କାଗଜରେ ଏହା ଲେଖି ଜଳାଇ ଦିଅନ୍ତୁ, ଯାହାବି ଇଚ୍ଛା ଥିବ ସବୁ 2 ଘଣ୍ଟାରେ ହେବ ପୂର୍ଣ୍ଣ

ଆମେ ଆମ ଜୀବନରେ ଅନେକ କିଛି ପାଇବା ପାଇଁ ଆସା କରୁ କିନ୍ତୁ ଦେଖିବା ପାଇଁ ଗଲେ ଆମେ ଏକ ଜିନିଷ ର ଧ୍ୟାନ ଦେବା ଉଚିତ କି ଆମେ ଯାହା ଭି କରିବା କିମ୍ବା ଯାହା ଭି କରିବା ପାଇଁ ଚେଷ୍ଟା କରୁ ଏହା ପାଇଁ ବେଳେ ବେଳେ ଅସୁବିଧା ଆସି ଥାଏ ଆମ ଜୀବନରେ ଯଦି ଆମେ କିଛି ନୂଆ କରିବା ପାଇଁ ଚେଷ୍ଟା କରୁ ଏହା ପାଇଁ ସମାଜ ସହ କିଛି ଖରାପ ପ୍ରଭାବ ମଧ୍ୟ ଆମ ପରିବାର ଉପରେ ପଡେ ବୋଲି କିଛି ଲୋକ ମାନେ ଭାବି ନିଅନ୍ତି ଏବେ ଆସନ୍ତୁ ଜାଣିବା କି ଆମେ କଣ କଣ କରିବା ଉଚିତ ହୋଇ ଥାଏ ଓ କଣ କଣ କରିବା ଅନୁଚିତ ଥାଏ ।
ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ଖୁଶି ଫେରି ଆସିବା କିନ୍ତୁ ଆମେ ଏହା ଯାହା ଭି କହିବୁ ଆପଣ ଏହାକୁ ସଂଧ୍ୟା ବେଳେ କରିବେ ତାହା ହିଁ ଭଲ ହୋଇ ଥାଏ । ଯଦି ଆପଣ କିଛି ସମୟ ବାହାର କରି ଏହି ଉପାୟ କରିବେ ତେବେ ଆପଣ ଲାଭବାନ ହେବେ । ଆପଣ ଏହା କରିବା ଦ୍ଵାରା ଯାହା ଇଚ୍ଛା ଆପଣ ତାହା ପାଇବେ ଓ ଏହା ସହ ଆପଣ ଯାହା ସମସ୍ଯା ଅଛି ତାକୁ ମଧ୍ୟ ଦୂର କରି ପାରିବେ । ଆପଣଙ୍କ ମାନଶୀକ ଶାନ୍ତି ନଷ୍ଟ ହୋଇ ଯାଇ ପାରେ ଯଦି ଅଧିକ ଦିନ ଯାଏ ଆପଣଙ୍କ ଏହି ସମସ୍ଯା ଦୂର ହୋଇ ନ ଥାଏ ।
ତେବେ ଆପଣ ଏହା ପାଇଁ ଅନେକ ଙ୍କ ସହ ନିଜର ସବୁ ପ୍ରକାର ସମ୍ପର୍କ ମଧ୍ୟ ଖରାପ କରି ଦେଇ ଥାନ୍ତି ଆଜି ଆମେ କହିବା ପାଇଁ ଯାଉଥିବା ଏହି ଉପାୟ ଯଦି କେହି ନଦେଖିବା ବେଳେ କିମ୍ବା କେହି ନ ଜାଣିବା ବେଳେ ଆପଣ ଏହାକୁ କରିବେ ତେବେ ଏହା ଭଲ ଅଟେ । ଆପଣ ଏହାକୁ ଘରୁ ସବୁ ବ୍ୟକ୍ତିଙ୍କ ନଜର ଦୂରରେ କରିବା ଧିକ ଭଲ ହୋଇ ଥାଏ । ଆଜି ଆମେ ଯେଉଁ ସମସ୍ଯା କିମ୍ବା ଆପଣଙ୍କ ଇଚ୍ଛା ପୂରଣ ହେବା ନିୟମ କହିବା ଏହାକୁ କରିବା ସହ ଆପଣ ନିଜର ଚେଷ୍ଟା ମଧ୍ୟ ଜାରି ରଖିବେ ନଚେତ କିଛି ଲୋକ ମାନେ ଏହାକୁ ଅସତ୍ୟ ବୋଲି ଭାବି ନେବେ ।
ଆଜି ଆମେ କହିବା ପାଇ ଯାଉଥିବା କିଛି ନିୟମ ମଧ୍ୟରୁ ଯାହା ଉପରେ ଆପଣ ଭରସା କରି ପାରିବେ ତାକୁ କରିକି ଦେଖନ୍ତୁ ସମସ୍ଯା ଦୂର ହୋଇ ଜୀବ । ଆପଣ ଏକ ସଫା ଧଳା କାଗଜ ରେ ଲେଖି ଦିଅନ୍ତୁ । ଏହା ପରେ କିଛି ଅଳ୍ପ ଅଳ୍ପ ଝୁଣା ଜଳାନ୍ତୁ । ଏହା ସହ ଆପଣ ନିଜ କାଗଜ ରେ ଲେଖା ଥିବା ମନସ୍କାମନା କୁ ଜଳାଇ ଦିଅନ୍ତୁ । ଆପଣ ଏହାକୁ ଜଳେଇ ସାରିବା ପରେ ଆପଣ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ଆରାଧନା କରନ୍ତୁ ଏହା ସହ ଆପଣ ଏହାକୁ ନିଜ ମନରେ ଅଧ ଘନ୍ତା କିମ୍ବା ପନ୍ଦର ମିନିଟ ଯାଏ ଜପ କରନ୍ତୁ ଦେଖିବେ ଆପଣଙ୍କ ସମସ୍ଯା କିଭଳି ଦୂର ହୋଇ ଜୀବ ଏହାକୁ ସଂଧ୍ୟା 7 ରେ କରିବା ଭଲ ହୋଇ ଥାଏ ।