ଜ୍ୟୋତିଷ

ଅଧିକ ଅସୁବିଧାରେ ପଡିଥିଲେ ଏହାକୁ ଦେଖନ୍ତୁ, 24 ଘଣ୍ଟା ଭିତରେ ଦେଖବେ ଚମତ୍କାର…

ଆପଣ ଜାଣିଥିବେ କି ରାମ ଭକ୍ତ ହନୁମାନ ହେଉଛନ୍ତି ଚିରଞ୍ଜିବୀ । ଆପଣ ଜାଣି ଥିବେ ସେ ପରମ ବୀର ହେବା ସହ ସବୁ ବେଳେ ନିଜ ଭକ୍ତ ମାନଙ୍କ ପାଇଁ ସବୁ ଜାଗାରେ ଥାନ୍ତି । ଯେଉଁ ମାନେ ଭଗବାନ ହନୁମାନ ଜି ଙ୍କୁ ପୂଜା କରନ୍ତି ସେମାନେ ନିଶ୍ଚିତ ଭାବେ ଶୁଭ ପରିଣାମ ପାଇଛନ୍ତି । ଯେଉଁ ମାନେ ଭଗବାନ ଙ୍କ ପାଖରେ ନିଜ ଅନ୍ତର ରୁ ଭଗବାନ ଙ୍କ ପାଖରେ ସବୁ ଦୁଃଖ ସୁଖ ଦେଇ ଦେଇଥାନ୍ତି ସେମାନେ ନିଶ୍ଚିତ ଭାବେ ସଂକୋଟ ମୋଚନ କରି ସେହି ବ୍ଯକ୍ତିର ଜୀବନ ରେ ଥିବା ସମସ୍ଯା କୁ ଦୂର କରି ଦେଇ ପାରେ ।

ଆଜି ଆମେ ଏକ ସତ୍ୟ ଘଟଣା ଆପଣଙ୍କ ସହ ସେୟାର କରିବା ପାଇଁ ଚାହୁଁଛୁ । ଏକ ସମୟର ଘଟଣା ଏକ ସାଧୁ ଅଯୋଧ୍ୟାରୂ ଆସିଥିଲେ । ସେ ରାମ ଭଗବାନ ଓ ତାଙ୍କ କାହାଣୀ ବିଷୟରେ ପ୍ରଭଚନ ଦିଅନ୍ତି । ସେ ସବୁ ବେଳେ ଏକ ଘଣ୍ଟାର କାହାଣୀ କୁହନ୍ତି । ସେହି ସଭାକୁ ଏକ ଓକିଲ ଆସୁଥିଲେ ।

ସେ ଏହା ବିଶ୍ଵାଶ କରିବା ପାଇଁ ପ୍ରସ୍ତୁତ ନଥିଲେ କି ଭଗବାନ ଙ୍କ ଉପସ୍ଥିତି ଅଛି ବୋଲି । ଯେତେବେଳେ ଭି ସାଧୁ ନିଜ କଥା ଆରମ୍ଭ କରୁଥିଲେ ସେ ସବୁ ବେଳେ ଏକ ଆସନ କୁ ଦେଖିକି ସେଠାରେ କହୁଥିଲେ କି ଭଗବାନ ହନୁମାନ ଜି ଆସନ୍ତୁ ବସନ୍ତୁ । ଏହା ପରେ ସେ ନିଜ କଥାକୁ ଆରମ୍ଭ କରୁଥିଲେ । ସବୁ ଲୋକ କଥା ଶୁଣିବା ପରେ ନିଜ ନିଜ ସ୍ଥାନକୁ ଚାଲି ଯାଉଥିଲେ । କିନ୍ତୁ ଦିନେ ସେହି ଓକିଲ କଥା ଚାଲିଥିବା ବେଳେ ପଚାରିଲେ କି କଣ ପାଇଁ ଆପଣ ସବୁ ବେଳେ ଭଗବାନ ହନୁମାନ ଜି ଙ୍କୁ ଆସନ ଦେଉଛନ୍ତି । ଏହା ପାଇଁ ସାଧୁ କହିଲେ କି ଯେଉଁ ଜାଗାରେ ରାମ ନାମ ସେହି ଜାଗାରେ ହନୁମାନ ଜି ।

ଓକିଲ କହିଲେ ଆପଣ ଏହାକୁ ପ୍ରମାଣ କରି ପାରିବେ କି ସାଧୁ ମହାରାଜ କହିଲେ ଏହା ଆସ୍ଥାର କଥା ଏହାକୁ ପ୍ରମାଣ କରିବା ଆବଶ୍ୟକ ନାଇ । ତଥାପି ଓକିଲ ରାଜି ହୋଇ ନଥିଲେ ସାଧୁ ଅନେକ କହିଲା ପରେ ସେ ଜିଦି କରିବା ଯୋଗୁ ସାଧୁ କହିଲେ ଆପଣ କାଲୀ ଆସନ୍ତୁ ତା ପରେ ଆପଣ ପ୍ରମାଣ ପାଇବେ କିନ୍ତୁ ମୁ ଏହାକୁ ପ୍ରମାଣ କରିବା ପରେ ମତେ କଣ ମିଳିବ । ଓକିଲ କହିଲେ ମୁ ଓକିଲାତି ଛାଡିକି ଆପଣଙ୍କ ସରଣରେ ଆସିଜୀବୀ ଓ ସାଧୁ କହିଲେ ଠିକ ଅଛି ଯଦି ମୁ ଏହହା ପ୍ରମାଣ ନ କରି ପାରିଲି ମୁ ଏହି ଜାଗା ଛାଡି ଚାଲିଜୀବୀ ।

ଏହା ପରେ ସାଧୁ ରାତିରେ ଅନେକ ବାର ଚିନ୍ତା କରିଥିଲେ ଓ ଭଗବାନ ହନୁମାନ ଜି ଙ୍କୁ ପ୍ରଣାମ କରି କହିଲେ ହେ ପ୍ରଭୁ ଆଜି ମୋ ସମ୍ମାନ ର କଥା ଓ ବିଶ୍ଵାଶ ର ମଧ୍ୟ । ଏହି ଖବର ନିଆଁ ଭଳି ବ୍ୟାପୀ ଯାଇଥିଲା ସବୁ ଦିନ ଅପେକ୍ଷା ସେହି ଦିନ ଅଧିକ ଭିଡ ହୋଇଥିଲା । ସାଧୁ ଯେତେବେଳେ କଥା ଆରମ୍ଭ କାଲେ ସେହି ଭଳି କହିଲେ ଓ ଓକିଲ ଙ୍କୁ କହିଲେ କି ଆପଣ ଆଜି ଏହି ଆସନକୁ ଉଠାନ୍ତୁ । ଏହା ଏତେ ଭାରି ଥିଲା କି ଓକିଲ ଉଠାଇ ପାରି ନଥିଲେ ଓ ସେ ତୁରନ୍ତ ସାଧୁ ଙ୍କ ପାଦ ତଳେ ପଡିଗଲେ ଓ ସତ ଶତିକା ସେ ଓକିଲାତି ଛାଡିକି ତାଙ୍କ ସହ ତାଙ୍କ ଶିଷ୍ୟ ହୋଇଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button