ଜ୍ୟୋତିଷ

କମ ବୟସରେ କାହିଁକି ହୁଏ ମୃ-ତ୍ୟୁ କେଉଁ କାରଣରୁ ହୁଏ ଏମିତି ଜାଣିଛନ୍ତି କି ? ଜାଣିଲେ ଆଶ୍ଚର୍ୟ୍ଯ ହେବେ

ନମସ୍କାର ଦର୍ଶକ ବନ୍ଧୁ ଆଜି ଆପଣ ମାନେ ଏହି କଥା ଜାଣିବେ କି ଲୋକେ ଅଳ୍ପ ବୟସ୍କ ରେ ମୃତ୍ୟୁ ବରଣ କାହିଁକି କରନ୍ତି। ଓ ସେମାନେ ପୁନର୍ବାର କେଉଁ ଯୋନି ରେ ପୁଣି ଜନ୍ମ ଗ୍ରହଣ କରିବେ। ଅଳ୍ପ ବୟସ ରେ ପରଲୋକ ଗମନ କରିଥିବା ବ୍ୟକ୍ତି ର ମୃତ୍ୟୁ କୁ ଅକାଳ ମୃତ୍ୟୁ ବୋଲି କୁହାଯାଏ।

ଗରୁଡ଼ ପୁରାଣ ରେ ଉଲ୍ଲେଖ ଅଛି ଯେ ଯେଉଁ ପ୍ରାଣୀ ଟି ଭୋକ ଉପାସରେ ରେ ରହି ମୃତ୍ୟୁ ବରଣ କରିଥାଏ କିମ୍ବା ନିଶୃଂଶ ମଣିଷ ଦ୍ଵାରା ମୃତ୍ୟୁ ହୁଏ ବା ବିଷ, ଜହର ବା ଅଗ୍ନି ଦ୍ଵାରା ମୃତ୍ୟୁ କୁ ପ୍ରାପ୍ତ କରିଥାଏ ଯାହାର ଜୀବନ ପାଣି ରେ ବୁଡି ହୋଇଥାଏ ଅଥବା ସର୍ପ ଦଂଶନ ରେ ମରି ଯାଇଥାଏ ସେମାନେ ଅକାଳ ମୃତ୍ୟୁ କୁ ପ୍ରାପ୍ତ କରିଥାନ୍ତି।
ଗରୁଡ଼ ପୁରାଣ ଅନୁସାରେ କୁହାଯାଏ ଯେ ଯାହା ବିଧାତା ଦ୍ଵାରା ନିଶ୍ଚିତ କରାଯାଇଥିବା ମୃତ୍ୟୁ ପ୍ରାଣୀ ନିକଟ କୁ ଆସିଥାଏ ତେବେ ତାକୁ ନେଇ ଶୀଘ୍ର ମୃତ୍ୟୁ ଲୋକ ରୁ ନେ଼ଇ ଚାଲିଯାଆନ୍ତି। ପ୍ରାଚୀନ କାଳରେ ବେଦ ପୁରାଣ ରେ ଏହି କଥା ଅଛି ଯେ ମଣିଷ ଶହେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବ।
ଯଦି ଜଣେ ବ୍ୟକ୍ତି ଅଳସୁଆ ବସତ କର୍ମ ର ପରିତ୍ୟାଗ କରିଥାଏ ଯଦି ସର୍ବଦା ଘୃଣିତ କାର୍ଯ କୁ ସମ୍ମାନ ଦେଇଥାଏ ଏବଂ ଯିଏ ପର ପୁରୁଷ ବା ସ୍ତ୍ରୀ ପ୍ରତି ଅନୁରକ୍ତ ରହିଥାନ୍ତି। ଏହି ପରି ଅନ୍ୟ ମହଦୋଷ ରୁ ମଣିଷ ର ଆୟୁ କ୍ଷୀଣ ହୁଏ ଏବଂ ତାହର ସ୍ଵଲ୍ପ ବୟସ ରେ ବା ଅକାଳ ମୃତ୍ୟୁ ବରଣ କରିଥାଏ। ଏହି ଭିଡ଼ିଓ ଟି ଭଲ ଲାଗେ ତ ଲାଇକ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button