ମନୋରଞ୍ଜନ

ମାଇକଲ ଜ୍ୟାକ୍ସନ ଭଳି ଦେଖାଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଦେଲା ପୁଅ, ଏବେ ନିଜ ମା ବି ଖାଇଯାଉଛି ଧୋଖା, ଦେଖନ୍ତୁ

ମାଇକଲ ଜ୍ୟାକ୍ସନ ଆମେରିକାର ପ୍ରସିଦ୍ଧ ପପ ସିଙ୍ଗର ହେବା ସହିତ ଏକ ଭଲ ଡାନ୍ସର ବି ଥିଲେ । ତାଙ୍କର ଭିଡିଓକୁ ଦେଖି ଆଜି ବି ଲୋକମାନେ ଡାନ୍ସ ଶିଖିଥାନ୍ତି । ଦୁନିଆ ସାରା ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି । କିନ୍ତୁ ତାଙ୍କର ମୁର୍ତ୍ୟୁକୁ ଆଜିକି ୧୦ ବର୍ଷ ହୋଇ ଯାଇଛି । କିନ୍ତୁ ଆଜି ବି ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି । ଯେଉଁମାନେ ତାଙ୍କର ଲୁକ୍ସ, ଡାନ୍ସ, ଗୀତ ଇତ୍ୟାଦିକୁ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ, ଯିଏ ମାଇକଲ ଜ୍ୟାକ୍ସନର ଏତେ ବଡ ଦିବାନା ଅଟେ କି ସେ ନିଜର ଲୁକ ଉପରେ ୨୧ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ କରି ଦେଲା କେବେଳ ମାଇକଲ ଜ୍ୟାକ୍ସନଙ୍କ ଭଳି ଦେଖାଯିବା ପାଇଁ । ଆମେ ଯେଉଁ ବ୍ୟକ୍ତିର କଥାବାର୍ତ୍ତା କରୁଛୁ ସେ ଅର୍ଜେଂଟୀନା ର ଲିୟୋ ବ୍ଲୈଂକୋ ଅଟେ । ଆପଣଙ୍କୁ କହିଦେଉଛୁ ଯେ ୨୨ ବର୍ଷ ଲିୟୋ ପୂରାପୂରି ମାଇକଲ ଜ୍ୟାକ୍ସନ ଭଳି ଦେଖା ଯାଉଛି । ତାହାର ଏହି ଲୁକ କାରଣରୁ ତାହାର ମା ବି ତାକୁ ପ୍ରଥମେ ଚିହ୍ନି ପାରୁ ନଥିଲେ ।

ଲିୟୋ ଗତ ୭ ବର୍ଷ ମଧ୍ୟରେ ୧୧ ଥର ନିଜର ପ୍ଲାସ୍ଟିକ ସର୍ଜରୀ କରାଇ ସାରିଛି । ଯାହା ଦ୍ଵାରା ସେ ପୂରାପୂରି ମାଇକଲ ଜ୍ୟାକ୍ସନର ଲୁକକୁ ପାଇ ପାରିବ । ଆପଣଙ୍କୁ କହିଦେଉଛୁ ଯେ ଲିୟୋ କେବଳ ୧୫ ବର୍ଷରେ ହିଁ ଠିକ କରି ନେଇ ଥିଲା କି ସେ ମାଇକଲ ଜ୍ୟାକ୍ସନ ଭଳି ନିଜ ଲୁକକୁ କରିବ । ଏକ ଇଣ୍ଟରଭିୟୁରେ ଲିୟୋ କହିଲା କି ମୁଁ ୭ ବର୍ଷ ପର୍ଯ୍ୟନ୍ତ ପ୍ଲାସ୍ଟିକ ସର୍ଜରୀ ଓ କସ୍ମେଟିକ ଉପରେ ୩୦, ୦୦୦ ଡଲାର ଖର୍ଚ କରି ଦେଇଛି ।

ଭାରତରେ ଏହି ଦାମ ୨୧ ଲକ୍ଷ ଟଙ୍କାରୁ ବି ଅଧିକ ଅଟେ । ଆପଣଙ୍କୁ କହିଦେଉଛୁ ଯେ ଲିୟୋ କେବଳ ନିଜ ନାକର ହିଁ ଚାରି ଥର ପ୍ଲାସ୍ଟିକ ସର୍ଜରୀ କରାଇଛି ଓ ଏହା ସହିତ ନିଜର ଥୋଡିର ବି ପ୍ଲାସ୍ଟିକ ସର୍ଜରୀ କରାଇଛି । ଏହା ପରେ ବି ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଲିୟୋ ଏତେ ସବୁକିଛି କରିବା ପରେ ବି ନିଜର ଲୁକ ଉପରେ ସନ୍ତୁଷ୍ଟ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button