ସୀମାକୁ ନେଇ ବଡ ଖୁଲାସା କଲା ଗୁଇନ୍ଦାବିଭାଗ, ଭାରତ ଆସିବା ପୂର୍ବରୁ ନିଜ ରୂପକୁ ବଦଳାଇଥିଲା Seema Haidar

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୀମା ହାଇଦରକୁ ନେଇ ଆସିଛି ବଡ ଖବର । ଭାରତ ଆସିବା ପୂର୍ବରୁ ନିଜ ରୂପ ବଦଳାଇଥିଲା ସୀମା । ହଁ ଦର୍ଶକବନ୍ଧୁ ଆମେ ପୂର୍ବରୁ ପାକିସ୍ତାନୀ ମହିଳାଙ୍କ ଭାରତ ଆସିବା ଖବର ସମ୍ପର୍କରେ ଜାଣିଥିଲୁ । ଯିଏ ଆମ ଉତ୍ତରପ୍ରଦେଶରେ ରହିଥିବା ସଚିନକୁ ଭଲ ପାଇବା ନାଁ ରେ ଭାରତ ପଳେଇଆସିଥିଲେ ଏବଂ ନେପାଳର ଏକ ମନ୍ଦିରରେ ବିବାହ କରିଥିଲେ ବୋଲି କହିଥିଲେ ।

ଭାରତକୁ ଆସିଥିବାରୁ ସୀମା ହାଇଦରକୁ ଗିରଫ କରଯାଇଥିଲା ଓ ପାକିସ୍ତାନକୁ ଯିବାକୁ ନିର୍ଦେଶ ଜାରି କରିଥିଲେ । ମାତ୍ର ସୀମା ହାଇଦର ସଚିନକୁ ଛାଡି ଯିବେନି ବୋଲି କହିଥିଲେ । ମାତ୍ର ସୀମାଙ୍କ ସହ ଯୋଡିତ ଗୁପ୍ତ ରହସ୍ୟମାନ ସବୁ ଏବେ ଫିଟିବାକୁ ଲାଗିଛି । ତେବେ ସୂଚନା ଅନୁଯାୟୀ ସୀମା ହାଇଦରକୁ ନେଇ ଗୁଇନ୍ଦାବିଭାଗ କରି ବଡ ଧାରଣ ଖୁଲାସା ଭାରତ ଆସିବା ପୂର୍ବରୁ ରୂପ ବଦଳାଇଥିଲା ସୀମା ଏବଂ ସେ ଗାଉଁଲି ମହିଳା ଭଳି ଦିଶିବାକୁ ଆଉଜଣେ କରିଥିଲେ ସାହାଯ୍ୟ ।
କେନ୍ଦ୍ରୀୟ ତଦାରଖକାରୀ ସଂସ୍ଥାକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସୀମାକୁ ଭାରତକୁ ଆସିବାରେ ରହିଛି ତୃତୀୟ ବ୍ୟକ୍ତି ହାତ । ତେବେ ସୀମାକୁ ଏଭଳି ମେକଅପ୍ ଦିଆଯାଇଛି ଯଥା ସେ ଗାଉଁଲି ଭଳି ଦେଖାଯିବେ । ଏହା ବ୍ଯତୀତ ସୀମାଙ୍କ କଥାବାର୍ତ୍ତାରୁ ଜଣାପଡୁଛି ନେପାଳ ବୋର୍ଡର ରହୁଥିବା ପାକିସ୍ତାନୀ ଲୀଡାର ମାନେ ମହିଳାମାନଙ୍କୁ ଏଭଳି ଶିଖାଇ ଭାରତକୁ ବେଆଇନ କାର୍ଯ୍ୟ କରିବାକୁ ପଠାଇଥାନ୍ତି ।

ତେବେ ସୀମା ପୂର୍ବରୁ କଥାଶୈଳୀ ଶିଖିକି ଆସିଛି । ତେବେ ସୀମାଓ ସଚିନଙ୍କ କହିବା ଅନୁସାରେ ମଇ 13 ତାରିଖ ଦିନ ଭାରତ ଓ ନେପାଳର ସୁନୋଳି ସେକ୍ଟର ଦେଇ ଭାରତକୁ ପ୍ରବେଶ କରିଛନ୍ତି କିନ୍ତୁ ଅଧିକାରୀମାନେ ଯେବେ ସେହିଦିନ ତଦାରଖ କରିଥିଲେ ତେବେ ତୃତୀୟ ନାଗରିକ ଭାରତ ଭିତରକୁ ଆସିବା କୋଣସି ପ୍ରମାଣ ମିଳି ନାହିଁ ।
ଏହା ଛଡା 13 ତାରିଖରେ ବସ ରେ ଯାତ୍ରା କରିଥିବା ଲୋକମାନଙ୍କ ତଥ୍ୟ ଓ ସିସି ଟିଭି ବି ସୀମା ଓ ସଚିନ ଆସିବାର ରେକର୍ଡ ହେଇନି । ତେବେ ସନ୍ଦେହ କରାଯାଉଛି ସୀମାକୁ କୋଣସି ତୃତୀୟ ବ୍ୟକ୍ତି ଭାରତ ମଧ୍ୟକୁ ପ୍ରବେଶ କରାଇ ଭାରତ ତଥ୍ୟ ଲୁଟ କରିବାର ଯୋଜନା କରିଛନ୍ତି ।




