ମନୋରଞ୍ଜନ

କାହାରି ନାଁ ଚିନ୍ତା କରି ବାଛନ୍ତୁ ଗୋଟିଏ ମନ୍ଦାର ଜାଣନ୍ତୁ ନିଜର ଭବିଷ୍ୟତ ସମ୍ପର୍କରେ

ନମସ୍କାର ବନ୍ଧୁଗଣ । ମଣିଷ ସର୍ବଦା ଭବିଷ୍ୟତ ସମ୍ବନ୍ଧରେ ଜାଣିବା ପାଇଁ ଇଛା କରିଥାଏ । କାରଣ ଆଗାମୀ ଭବିଷ୍ୟତ କିପରି ହୋଇଥିବ ଏବଂ ଏବେ ଯେଉଁ ପରସିଥିତି ମଧ୍ୟ ଦେଇ ଗମନ କରୁଛୁ ତାହା କଣ ଆଗାମୀ ଦିନମାନଙ୍କରେ ବି ରହିବ । ଏଭଳି ପ୍ରଶ୍ନକୁ ମନରେ ରଖି ଚିନ୍ତିତ  ରହୁଥାଉ । ତେବେ ଆଜି ଆମେ ଆପଣମାନଙ୍କ ନିମନ୍ତେ ନେଇ ଆସିଛି ଦୁଇଟି ମନ୍ଦାର ଫୁଲ ।

ତହି ମଧ୍ୟରୁ କୋଣସି ଗୋଟାଏ ଫୁଲକୁ ବାଛନ୍ତୁ ଓ ଦେଖନ୍ତୁ କଣ ରହିଛି ସେଥିରେ ।  ଆପଣଙ୍କ ଆଖିକୁ ପସନ୍ଦ ଆସୁଥିବା ରଙ୍ଗକୁ ଚୟନ କରନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ଭାଗ୍ୟଚକ୍ର କଣ କହୁଛି  । ଏହି ଫୁଲ ଭିତରେ ଆପଣଙ୍କ ଅନେକ ଗୁଡାଏ ପ୍ରଶ୍ନର ଉତ୍ତର ରହିଅଛି । ତେଣୁ ଏହି ପୋଷ୍ଟଟିକୁ ଶେଷ ଯାଏ ନିଶ୍ଚିତ ପଢନ୍ତୁ । ଆପଣମାନଙ୍କ ଆଗରେ ଲାଲି ଓ ହଳଦିଆ ରଙ୍ଗର ମନ୍ଦାର ଫୁଲ ରହିଛି ଏବେ ମୁଁ ଆପଣଙ୍କୁ 5 ମିନିଟ୍ ଦେଉଛି କୋଣସି ଗୋଟାଏ ଆଖିଇଛା ଫୁଲଟିକୁ ଚୟନ କରନ୍ତୁ ।

ହଳଦିଆ ଫୁଲ : ଏହି ଫୁଲକୁ ଚୟନ କରୁଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ଏମାନଙ୍କୁ ସାଥ ଦେଉନଥିଲା । ଏମାନେ ବହୁତ କଷ୍ଟମଧ୍ୟ ଦେଇ ଗମନ କରୁଥିଲେ । ମାତ୍ର ଏବେ ତାହା ଦୂର ହେବାକୁ ଯାଉଛି ଆପଣମାନଙ୍କ ଜୀବନରେ ନୂତନ ସୁଯୋଗ ମିଳିବ । ଆପଣ ଆପଣଙ୍କ ଇଷ୍ଟଦେବଙ୍କ ପୂଜାପାଠ କରିବାର ବ୍ୟବସ୍ଥା କରନ୍ତୁ ଦେଖିବେ ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ହେବ ।

ବ୍ରାହ୍ମଣ ମାନଙ୍କୁ ଖାଦ୍ୟ ଭୋଜନ କରାନ୍ତୁ ଆପଣଙ୍କ ଠାରୁ ଦୂରେଇ ଯାଇଥିବା ବନ୍ଧୁମାନେ ଆପଣଙ୍କ ନିକଟବର୍ତ୍ତୀ ହେବେ । କାର୍ଯ୍ୟକ୍ଷେତ୍ରରେ ହେଉଥିବା ଅସୁବିଧା ସବୁ ଖୁବ୍ ଶୀଘ୍ର ଦୂର ହେବାକୁ ଯାଉଛି । ଆପଣ ଯାହା କିଛି ଚିନ୍ତା କରିବେ ସେଥିରେ ଆପଣ ସଫଳ ହେବେ । ଆପଣ ଏବେ ଅତ୍ୟଧିକ ମାତ୍ରାରେ ମିଛ କହିବାକୁ ଲାଗିଲେନି ତେଣୁ ଏହି କୁ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଇଷ୍ଟଦେବ ହେଉଛନ୍ତି ଭଗବାନ ହନୁମାନ ।


ଲାଲ ଫୁଲ :  ଏହି ଫୁଲ ଚୟନ କରିଥିବା ବ୍ୟକ୍ତିମାନଙ୍କ ଜୀବନରେ ପାପଫଳ ର ଭୋଗ ଦୂର ହୋଇ ଶୁଭଫଳ ମିଳିବାକୁ ଯାଉଛି । ଆପଣଙ୍କ ରାଶିରେ ମନ୍ଦ ଗ୍ରହମାନଙ୍କ ଚଳନ ହେତୁ ସ୍ଵାସ୍ଥ ସମ୍ବନ୍ଧୀୟ ରୋଗ ଆପଣଙ୍କୁ ପୀଡିତ କରୁଥିଲା । ମାତ୍ର ଏବେ ତାହା ସଂପୂର୍ଣ୍ଣ ଦୂର ହେବାକୁ ଯାଉଛି । ଆପଣ ବହୁତ ପରିଶ୍ରମ କରୁଥିଲେ ମାତ୍ର ପରିଶ୍ରମର ଫଳ ଭୋଗ କରିପାରୁନଥିଲେ ।

ଏବେ ଆପଣଙ୍କ ଉତ୍ତମ ଫଳ ଆପଣଙ୍କୁ ନିଶ୍ଚୟ ମିଳିବ । ପ୍ରମୋଶନର ଯୋଗ ବନୁଅଛି । ଆପଣଙ୍କର  ଚିଡଚିଡିଆ ଗୁଣ ହେତୁ ଆପଣଙ୍କର ପ୍ରିୟ ମିତ୍ର ଟିଏ ଦୂରେଇ ଯାଇଛି । ମାତ୍ର ସେ ବି ଶୀଘ୍ର ଆପଣଙ୍କ ପାଖକୁ ଫେରିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ସବୁଦିନ ପାଇଁ ଦୂର ହେବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button