ତୁ କୁକିଜ ମନା କରିଦେଇଦଉଥିଲେ । କୁକିଜଙ୍କ ଏକ ଭିନ୍ନ ଧାରଣର ମତ ଥିଲା ଯେ ସେ ସିନେମା କରିବେ କିନ୍ତୁ ହିରୋ ତାଙ୍କୁ ଟଚ କରିବେ ନାହିଁ ।

ମାତ୍ର ତାଙ୍କ ମା କହୁଥିଲେ ତାହା କେବକ ନାଟକ ତୁ ତାଙ୍କୁ କାହିଁକି ସିରିୟାସ ନେଉଛି । ଏହା ଛଡା କୁକିଜ କହିଛନ୍ତି ତାଙ୍କ ପରିବାରର ଥିବା ପ୍ରତ୍ୟେକ ସଦସ୍ୟଙ୍କ ଇଛା ଥିଲା କି ସେ ବଡ ହିରୋଇନ ହେବେ । କୁକିଜକୁ ଦଶମ ଶ୍ରେଣୀରେ ଟାରଗେଟ୍ ସିନେମା କରିବାର ସୁଯୋଗ ମିଳିଥିଲା କିନ୍ତୁ ଦୁର୍ଭାଗ୍ୟ ବଶତ ତାହା ହୋଇପାରିନଥିଲା ।

କାରଣ କୁକିଜ ମାନସିକ ସ୍ତରରେ ବୃଦ୍ଧି ହୋଇନଥିଲେ ଆଜି ସେ ସିନେମା କରିଛନ୍ତି କିନ୍ତୁ ସେହି ବୟସରେ କରିପାରିଲେନି ବୋଲି ଦୁଃଖିତ ଅନୁଭବ କରନ୍ତି । କୁକିଜ କହୁଛନ୍ତି ତାଙ୍କର ଅଭିନୟ କରିବାରେ ଇଛା ନ ଥିଲା କିନ୍ତୁ ତାଙ୍କ ମା ‘ଙ୍କ ଆଶା ଥିଲା କି ସେ ହିରୋଇନ ହେବେ ତେଣୁ ସେ ଆଜି ଏଯାଏ ଆସିଛନ୍ତି ମାନେ କେବଳ ତାଙ୍କ ମା ‘ ଇଛା ପୂରଣ କରିବା ନିମନ୍ତେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button