ଜ୍ୟୋତିଷ

ଶନିବାର କରନ୍ତୁ ହନୁମାନ ଙ୍କର ଏହି କାମ ଚମକି ଉଠିବ ଭାଗ୍ୟ ଜାଣନ୍ତୁ ଶନିବାର କେମିତି କରିବେ ଏହି ଉପାୟ

ନମସ୍କାର ପାଠକ ବନ୍ଧୁ। ଶନିବାର ଦିନ କରନ୍ତୁ ଏହି କାମ ଶନି ଦେବ ହେବେ ପ୍ରସନ୍ନ । ଶନି ଦେବ ଙ୍କ ପ୍ରିୟ ବାର ହେଉଛି ଶନିବାର । ଏହି ଦିନ ଶନି ଦେବ ଙ୍କୁ ସୋରିଷ ତେଲ ଚଢାଇବା ଶୁଭ ହୋଇଥାଏ । ଓ ଶନି ଦେବ ଙ୍କ ନିକଟ ରେ ରାଶି ତେଲ ମଧ୍ଯ ପ୍ରଦାନ କରାଯାଇଥାଏ।

ସେହିଭଳି ଶନିବାର ଦିନ ବ୍ରତ କରି ଓ ଶନି ଦେବ ଙ୍କୁ ଆରାଧନା କରି ଗରିବ ଲୋକଙ୍କୁ କିଛି ଜିନିଷ ଦାନ କରାଯାଏ କିମ୍ବା ଭିକାରି ଙ୍କୁ ସୋରିଷ ତେଲ କିମ୍ବା କିଛି ଖାଦ୍ୟ ପଦାର୍ଥ ଦାନ କରାଯାଏ । ତେବେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
ଓ ସେହି ବ୍ୟକ୍ତି କୁ ଶୁଭ ଫଳ ମଧ୍ଯ ମିଳିଥାଏ ।ଧାର୍ମିକ ପୁରାଣ ଅନୁସାରେ ଏହି ଦିନ ଦାନ ଏକ ଅତ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟ ଅଟେ। ଏହା କରିବା ଦ୍ୱାରା ଆପଣ ଙ୍କ ଜୀବନ ରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଏହି ଛୋଟ ଛୋଟ କାମ କରିବା ଦ୍ୱାରା ଶନି ଦେବ ଙ୍କ କୃପା ମିଳିଥାଏ।
ଏହି ଶନିବାର ଦିନ ଶନିଦେବ ଙ୍କୁ ପ୍ରସନ୍ନ କରିବା କଥା ପାଠକ ବନ୍ଧୁ ଆଜି ଜାଣିଲେ। ଏହି ସବୁ କାର୍ଯ୍ୟ ଗୁଡିକ ଶନିବାର ଦିନ ପାଳନ କଲେ ଆପଣ ମାନଙ୍କୁ
ଶନି ଦେବ ଙ୍କ କୃପା ଲାଭ ମିଳିବା ସହ ସେ ପ୍ରସନ୍ନ ହେବେ। ଏହି କଥା ଗୁଡିକ ସବୁ ଧାର୍ମିକ ପୁରାଣ ରେ ବର୍ଣ୍ଣନା କରାଯାଇ ଅଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button