ରାଜ୍ୟ

ଇତିହାସ ରେ ପ୍ରଥମ ଥର ଛିଡିଯିବ ଓଡ଼ିଶା ତ୍ରାହି ତ୍ରାହି ଡାକିବେ ଲୋକେ ଦେଖନ୍ତୁ କେବେ ଏବଂ କଣ ପାଇଁ ଏମିତି ହେବ

ନମସ୍କାର ଦର୍ଶକ ବନ୍ଧୁ। ଦର୍ଶକ ବନ୍ଧୁ ଆପଣ ମାନେ ତ ଶ୍ରୀଲଙ୍କା ର ପରିସ୍ଥିତି ସମ୍ପର୍କ ରେ ବେଶ୍ ଭଲ ଭାବରେ ଅବଗତ ଥିବେ। ଏବେ ଭରତ ପାଇଁ ମଧ୍ୟ ଚିନ୍ତା ର ବିଷୟ ସାଜିଛି କାରଣ ଶ୍ରୀଲଙ୍କା ର ନାଗରିକ ମାନେ ଏବେ ଶ୍ରୀଲଙ୍କା ଛାଡ଼ି ଭାରତ କୁ ଆସି ଯାଉଛନ୍ତି। ତେବେ ଭରତ ଉପରକୁ କିଛି ସଙ୍କଟ ମାଡ଼ି ଆସୁଛି କି।

ତେବେ ଦର୍ଶକ ବନ୍ଧୁ ନିକଟ ରେ ପୁରୀ ଶ୍ରୀମନ୍ଦିର ରେ ଘଟିଥିବା ଅଘଟଣ ବିଷୟ ରେ ମଧ୍ୟ ଆପଣ ମାନେ ଅବଗତ ଥିବେ। ଯେ ରୋଷ ଘରେ ପଶି ଚୂଲି ଭଙ୍ଗା ଯିବାର। ସେ ବିଷୟ ରେ କହିବାକୁ ଯାଇ ମାଳିକା ଗବେଷକ ଜଗନ୍ନାଥ କଥା ସଂସ୍କୃତି ପ୍ରଚାରକ କାହ୍ନୁ ବାବା କଣ କହିଛନ୍ତି ଚାଲନ୍ତୁ ଜାଣିବା।

ବର୍ତ୍ତମାନ ମାଳିକା ବଚନ ଅନୁସାରେ ସିହଳ ଦ୍ଵିପ ରେ ଏପରି ଅନାହାର ପରିସ୍ଥିତି ଦେଖା ଯିବା। ଖାଲି ସିହଳ ଦ୍ଵିପ ରେ ନୁହେଁ ଦେଶ ବିଦେଶ ରେ ଏପ୍ରକାର ପରିସ୍ଥିତି ଦେଖା ଦେବ।
ମହାପୁରୁଷ କହିଛନ୍ତି ଜଳ ସଙ୍କଟ ଦେଖା ଯିବ,ଖାଦ୍ୟ ସଙ୍କଟ ଦେଖା ଯିବ ଏବଂ ଲୋକ ମାନେ ମରୁମହରଗ ହେବେ। ଅର୍ଥାତ୍ ସବୁ ଜିନିଷ ର ରେଟ ବଢିଯିବ। ଭରତ ରେ ମଧ୍ୟ କିଛି କିଛି ସ୍ଥାନ ରେ ଏଭଳି ପରିସ୍ଥିତି ବଢିଯିବ।
ଏହା ମଧ୍ୟ ମାଳିକା ରେ ଲେଖା ଅଛି ଗଙ୍ଗା, ଗୟା ଓ କାଶୀ ତୀର୍ଥ ରେ ଚଡ଼କ ପଡ଼ିବ। ଭରତ ବର୍ଷ ରେ ଶାନ୍ତି ଥିବା ରୁ ଅତ୍ୟଧିକ ମାତ୍ରା ରେ ବିଦେଶୀ ମାନେ ଏଥକୁ ଆସିବେ। ଏବଂ ଯେତେ ବେଳେ ଶ୍ରୀମନ୍ଦିର ଚୂଲି ରେ ବିଭ୍ରାଟ ଦେଖା ଦେବ ସେତେ ବେଳେ ବିରଜା ଖପର ଠାବେ ଠାବେ ବୁଲିବ।
ଏବଂ ୮୦ ଟି ରାଷ୍ଟ୍ର ରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଦେଖା ଦେବା। ଅର୍ଥାତ୍ ଲୋକ ମାନେ ଖାଇବାକୁ ପିଇବାକୁ ପାଇବେ ନାହିଁ କିଛି। ସେ ଅଶି ରାଷ୍ଟ୍ର ମଧ୍ୟ ରେ ଆମ ଭରତ ମଧ୍ୟ ଅଛି। ଭାରତରେ ମଧ୍ୟ ଖାଦ୍ୟ ସଙ୍କଟ ଦେଖା ଦେବ। ପରନ୍ତୁ ଭାରତ ରେ ଲୋକମାନେ ଏତେ ଅଶାନ୍ତ ହେବେ ନାହିଁ ଲୋକେ ମାନେ ଏତେ ଦୁଃଖ ଭୋଗ କରିବେ ନାହିଁ। ଭରତ ସେଥି ମଧ୍ୟ ରୁ ନିସ୍ତାର ପାଇଯିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button