ପୂଜାରୀଙ୍କ ଆଖି ଆଗରେ ମନ୍ଦିର ଭିତରକୁ ପଶି ଆସିଲା ମହାନଦୀ ପାଣି , ଦେଖୁ ଦେଖୁ ସବୁ ବୁଡିଗଲା !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମହାନଦୀ ପାଣିରେ ଦେଖି ଦେଖୁ ସବୁକିଛି ବୁଡିଗଲା । ଲୋକଙ୍କ ଆଖି ଆଗରେ ମନ୍ଦିର ମଧ୍ୟକୁ ପଶିଆସିଛି ବନ୍ୟା ପାଣି । ଯାହାକୁ ଦେଖି ପୂଜାରୀ ମାନେ ମଧ୍ୟ ହେଇଗଲା କାବା । ହଁ ଦର୍ଶକବନ୍ଧୁ ହୀରାକୁଦ କର୍ତ୍ତୁପକ୍ଷ ଗେଟ୍ ଖୋଲିବା ପରେ ଜଳସ୍ତର ଦିନକୁ ଦିନ ବୃଦ୍ଧିହେବାକୁ ଲାଗିଥିଲା । ମହାନଦୀରେ ମଧ୍ୟ ପାଣି ବୃଦ୍ଧି ହୋଇଥିଲା ତେବେ ଏହାକୁ କିଛି ଦିନର ଲଗାଣ ବର୍ଷା ଯାହା ବନ୍ୟା ପାଣି ବୃଦ୍ଧି କରାଉଛି ।

ଆପଣମାନେ ଦେଖିପାରୁଥିବେ ଏହି ଦୃଶ୍ୟ ଯେଉଁଥିରେ ଲୋକେମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇଥିଲେ କିନ୍ତୁ ସମସ୍ତେ ଦେଖିବା ଅବସ୍ଥାରେ ହିଁ ବନ୍ୟା ପାଣି ମନ୍ଦିର ଭିତରକୁ ପଶିଆସିଥିଲା । ଦଶନ କରିବାକୁ ଆସିଥିବା ଭକ୍ତମାନେ ଏହାକୁ ଦେଖି ଭୟଭୀତ ହୋଇ ଦୌଡିବାକୁ ଲାଗିଥିଲେ । ପୂଜାରୀମାନେ ମଧ୍ୟ ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖିନଥିଲେ ସବୁ ବର୍ଷ ବନ୍ୟା ବର୍ଷା ଆଦି ହୁଏ ହେଲେ କେବେବି ତାହା ମନ୍ଦିରକୁ ସ୍ପର୍ଶ କରିନଥାଏ ।

ସୂଚନା ଅନୁସାରେ ଯଦି ଏଭଳି ଲଗାତାର ବର୍ଷା ହୁଏ ତେବେ ମନ୍ଦିରକୁ ସେପଟେ ମହାନଦୀ ପାଣି ଓ ଏପଟେ ବନ୍ୟା ପାଣି ସମ୍ପୁର୍ଣ୍ଣ ବୁଡାଇ ଦେବା ବୋଲି ପୂର୍ବଅନୁମାନ କରାଯାଉଛି ।


