ଜ୍ୟୋତିଷ

ସ୍ୱାମୀଙ୍କ ଦୁର୍ଭାଗ୍ୟର କାରଣ ହୋଇପାରେ ସ୍ତ୍ରୀଙ୍କ ମଥାର ସିନ୍ଦୁର- Astro Tips

ହିନ୍ଦୁ ଧର୍ମ ରେ ଦେଖିବା ପାଇଁ ଯିବା ତ ସିନ୍ଦୁର ର ମହତ୍ଵ ଖୁବ ଅଧିକା ଅଛି । ଆପଣ ମାନେ ଜାଣି ଥିବେ କି ସିନ୍ଦୁର ପିନ୍ଧି ଥିବା ନାରୀ କୁ ଦେଖିଲେ ଆମେ ଜଣାଇ ଯାଇ ଥାଉ କି ଯେ ନାରୀ ଜଣଙ୍କ ବିବାହିତ ଅଟେ । କୁହାଯାଏ କି ଏହାକୁ ମଠାରେ ନ ଲଗାଇବା ଦ୍ଵାରା ଅଶୁଭ ହୋଇ ଥାଏ ଓ ଏହାକୁ ଲଗାଇବା ଦ୍ଵାରା ସ୍ବାମୀଙ୍କ ଆୟୁଷ ମଧ୍ୟ ବଢି ଥାଏ ଓ ସେମାନଙ୍କ ଜୀବନରେ କିଛି ସମସ୍ୟା ଆସି ନଥାଏ । ଏହା ମଧ୍ୟ କୁହାଯାଏ କି ଏହା ବିନା ନାରୀ ମାନେ ସୁନ୍ଦର ଦେଖା ଯାଇ ନଥାନ୍ତି ।

ଆଉ ଏକ କଥା ମଧ୍ୟ କୁହା ଯାଇ ଥାଏ କି ଆମେ ଯଦି ଦେଖିବା ତ ସିନ୍ଦୁର ଲଗାଇ ଥିବା ନାରୀ ଙ୍କୁ ଦେଖିଲେ ଜଣା ପଡି ଥାଏ କି ତାଙ୍କ ସ୍ଵାମୀ ଜୀବିତ ଅଛନ୍ତି । ତେବେ ଏହି ସିନ୍ଦୁର ତାଙ୍କୁ ତାଙ୍କ ସ୍ଵାମୀ ହିଁ ପିନ୍ଧାଇ ଦେଇ ଥାଏ ବିବାହ ସମୟରେ ଏହା ପରେ ଏହାକୁ ସେମାନେ ପ୍ରତେକ ଦିନ ଲଗାଇ ଥାନ୍ତି ନିଜ ମଥାରେ । ଆଜି ଆମେ କହିବା କି ଆମେ ଏହାକୁ କେଉଁ ଭଳି ଲଗାଇବା ଦ୍ଵାରା ସ୍ବାମୀର ଭଲ ହେବା ବଦଳରେ ଖରାପ ହୋଇ ଯାଇ ଥାଏ । ଏହା ମଧ୍ୟ କୁହାଯାଏ କି ଆମେ ଯାହାଭି କରୁଛେ ମାନେ ସିନ୍ଦୁର କୁ କିଭଳି ଭାବେ ଲଗାଇବା କିମ୍ବା ଏହାର ବ୍ୟବହାର ଏହା ପ୍ରତି ଆମକୁ ଧ୍ୟାନ ଦେବା ଦରକାର ଅଟେ ।

ଯେଉଁ ମାନେ ମାଝି ସିନ୍ତାଣୀ କରି ଏହାକୁ ଲଗାଇ ଥାନ୍ତିଇ ଏହା ଭଲ ହୋଇ ଥାଏ କିନ୍ତୁ ଯଦି ଏମାନେ ଏହାକୁ କଦରେ ଲଗାଇ ଥାନ୍ତି ତେବେ ଏସେମାନଙ୍କ ସ୍ଵାମୀ ର ଆୟୁଷ ମଧ୍ୟ ସେହି ଭଳି କମି ଯାଇ ଥାଏ । କୁହାଯାଏ କିଆ ଆଜି କାଲିର ନାରୀ ମାନେ ଆଧୁନିକ ତା ଆଖି ଆଗରେ ରଖି ନିଜ ସିନ୍ଦୁର କୁ ଚୁଟି ମଧ୍ୟରେ ଲୁଚାଇ ଦେଇ ଥାନ୍ତି ଯାହା ଦ୍ଵାରା ଏମାନଙ୍କ ସ୍ବାମୀଙ୍କ ମହତ୍ଵ ମଧ୍ୟ ଲୁଚି ଯାଇ ଥାଏ । ଏହା ପରେ ଆପଣ ଯଦି ଏହାକୁ ଲଗାଇବା ପାଇଁ ମନ ଇଚ୍ଛା କିଛି ଭି ବ୍ୟବହାର କରି ଥାନ୍ତି ଏହା ମଧ୍ୟ ଖରାପ ହୋଇ ଥାଏ ।

ଆଜି ଆମେ କହିବା କି ସିନ୍ଦୁର କୁ ଅଳ୍ପ କିଛି ମାତ୍ରାରେ ଲଗାଇବା ଦ୍ଵାରା ସ୍ଵାମୀ କୁ ଭି ସମ୍ମାନ ଅଳ୍ପ କିଛି ମିଳି ଥାଏ । ଆଜି କାଲୀ କିଛି ନାରୀ ଏମାନେ ଓଦା ସିନ୍ଦୁର ଲଗାଉ ଛନ୍ତି ଏହା କରିବା ଦ୍ଵାରା ଏମାନଙ୍କ ସ୍ଵାମୀ ଙ୍କ ଜୀବନ ସବୁ ବେଳେ ସମସ୍ଯା ଦେଇ ଗତି କରି ଥାଏ । ତେଣୁ ଆପଣ ସବୁ ବେଳେ ନାଲି ସିନ୍ଦୁର ବ୍ୟବହାର କରିବେ ସେ ଭି ଶୁଖିଲା ସିନ୍ଦୁର କୁ ବ୍ୟବହାର କରିବେ । ଏହି କିଛି ଘଟଣା ପାଇଁ ସ୍ତ୍ରୀ ମାନେ ସ୍ଵାମୀ ଙ୍କୁ ଅସୁବିଧା ରେ ପକାଇ ପାରି ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button