ଜ୍ୟୋତିଷ

ଶ୍ରାବଣ ମାସରେ ଭୁଲରେ ବି ଏହି 2ଟି ଖାଦ୍ୟ ବନାନ୍ତୁ ନାହିଁ, ବ୍ରତ ଭଙ୍ଗ ହୋଇଯିବ। ଶିବ ଜୀ ହେବେ କ୍ରୋଧିତ ।

ବନ୍ଧୁଗଣ ଶ୍ରାବଣ ମାସ ଟି ସେତିକି ପବିତ୍ର ହୋଇଥାଏ ଯେତିକି ଗଙ୍ଗାଜଳ ପବିତ୍ର ମାନଯାଏ । ଚଳିତ ବର୍ଷ ଜୁଲାଇ 4ରୁ ଆରମ୍ଭ ହୋଇସାରିଛି ଶ୍ରାବଣ ମାସ । ଆଉ ଅଗଷ୍ଟ 31ରେ ଶେଷ ହେବ ଶ୍ରାବଣ ମାସ । ଏହି ମାସ ଟି ଭଗବାନ ଶିବ ଙ୍କୁ ସମର୍ପିତ କାରାଯାଇଛି । ଏହି ମାସରେ ନିଜର ଇଚ୍ଛାର ପୂର୍ତ୍ତି ପାଇଁ ସୋମବାରର ବ୍ରତ ରଖିବା ଉଚିତ ହୋଇଥାଏ । ବୈବାହିକ ଜୀବନ ସୁଖମୟ ପାଇଁ ବା ଭଲ ବାର ପାଇବା ପାଇଁ କୁମାରୀ ଝିଅମାନେ ବିଶେଷ ରୂପରେ ସୋମବାରର ବ୍ରତ ରଖିବା ଉଚିତ ।

ଆଜି ଆମେ ଜାଣିବା ଶ୍ରାବଣ ମାସରେ କେଉଁ ପାରିବା ଖାଇବା ଅନୁଚିତ ଓ ଏହା ସମ୍ବଧିତ କିଛି ବିଶେଷ ବିବରଣୀ । ୧- ଶ୍ରାବଣ ମାସରେ ଶିବ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପିତ କରିବା ଉଚିତ ଓ ଭଗବାନ ଶିବ ଙ୍କୁ ବେଲପତ୍ର ଚଢାଇବା ଉଚିତ । ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଉଚିତ ।

୨- ମହାଦେବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ସୋମବାର ଦିନ ଧଳା ଜିନିଷ କ୍ଷୀର, ଦହି, ଧଳା ଫୁଲ ମହାଦେବଙ୍କୁ ଅର୍ପିତା କରିବା ଉଚିତ ଏବଂ ଧଳା ବସ୍ତୁ ଗ୍ରହଣ କରିବା ଉଚିତ । ଏହି ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

୩- ଶ୍ରବଣ ମାସରେ ସୋମବାରର ଦିନ ଜରୁରୀ କାର୍ଯ୍ୟ ରେ ବାହାରିବା ପୂର୍ବରୁ ଆଇନା ଦେଖିବା ଅବଶ୍ୟ ଦେଖିବା ଉଚିତ । କାର୍ଯ୍ୟ ବିନା ବାଧାରେ ଆଶ୍ଚର୍ଜ୍ଯଜନକ ଭାବେ ପୁରା ହେବ ଓ ଯଶ ମିଳିବ ।

୪- ସୋମବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧି ଶିବ ମନ୍ଦିରକୁ ଯିବା ଉଚିତ ନୁହେଁ । ବ୍ରତରେ ମଧ୍ୟ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ । ମହିଳାଙ୍କୁ ସୋମବାରରେ ମୁଣ୍ଡ ଧୋଇବା ଉଚିତ ନୁହେଁ ।

୫- ଶ୍ରାବଣ ସୋମବାରେ ବ୍ରତଧାରୀଙ୍କୁ ସଂଯମ ରଖିବା ଉଚିତ । ନଚେତ ଶିବ ଜି କ୍ରୋଧିତ ହୋଇଥାନ୍ତି । ବ୍ରତଧାରୀଙ୍କୁ ନାସ୍ପାତିର ସେବନ କରିବା ଅନୁଚିତ । ଏହି ଦିନ ମାଂସ ଖାଇବା ବର୍ଜନ କରାଯାଇଛି ।

୬- ସୋମବାରରେ କାହାର ବି ଅପମାନ କରନ୍ତୁ ନାହିଁ କି ଖରାପ ଶବ୍ଦ କୁହନ୍ତୁ ନାହିଁ । ଏହାଦ୍ବାରା ବ୍ରତ ଭଙ୍ଗ ହୋଇଥାଏ । ମହାଦେବଙ୍କ ସହ ନନ୍ଦୀ ଙ୍କ ପୂଜା କରିବା ଜରୁରୀ ଅଟେ । ଏହି ଦିନ ଗୋମାତା ଙ୍କୁ ପୂଜା କରିବା ସହ କିଛି ଖାଇବାକୁ ଦେବା ଉଚିତ ।

7- ପୂଜା କରିବା ସମୟରେ ଭଗବାନ ଶିବଙ୍କୁ କଟା ଫଟା ବେଲପତ୍ର, କୁଙ୍କୁମ, ତୁଳସୀ ପତ୍ର, ଖଣ୍ଡିତ ଚାଉଳ, କେତକୀ ଫୁଲ ଚଢାଇବା ଉଚିତ ନୁହେଁ । ଶଙ୍ଖରେ ଜଳ ଅର୍ପଣ କରିବା ଅନୁଚିତ ।

8- ସୋମବାରରେ ଡମୁରୁ, ଘଣ୍ଟି ର ଶବ୍ଦ ଶୁଣାଗଲେ ଅତ୍ୟନ୍ତ ଶୁଭ ଏହବା ସହ ମହାଦେବ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ।

9- ଶ୍ରାବଣ ସୋମବାରରେ ବାଇଗଣ, ସାଧାରଣ ଲୁଣ ଖାଇବା ଉଚିତ ନୁହେଁ । ଏହାଦ୍ଵାରା ବ୍ରତ ଭଙ୍ଗ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button