ମନୋରଞ୍ଜନ

କାହାର ନାମ ଚିନ୍ତା କରି ଗୋଟିଏ ସ୍ଵସ୍ତିକ ବାଛନ୍ତୁ ଓ ଜାଣନ୍ତୁ ନିଜର ଭବିଷ୍ୟତ-Personality Test

ବନ୍ଧୁଗଣ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ବହୁତ ଅଧିକ ବିଶ୍ଵାସ ରଖିଥାନ୍ତି ଜ୍ଯୋତିଷ ଶାସ୍ତ୍ର ପ୍ରତି । ଏହି କାରଣରୁ ବ୍ୟକ୍ତି ନିଜ ଜୀବନର ସମସ୍ଯାମାନ ଦୂର କରିବା ପାଇଁ ଜ୍ଯୋତିଷ ଶାସ୍ତ୍ରର ସାହାରା ନେଇଥାଏ । ଏହାସହ ଲୋକେ ନିଜର ଭବିଷ୍ୟ ସହ ଜଡିତ କଥାମାନକୁ ଜାଣିବା ପାଇଁ ଜ୍ଯୋତିଷ ଶାସ୍ତ୍ରର ଉପୋଯୋଗ କରିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ରଙ୍ଗର ସ୍ଵସ୍ତିକର ଚିତ୍ର । ଏଥିମଧ୍ୟରୁ ଆପଣ କୌଣସ ଗୋଟେ ବାଛିବାକୁ ହେବ । ଆପଣ କିପରି 3ଟି ରଙ୍ଗକୁ ବାଛିପାରି ଭବିଷ୍ୟ ସହ ଜଡିତ ଘଟଣାମାନ ଜାଣିପାରିବେ ।

1- ଯଦି ଆପଣ ବାଇଗଣି ରଙ୍ଗର ସ୍ଵସ୍ତିକ ଚିହ୍ନ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ଖରାପ ବ୍ୟକ୍ତିଙ୍କ ହାବୁଡରେ ପଡି ଯାଇଛନ୍ତି । ଯାହାକି ଆପଣ ଚିନ୍ତାରେ ଅଛନ୍ତି । କିନ୍ତୁ ଏହା କିଛି ସମୟ ପାଇଁ ରହିବ । ବନ୍ଧୁଗଣ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ରାଜ କାର୍ଯ୍ୟରେ ନିଷ୍ଫଳ ମିଳୁଛି । ସବୁ କାମରେ ଲାଭ କମ କ୍ଷତି ଅଧିକ ହେଉଛି । ପରିବାର ଓ ସ୍ତ୍ରୀଙ୍କର କଥା ସୁଅନ୍ନ ଟି ନାହିନ । କିନ୍ତୁ ଏହା ଭୁଲ ଅଟେ । ଏଣିକି ଆଜି ଠାରୁ 7 ବର୍ଷ ଯାଏଁ ଆପଣ ଜୀବନରେ ଉନ୍ନତି କରିବେ । ଯେତେ ଭୟଭୀତ ହୋଇ ରହୁଥିଲେ ତାହା ଦୂର ହେବ । କାର୍ଯ୍ୟରେ ସିଧି ଲାଭ କରିବେ । ଭାଗ୍ୟ ଉଦୟର ସମ୍ଭାବନା ଅଛି । ଶ୍ରଦ୍ଧାର ସହ ସମାଜ ସହ ତାଳ ଦେଇ ଚଲାନ୍ତୁ ।

2- ଯଦି ଆପଣ ହଳଦିଆ ରଙ୍ଗର ସ୍ଵସ୍ତିକ ଚିହ୍ନ ବାଛିଛନ୍ତି ତେବେ ଆପଣଙ୍କୁ ଚିନ୍ତାକୁଳ ସ୍ଥିତିରେ ପଡିବାକୁ ହେବ ନାହିଁ । ଯେଉଁ କାର୍ଯ୍ୟ ପାଇଁ ଗୁଡାଏ ଦିନ ଭାବନାରେ ବିତାଉଥିଲେ ଆଉ ମାତ୍ର ଅଳ୍ପ ଦିନ ଲାଗିବ । ସବୁ ଚିନ୍ତା ଦୂର ହେବ । କାର୍ଯ୍ୟ କଠିନତା ଥିଲେ ତାହାର ସହଜରେ ସମାଧାନ କରିପାରିବେ ।

ସୋମବାର ଦିନ 500 ଗ୍ରାମର ଉଷୁମା ଚାଉଳ, ଗୋଟା ବିରି, ସାତ କେରା ଦୂବ ଷଣ୍ଢ କୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଭାଗ୍ୟରେ ଉନ୍ନତି ନିଜେ ଦେଖିପାରିବେ । ମନରେ ନୂଆ ଚିନ୍ତା ଜାଗୃତ ହୋଇଛି ବିନା କାରଣରେ । ଯାହା ଯାଇଛି ତାହା ପାଇଁ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ଉପରେ ଲକ୍ଷ୍ୟ ରଖନ୍ତୁ ।

3- ଆପଣଙ୍କୁ ହନୁମାନ ରଙ୍ଗର ସ୍ଵସ୍ତିକ ଚିହ୍ନ ପସନ୍ଦ ଆସିଥିଲେ ତେବେ ଏହା ମଧ୍ୟରେ ଆପଣ ବହୁତ ଖର୍ଚ୍ଚାନ୍ତରେ ପଡିଥିଲେ । କିଏ ଜାଣିଥିଲା ଆପଣଙ୍କ ଭଳି ସରଳ ଲୋକ ଏଭଳି ଏକ ମରଣାତ୍ମକ ସମସ୍ୟାରେ ପଡିଯିବେ ବୋଲି । ଏବେ ସୁଧା ଭୟ ମନରୁ ଯାଇ ନାହିଁ । ଆପଣ ସତ୍ୟତାର ଆଶ୍ରୟ ନେଲେ କିନ୍ତୁ ଗ୍ରହ ଦଶା ଆପଣଙ୍କୁ ବିପଦରେ ପକାଇଦେଲା ।

ତେଣୁ ବଞ୍ଚିଥିବା ଯାଏଁ ଟାଇଗର ମୁଦ୍ରା ରତ୍ନକୁ ସମ୍ମିଳିତ କରି ରୋପ୍ୟ ମୁଦ୍ରିକାରେ କ୍ଷୀରରେ ପକାଇ ଧାରଣ କରନ୍ତୁ । ଏହା ଆପଣଙ୍କ ଜୀବନକୁ ଚମକାଇଦେବ । ପୂର୍ବରୁ ଆପଣ ଯାହା ଥିଲେ ବର୍ତ୍ତମାନ ତାହା ହିଁ ଭୋଗ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button