ରହସ୍ୟମୟ ମନ୍ଦିର ଏହି ମନ୍ଦିର ରେ ନିଜେ ହନୁମାନ ଆସି ଖାଆନ୍ତି ଲଡୁ ରହିଛି କିମ୍ବଦନ୍ତୀ ଏବଂ ପ୍ରମାଣ ଜାଣନ୍ତୁ କେଉଁଠାରେ ଅଛି ଏହି ଜାଗା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏଭଳି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କଳି ଯୁଗ ରେ ସତରେ ଏଭଳି ଦୃଶ୍ୟ ଦେଖିବା ସତରେ ଏକ ବିସ୍ମୟ ଜନକ ଅଟେ। ସେଠାରେ ଜୀବନ୍ତ ଅବସ୍ଥା ରେ ଅଛନ୍ତି ହନୁମାନ।
ଜାଗା ଟିର ନାମ ହେଉଛି ଉତ୍ତର ପ୍ରଦେଶ ର ପିଲୱା ଅଞ୍ଚଳ ରେ ସେଠାରେ ଥିବା ହନୁମାନ ଲଡୁ ଖାଉଛନ୍ତି, ରାମ ନାମ ଜପୁଛନ୍ତି ଓ ନିଃଶ୍ୱାସ ପ୍ରଶ୍ଵସ ମଧ୍ୟ ନେଉଛନ୍ତି। ଏହି ମନ୍ଦିରରେ ହନୁମାନ ଶୟନ ଅବସ୍ଥା ରେ ଅଛନ୍ତି।
ଏବଂ ତାଙ୍କୁ ଭକ୍ତ ମାନେ ଶ୍ରଦ୍ଧା ସହକାରେ ଯାହାବି ଖାଇବାକୁ ଦେଉଛନ୍ତି ତାହା ଖାଉଛନ୍ତି ବଜରଙ୍ଗ ବାଲି ହନୁମାନ।
ସେ ରମନାମ ଭଜନ ମଧ୍ୟ କରୁଛନ୍ତି। ଏହର ପ୍ରମାଣ ପାଇଁ ତାଙ୍କ ମୁଖ ନିକଟରେ ଏକ ଛୋଟ ମାଇକ୍ରୋ ଫୋନ୍ ରଖା ଯାଇଛି ଯେଉଁ ଥିରୁ ଜଣା ପଡୁଛି କି ବାଜରଙ୍ଗବାଲି ହନୁମାନ ରାମନାମ ମଧ୍ୟ ଜପ କରୁଛନ୍ତି ବୋଲି। ଏହି ଜୀବନ୍ତ ହନୁମାନ ଙ୍କୁ ଦେଖିବା ପାଇଁ ସେଠାକୁ ଲକ୍ଷାଧୀକ ଭକ୍ତ ଙ୍କ ଗମନ ହୋଇଥାଏ।
ଏହି ହନୁମାନ ଙ୍କ ନାମ ହେଉଛି ପିଲୁଆ ବାଲା ମହାବୀର। ଭକ୍ତ ସମୂହ ପ୍ରାୟ ସମୟରେ ନାନା ପ୍ରକାରର ଭୋଗ ଆଣି ଏହି ମହାବୀର ଙ୍କୁ ଦେଇଥାନ୍ତି ହେଲେ କେହି ମଧ୍ୟ ଆଜି ପର୍ଯ୍ୟନ୍ତ ମହାବୀର ଙ୍କ ଭୋକ କୁ ଶାନ୍ତ କରି ପାରି ନାହାଁନ୍ତି।
ଭକ୍ତ ମାନେ ଚଢ଼ାଇଥିବା ସମସ୍ତ ପ୍ରସାଦ କୁ ସେ ଗ୍ରହଣ କରି ନେଇଥାନ୍ତି। କୁହାଯାଏ ପ୍ରତାପଦେବ ର ରାଜା ହୁକୁମ ଦେବ ଙ୍କୁ ତୁଳସୀ ଦାସ ଏହି ମୂର୍ତି ବିଷୟରେ କହିଥିଲେ। ତାପରେ ଏହି ହନୁମାନ ଙ୍କ ମହିମା ବିଷୟରେ ଜଣା ପଡିଥିଲା।
ରାଜା ଏହି ହନୁମାନ ଙ୍କୁ ତାଙ୍କ ସହ ନେଇଯିବା ପାଇଁ ଚାହୁଁଥିବା ବେଳେ ହନୁମାନ କିନ୍ତୁ ସେଠାରୁ ଯାଇନଥିଲେ। ସେଥି ନିମିତ୍ତ ତାଙ୍କୁ ସ୍ବପ୍ନାଦେଶ ମଧ୍ୟ କରିଥିଲେ।