ବିପଦ ସମୟରେ ମୋର ଏହି ୨ ଟି କଥାକୁ ଭୁଲି ଯାଆନ୍ତି ସବୁ ମଣିଷ – Shree Krushna

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଏମିତି ଏକ କଥା ଶୁଣିବେ ଯାହକୁ ଜାଣିଲେ ଆପଣ ଙ୍କୁ ବହୁତ ଭଲ ଲାଗିବ। ପିଲା ଦିନ ରୁ ନିଶ୍ଚୟ ଅନେକ ପ୍ରଶ୍ନ ର ଉତ୍ତର ସମାଧାନ କରିଛନ୍ତି । ହଁ କି ନାହିଁ। ତେବେ ଆଜି ଆଉ ଏକ ପ୍ରଶ୍ନ ର ଉତ୍ତର ସମାଧାନ କରି ଦିଅନ୍ତୁ।
କୁହନ୍ତୁ ଆପଣଙ୍କ ଜୀବନ ରେ ତାହା କେଉଁ ବସ୍ତୁ ଅଟେ ଯାହା ଆପଣ ଙ୍କ ର ବଡ଼ ବନ୍ଧୁ ମଧ୍ଯ ଅଟେ ଏବଂ ଏହା ଆପଣ ଙ୍କ ର ବଡ଼ ଶତ୍ରୁ ମଧ୍ୟ ଅଟେ। ଠିକ୍ ଭାବିଛନ୍ତି ସେ ବସ୍ତୁ ଟି ହେଲା ସମୟ । କାହିଁକି ସମୟ ତୁମର ସର୍ବତମ ବନ୍ଧୁ ଅଟେ ଆଉ ସମୟ ହିଁ ତୁମର ସବୁ ଠାରୁ ବଡ଼ ଶତ୍ରୁ ଅଟେ।
ଉତ୍ତର ହେଲା ସମୟ ର ସମ୍ମାନ । ଯେଉଁ ବ୍ୟକ୍ତି ସମୟ ର ସମ୍ମାନ କରି ଥାଆନ୍ତି ସେ ତାର ଜୀବନ ର ସବୁ ଲକ୍ଷ୍ୟ କୁ ପ୍ରାପ୍ତ କରି ଥାଏ। ସଂସାର ତାଙ୍କର କଳା କୁ ଚିହ୍ନି ପାରି ଥାଏ ତାଙ୍କୁ ମହତ୍ତ୍ଵ ଦେଇ ଥାଏ ସେହି ବ୍ୟକ୍ତି ଜୀବନ ରେ କେବେ ହାରେ ନାହିଁ। ଓ ସମଚକ୍ରରେ ସେ ଚାଲି ଥାଏ।
ଆଉ ଯେଉଁ ବ୍ୟକ୍ତି ସମୟ କୁ ଚିହ୍ନି ପାରି ନ ଥାଆନ୍ତି ଜଣା ଅଜଣା ରେ ତାର ଅପମାନ କରିଥାଏ। ଜଗତ ତାଙ୍କୁ ଭୁଲି ଯାଇ ଥାଏ। ଏଥି ପାଇଁ ସମୟ ର ସମ୍ମାନ କରନ୍ତୁ ଓ ଏହାକୁ ନଷ୍ଟ କରନ୍ତୁ ନାହିଁ। ତେବେ ବନ୍ଧୁଗଣ ଆପଣ ଙ୍କୁ ଏହି ବିଷୟ ପଢି କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାନ୍ତୁ।




