ମାଳିକା ଆଗରୁ ଜାଣିଥିଲା ୧ ଟଙ୍କାରେ ମିଳିବ ଚାଉଳ ଦେଖନ୍ତୁ ଭିଡିଓ କଣ କହୁଛି ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ Malika

ଟଙ୍କକିଆ ଚାଉଳ ମିଳିବ ବୋଲି ମାଳିକା ବଚନରେ ଆଗରୁ ସୂଚନା ଦିଆଯାଇଥିବା କଥା ଜଣାପଡିଛି। ଦିବାକର ଦାସ ଏହି ବିଷୟରେ ସୂଚନା ଦେଇଛନ୍ତି।ମହାପୁରୁଷ ଅଚ୍ୟୁତାନନ୍ଦ ଜାଇଫୁଲ ମାଳିକାରେ କହିଛନ୍ତି।ତାହା ବର୍ତ୍ତମାନ ସତ୍ୟ ହୋଇଛି।ଏମିତି ଏକ ସମୟ ଆସିବ ଯାହା ବର୍ତ୍ତମାନ ଆମେ ପହଞ୍ଚିଛେ।ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ ଏଭଳି ଦର ଦାମ୍ ର ବୃଦ୍ଧି ହେବ ଟଙ୍କିକିଆ ଚାଉଳ ଦିଆଯିବ
ଆଉ ଆଜି ତାହା ହେଉଛି।ଛ ସହ ବର୍ଷର ତଳର ମାଳିକା ରେ ଯାହା ଲେଖା ହୋଇଥିଲା ତାହା ସତ୍ୟ ହେଉଛି ବୋଲି ଜାଣି ପାରୁଥିବେ।ଲୋକମାନେ ଭୋକ ଉପାସରେ ମରିବେ।
ନିକଟରେ ମହାମାରୀ ଅନେକ ଲୋକଙ୍କର ଦାନା ପାଣି ଛଡାଇ ଦେଲା।ପୁଣି କୋଡ଼ିଏ ବର୍ଷ ତଳକୁ ଚାଲିଗଲା।ଯେଉଁ ଭଳି ଭାବରେ ମହାବିପତ୍ତି ଆଗକୁ ବଢ଼ି ଚାଲିଛି ଅଚ୍ୟୁତାନନ୍ଦ କହୁଛନ୍ତି ୬୪ ପ୍ରକାରର ରୋଗ ଆସିବ।
ମାଳିକା କହିଲେ ସେଥିପାଇଁ ଆପଣମାନେ ସାବଧାନ ହୋଇ ରୁହନ୍ତୁ।କାରଣ ଭଗବାନଙ୍କ ବିନା ଆଉ କିଛି ଗତି ନାହିଁ।ତାଙ୍କରି ଭଜନ ଗାନ କରନ୍ତୁ।କୀର୍ତ୍ତନ କରନ୍ତୁ ନାମ ଜପ କରନ୍ତୁ।ସଂସାର ର ରୋଗକୁ ଖଣ୍ଡନ କରିବା ପାଇଁ ହେଲେ ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ ନାମକୁ ସବୁବେଳେ ନିଅନ୍ତୁ।
କାହିଁକି ନା ନାମ ଘୋଷିଲେ ସର୍ବ ସିଦ୍ଧି ଖଣ୍ଡନ ହେବ।
ଲୋକମାନେ ମରିବେ ଭୋକ ଉପାସରେ।ଆଉ ସେହି ସମୟରେ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ଦିନକୁ ଦିନ ସେହି ଦିନ ଠାରୁ ପାଣିର ସଙ୍କଟ ଦେଖା ଯିବ।ପାଣି ବିନା ସମସ୍ତେ ଅସୁବିଧାରେ ସମ୍ମୁଖୀନ ହେବେ।
ବିଦେଶରୁ ଲୋକମାନେ ଆସି ଓଡ଼ିଶାରେ ପ୍ରବେଶ କରି ମହାଜନ ମାନଙ୍କୁ କହିବେ।କୋଟି କୋଟି ଟଙ୍କା ଥିବ କିନ୍ତୁ ତାଙ୍କ ଘର ଓଡ଼ିଶାରେ ହୋଇ ନଥିବ।