ପ୍ରତିଦିନ ଏହାକୁ ନାଭୀରେ ଲଗାଇବା ଦ୍ଵାରା ଯାହା ଚାହିଁବେ, ତାହା କରିପାରିବେ, ଭାଗ୍ୟ ହୀରା ଭଳି ଚମକି ଉଠିବ ! Chanakya Niti
ଏହି ସଂସାରରେ ପ୍ରତ୍ଯେକଟି ବ୍ୟକ୍ତି ଚାହେଁ । ତାଙ୍କ ପାଖରେ ଏତେ ଧନ ରହୁ । ଯେପରି ସେହି ବ୍ୟକ୍ତି ନିଜର ଟଙ୍କା ବଳରେ ତା’ ର ସବୁ ଆବଶ୍ୟକତାକୁ ପୂରଣ କରିପାରୁଥିବ । ଧନ ପାଇବା ପାଇଁ ଅନେକ ଲୋକ କଠିନ ପରିଶ୍ରମ କରି ଠିକ ରାସ୍ତାରେ ଯାଇ ଟଙ୍କା ଅର୍ଜନ କରିଥାନ୍ତି । ହେଲେ ଅନେକ ଲୋକ ଛଳକପଟର ସାହାରା ନେଇ ଧନ କମାଇବାକୁ ଚେଷ୍ଟା କରିଥାନ୍ତି । ଯାହା ଜମାରୁ ବି ଠିକ କଥା ନୁହେଁ । ତେଣୁ ପ୍ରତ୍ଯେକ ବ୍ୟକ୍ତିକୁ ଠିକ ରାସ୍ତାରେ ଯାଇ ଟଙ୍କା ରୋଜଗାର କରିବାକୁ ପଡିବ ।
ତେବେ ଅନେକ ବ୍ୟକ୍ତି କଠିନ ପରିଶ୍ରମ କରି ସୁଦ୍ଧା ନିଜ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କାକୁ ସଞ୍ଚୟ କରି ରଖିପାରିନଥାନ୍ତି । ତେଣୁ ଟଙ୍କା ବଢାଇବା ବା ନିଜର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ବ୍ୟକ୍ତିର ନାଭୀରେ ଏଭଳି ଚମତ୍କାରୀତା ରହିଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ଟଙ୍କାକୁ ଚୁମ୍ବକ ପରି ନିଜ ପାଖକୁ ଆକର୍ଷିତ କରି ଆଣିପାରିଥାଏ ।
ହେଲେ ନାଭୀର ଏହି ଫାଇଦା ସମ୍ପର୍କରେ ଅନେକ ଲୋକଙ୍କୁ ଜଣା ହିଁ ନଥାଏ । ଯାହା ଦ୍ଵାରା ସେମାନେ ନାଭୀରୁ ମିଳୁଥିବା ଏହି ଫାଇଦାକୁ ଉଠାଇ ପାରନ୍ତି ନାହିଁ । ହେଲେ ଆଜି ଆମେ ନାଭୀରୁ ମିଳୁଥିବା କିଛି ଫାଇଦା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ । ନାଭୀ ଆମ ଶରୀର ଏକ ମହତ୍ଵପ୍ଯର୍ଣ୍ଣ ଅଙ୍ଗ ହୋଇଥାଏ ।
1- ଯଦି ଆପଣଙ୍କ ଓଠ ଫାଟିଥାଏ । ତେବେ ଆପଣଙ୍କ ନାଭୀରେ ସୋରିଷ ତେଲ ଲଗାନ୍ତୁ । ତେବେ ଯାଇ ଆପଣଙ୍କର ଓଠ ଫାଟିବା ବନ୍ଦ ହୋଇଯାଇଥାଏ । 2- ଗୁରୁ ଗ୍ରହ ଏକ ଏପରି ଗ୍ରହ । ଯେଉଁ ବ୍ୟକ୍ତିର ଗୁରୁ ଗ୍ରହ ଭଲ ରହିଥାଏ । ସେହି ବ୍ୟକ୍ତିର ଜୀବନ ଧନଦୌଲତରେ ଭରି ରହିଥାଏ ।
ଅପର ପକ୍ଷରେ ଯେଉଁ ବ୍ୟକ୍ତିର ଗୁରୁ ଗ୍ରହ ଦୁର୍ବଳ ରହିଥାଏ । ସେହି ବ୍ୟକ୍ତିର ଜୀବନରେ ଅନେକ ସମସ୍ଯା ଆସିବା ସହ ଧନ ସହ ଜଡିତ ଅନେକ ସମସ୍ଯା ସେହି ବ୍ୟକ୍ତିକୁ ସାମ୍ନା କରିବାକୁ ପଡିଥାଏ । ଏଥିସହ ବ୍ୟକ୍ତି ଧାର, କରଜରେ ମଧ୍ୟ ବୁଡି ରହିଥାଏ । ତେଣୁ ନିଜର ଗୁରୁ ଗ୍ରହକୁ ମଜଭୁତ କରିବାକୁ ଚାହୁଁଥିଲେ । ସେହି ବ୍ୟକ୍ତି ନିଜ ନାଭୀରେ ହଳଦୀର ତିଳକ ଲଗାଇବା ଉଚିତ ।
ଯାହା ଦ୍ଵାରା ବ୍ୟକ୍ତିର ଗୁରୁ ଗ୍ରହ ମଜଭୁତ ହେବା ସହ ବ୍ୟକ୍ତିର ଭାଗ୍ୟର ତାଲା ଖୋଲିଯାଇଥାଏ । ଆର୍ଥିକ ସ୍ଥିତି ଧୀରେ ଧୀରେ କରି ଭଲ ହେବାକୁ ଲାଗିଥାଏ । ଯାହା ଦ୍ଵାରା ଘରେ ସୁଖ ଓ ସମୃଦ୍ଧିର ଉନ୍ନତି ଘଟିଥା