ଜ୍ୟୋତିଷ
ଜଣା ପଡିଲା ବଡ ରହସ୍ୟ ଆକସ୍ମାତ୍ ହେବ ୫୬୦ ଟି ବିପର୍ଯ୍ୟୟ ସଂସାର ଡାକିବ ହେ ଭଗବାନ ରକ୍ଷା କର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଉ ଏନ୍ ରିପୋର୍ଟ ରୁ ଏକ ଚାଞ୍ଚଲ୍ୟ କର ତଥ୍ୟ ଶୁଣିବାକୁ ମିଳିଛି। ଯାହାକି ହେଉଛି ଏକ ବର୍ଷ ମଧ୍ୟ ରେ ୫୬୦ ରୁ ଉର୍ଦ୍ଧ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବ ।
ଯଦି ଆମେ ଗୋଟେ ଦିନ କୁ ହିସାବ କରିବା ତେବେ ଦିନ କୁ ଏକାଧିକ ବୋଲି ଜଣା ପଡିଛି। ଏବଂ ଏହା ଖାଲି ଭରତ ରେ ନୁହେଁ ଏହା ସମଗ୍ର ବିଶ୍ବ ରେ ପରିଲକ୍ଷିତ ହେବ। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ୨୦୩୦ ମଧ୍ୟ ରେ ଦେଖା ଯିବ।
ଏ ସମ୍ବନ୍ଧ ରେ ମଧ୍ୟ ରେ ମାଳିକା ରେ କଣ ଉଲ୍ଲେଖ ହୋଇଛି ଚଳାନ୍ତୁ ଜାଣିବା। ମାଳିକା ରେ ଲେଖା ଅଛି କି ପ୍ରାକୃତିକ ବିପର୍ଯ୍ୟୟ ସବୁ ୨୦୨୧ ରୁ ଧୀରେ ଧୀରେ ଆରମ୍ଭ ହେବ ଓ ଏହା ପ୍ରଥମେ ପୂର୍ବ ଭାଗ ରୁ ଆରମ୍ଭ ହୋଇ ଚାଲିବା। ଆମର ଯେଉଁ ଛଅ ଗୋଟି ଋତୁ ଅଛି ସେଥିରେ ମଧ୍ୟ ପରିବର୍ତ୍ତନ ଦେଖା ଦେବ।
ମେଘ, ଝଡ଼ ଓ ବର୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେବ। ଦରକାର ପଡିଲେ ଏହା ୫୬୦ ରୁ ମଧ୍ୟ ଅଧିକା ମାତ୍ର ରେ ବିପର୍ଯ୍ୟୟ ଦେଖା ଦେବ। ଏବଂ ଭାରତରେ ଜମ୍ବୁ ଦ୍ଵିପ ରେ ବିଭିନ୍ନ ସାଧୁ ସନ୍ଥ ମାନେ ଜନ୍ମ ଗ୍ରହଣ କରିବେ ଓ ସେମାନେଙ୍କ ପାଖରୁ ବିଭିନ୍ନ ଦେଶ ର ଲୋକ ମାନେ ଭାରତ ଗ୍ରନ୍ଥ ରୁ ପ୍ରମାଣ ନେବାକୁ ଆସିବେ।
ଏବଂ ଯେଉଁ ସମୟ ରେ ଏହି ଗ୍ରନ୍ଥ ସମ୍ବନ୍ଧ ରେ ଜାଣିବେ ଓ ଏହି ଗ୍ରନ୍ଥ ଯେତେବେଳେ ଆଲୋଚନା ହେବ ସେତେବେଳେ ଚାରିଆଡ଼େ ବ୍ୟାପି ଯିବ। ଖାଲି ରାଜ୍ୟ କି ଦେଶ ରେ ନୁହେଁ ସାରା ବିଶ୍ଵ ସ୍ଥର ରେ ଏହି ବାଣୀ ପହଞ୍ଚିବ। ତେବେ ଦେଖା ଯାଉ ଆମ ମାଳିକା ବଚନ ଓ ଇଉ ଏନ୍ ରିପୋର୍ଟ ଆଗକୁ କେତେ ମାତ୍ରା ରେ ସତ୍ୟ ପ୍ରତୀତ ହେଉଛି।




