ଦେଶ- ବିଦେଶ
ଆଜି ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ଏହି ରାଶି ମାନଙ୍କ ଜୀବନରେ ଦେଖାଦେବ ବଡ ପରିବର୍ତ୍ତନ ପାଇବେ ପ୍ରଚୁର ଧନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲାଗିବାକୁ ଯାଉଛି ୨୦୨୨ ମସିହା ର ପ୍ରଥମ ସୂର୍ଯ୍ୟ ପରାଗ। ଯାହା ବୈଶାଖ ମାସ ଅମାବାସ୍ୟା ରେ ଲାଗିବ। ଏହା ଦ୍ବାରା ଗ୍ରହ ମାନେ ନିଜ ମାର୍ଗ ବଦଳାଇବେ। କିଛି ରାଶି ଙ୍କ ପାଇଁ ମଧ୍ୟ ଏହି ଗ୍ରହଣ ଟି ଅତ୍ୟନ୍ତ ଶୁଭଙ୍କର ବିବେଚିତ ହେବ। କିଛି ରାଶି ଙ୍କ ଆର୍ଥିକ ସ୍ଥିତି ବଦଳି ଯିବ। ରାହୁ ଏବଂ କେତୁ ବକ୍ରି ଅବସ୍ଥା ରେ ରହିବେ।
ଏହି ଗ୍ରହଣ ଲାଗିଥିବା ଦ୍ଵାରା ଆପଣ କୌଣସି ପୂଜା ପାଠ କରିବେ ନହିଁ, ଶୁଭ କାର୍ଯ୍ଯ କରିବେ ନାହିଁ ମନ୍ଦିର ମଧ୍ୟ ବନ୍ଦ ରହିବ। ବିଧି ଓ ବିଧାନ ଶେଷ ହେବା ପରେ ହିଁ ଆପଣ ଯାହା କରିବେ ।
ବହୁତ୍ ଅଧିକ ଭୟଙ୍କର ହେବ ଏହି ପରାଗ ତେଣୁ ଆପଣ ମାନଙ୍କୁ କିଛି ସାବଧାନତା ପାଳନ କରିବା ଜରୁରୀ। ୩୦ ଏପ୍ରିଲ ୨୦୨୨ ରାତି ୧୨ ଟା ବାଜି ୧୫ ମିନିଟ୍ ରେ ଆରମ୍ଭ ହେବ | ଏବଂ ସକାଳ ୪ ଟା ବାଜି ୭ ମିନିଟ୍ ପର୍ଯ୍ୟନ୍ତ ରହିବ ।
ଗ୍ରହଣ ଲାଗିଥିବା ସମୟ ରେ କିଛି ଖାଦ୍ୟ ଖାଇବେ ନାହିଁ। ସୂର୍ଯ୍ୟ ଙ୍କ ନାମ ଜପ କରିବେ ଗ୍ରହଣ ର ସବୁ ନିୟମ କୁ ପାଳନ କରିବାକୁ ଭୁଲିବେ ନାହିଁ। ଅନେକ ରାଶି ଗୁଡିକ ମଧ୍ୟ ଏହି ଗ୍ରହଣ ଦ୍ୱାରା ମାଲା ମାଲ୍ ହେବାକୁ ଯାଉଛନ୍ତି ତେବେ ଚାଲନ୍ତୁ ଜାଣିବା ସେହି ରାଶି ବିଷୟ ରେ।
ମିଥୁନ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ ବଦଳି ଯିବ ଓ ସୁଭାଫଳ ମିଳିବ। ମେଷ ରାଶି ବ୍ୟକ୍ତି ପାଇଁ ଆପଣ ଙ୍କ ସମସ୍ୟା ସବୁ ସମାଧାନ ହେବ ଓ ନିଜ ସନ୍ତାନ ମାନଙ୍କ ପାଇଁ ଖୁସି ଖବର ଆଣିବେ।
କନ୍ୟା ରାଶି ର ବ୍ୟକ୍ତି ଙ୍କ ପାଇଁ ଚାକିରୀ କ୍ଷେତ୍ରରେ ଆପଣଙ୍କ କିଛି ବି ସମସ୍ୟା ଦେଖା ଯିବ ନାହିଁ। କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଆପଣ ଯେଉଁ କାର୍ଯ୍ଯ କରିବେ ସେଥିରେ ସଫଳ ହେବେ। ମୀନ ରାଶି ର ବ୍ୟକ୍ତି ଙ୍କ ପାଇଁ ଏହି ଗ୍ରହଣ ଅତ୍ୟନ୍ତ ଶୁଭ ଦାୟକ ହେବ ଓ ମକର ରାଶି ପାଇଁ ଏହି ଗ୍ରହଣ ଟିକେ ଖରାପ ରହିବ ଆପଣ ଙ୍କ କର୍ମ କ୍ଷେତ୍ର ରେ ସମସ୍ୟା ଉପୁଜି ପରେ।




