ଜ୍ୟୋତିଷ

ମରିଗଲେ ବି ଦାନରେ ଦିଅନ୍ତୁ ନାହିଁ ଏହି ୨ଟି ଜିନିଷ ମାଡ଼ି ଆସିବ ବିପଦ ପିଛା ଛାଡିବନି ଦୁର୍ଭାଗ୍ୟ ଜାଣନ୍ତୁ ଏହି ୨ ଟି ଜିନିଷ କଣ ଯାହାକୁ ଦେବା ଦ୍ଵାରା ଆପଣଙ୍କର ହୋଇପାରେ ସର୍ବନାଶ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଭଗବାନ ଶିବଙ୍କୁ ଆରାଧନା କରୁଥିବେ। ଯଦି ଆପଣ ତାଙ୍କୁ ଆପଣଙ୍କ ପ୍ରକୃତ ମନ ଦେଇ ଆରାଧନା କରୁଥିବେ ତେବେ ଆପଣଙ୍କୁ ମଧ୍ଯ ମହାଦେବ ଙ୍କ ସମସ୍ତ ମହିମା ଉପରେ ବିଶ୍ଵାସ ଥିବ। ତେବେ ଆମେ ଆଜି ମହାଦେବ ଙ୍କ ମହା ପୁରାଣ ରୁ ଏଭଳି କିଛି ତଥ୍ୟ ଜାଣିବା ଯାହାକୁ ଦାନ କରିବା ଦ୍ବାରା ଆମର ଦୁସମୟ ଦୁର ହୋଇଯିବ।

ଦାନ କରିବା ଭଲ କିନ୍ତୁ ତାହା ମାନେ ଏହା ନୁହେଁ କି ଆପଣ ଆପଣଙ୍କ ସମର୍ଥ ଓ ଶକ୍ତି ଠାରୁ ଅଧିକ ଦାନ କରିବେ। ଆପଣ ଆପଣଙ୍କର ସମର୍ଥ ଅନୁସାରେ ଯେକୌଣସି ବି ଦାନ କରିଥାଆନ୍ତି ତାହା ଆପଣଙ୍କୁ ଦୁଇଗୁଣ ଅଧିକା ମଧ୍ୟ ଆସିଥାଏ। ଯଦି ଆପଣ ଲୁଣ କୁ ପ୍ରତ୍ୟେକ ସୋମ ବାର ଦିନ ଦାନ କରିବେ ତେବେ ଆପଣଙ୍କର ସମସ୍ତ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ସମସ୍ୟା ର ସମାଧାନ ହୋଇଯିବ। ହେଲେ ଆପଣ ଏହାକୁ କାହାର ହାତ କୁ ଦେବେ ନାହିଁ। ଏହି ଲୁଣ କୁ ତଳେ ରଖିଦେବେ।
ଗୁଡ଼ ଦାନ କରିବା ଦ୍ବାରା ଆପଣଙ୍କ ସମ୍ପର୍କ ଅନ୍ୟ ମାନଙ୍କ ସହ ଭଲ ହୋଇଥାଏ। ଦେବାଧିଦେବ ମହାଦେବ ଙ୍କୁ ଗୁଡ଼ ଅର୍ପଣ କରିବା ଦ୍ୱାରା ଯାହା ସହ ଆପଣଙ୍କ ସମ୍ପର୍କ ଖରାପ ହୋଇଛି ତାହା ଭଲ ହେବାକୁ ଲାଗିବ। ଗୁଡ଼ ଓ ରୁଟି ମଧ୍ୟ ଗାଈକୁ ଖାଇବାକୁ ଦେବା ଦ୍ବାରା ମଧ୍ଯ ଅନେକ ପୁଣ୍ୟ ଫଳ ମିଳିଥାଏ। ଲକ୍ଷ୍ମୀ ପ୍ରାପ୍ତି ହୋଇଥାନ୍ତି। ସୋମବାର ଦିନ ଆପଣ ଭଗବାନ ଶିବଙ୍କୁ ଖସା ଦାନ କରିବା ଦ୍ବାରା ଆପଣଙ୍କ ଆତ୍ମବିଶ୍ବାସ ମଧ୍ୟ ସୁଦୃଢ ହୋଇଥାଏ।
ଘିଅ ଦାନ କରିବା ଦ୍ବାରା ମଧ୍ୟ ବିଭିନ୍ନ ପ୍ରକାରର ରୋଗ ଦୂରୀଭୂତ ହୋଇଥାଏ। ଆପଣ ପରିବା ଦାନ କରିବା ଦ୍ବାରା ମଧ୍ୟ ମାଆ ଅନ୍ନପୂର୍ଣ୍ଣା ଆପଣଙ୍କ ଭଣ୍ଡାର କେବେ ମଧ୍ୟ ଖାଲି ରଖିବେ ନାହିଁ। ବସ୍ତ୍ର ଦାନ କରିବା ଦ୍ବାରା ବ୍ୟକ୍ତି ଦୀର୍ଘାୟୁ ହୋଇ ଥାଆନ୍ତି। ତେଣୁ ଏହି ପରି ସବୁ ଦାନ ଅଛି ଯାହାକୁ କରିବା ଦ୍ବାରା ଆପଣଙ୍କ ଦୁଃ ସମୟ ଚାଲି ଯାଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button