ଜ୍ୟୋତିଷ
କଳିଯୁଗର ଏହି ୫ ଟି ରହସ୍ୟ ଉପରୁ ପରଦା ହଟାଇଲେ ଭଗବାନ Shree Krishna ଦେଖନ୍ତୁ ଏହି ୫ ଟି ରହସ୍ୟ କଣ ଯାହା ଆଜି ସତ ହେଉଛି

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆମେ ଜାଣିଛୁ ଯେ ଏହା ଏବେ କଳି ଯୁଗ ଚାଲିଛି। ଯାହାକୁ କି ହିନ୍ଦୁ ଧର୍ମ ଅନୁସାରେ ସବୁଠୁ ଅଭିଶପ୍ତ ଯୁଗ ବୋଲି କୁହାଯାଏ। ଆଜି ଆମେ ଆପଣ ଙ୍କୁ କଳି ଯୁଗ ର ରହସ୍ୟ କହିବୁ ଯେଉଁ ଥିରୁ ଆଜି ର ମଣିଷ ବହୁତ କିଛି ଶିକ୍ଷା ଲାଭ କରିବେ।
ଦ୍ଵାପର ଯୁଗରେ ପାଣ୍ଡବ ମାନେ ଶ୍ରୀକୃଷ୍ଣ ଙ୍କୁ ପଚାରି ଥିଲେ ଯେ କଳି ଯୁଗ କିପରି ହେବ। ତାର ଉତ୍ତର ରେ ଶ୍ରୀ କୃଷ୍ଣ କହି ଥିଲେ ତମେ ରାସ୍ତା ରେ ଚାଲ ଯାହା ଦେଖିବ ମୋତେ କହିବ ମୁଁ ତୁମକୁ କହିବି ଯେ କଳି ଯୁଗ କିପରି ହେବ। ପ୍ରଥମେ ଯୁଧିଷ୍ଟିର ଦୁଇ ଟି ଶୁଣ୍ଢ ଥିବା ହାତୀ ଦେଖୀ ଥିଲେ।
ଶ୍ରୀ କୃଷ୍ଣ କହିଲେ ଏହିପରି କଳି ଯୁଗରେ ଦୁଇ ଟି ମୁହଁ ଥିବା ମନୁଷ୍ୟ ଥିବେ ଯେଉଁ ମାନେ କି ଦୁଇ ପଟ ରେ କଥା କହିବେ ଓ ଦୁଇ ପଟ ରୁ ଶୋଷଣ କରିବେ। କହିବେ କିଛି କରିବେ ଆଉ କିଛି ମନରେ କିଛି ଅଲଗା ଥିଆଉ କର୍ମ ରେ ଆଉ କିଛି ଥିବ ।
ଏହି ପରି ଲୋକ କଳି ଯୁଗରେ ରାଜ୍ କରିବେ।ତା ପରେ ଆଉ ଜଣେ ପାଣ୍ଡବ କହିଲେ ସେ ଏକ ପକ୍ଷୀ ଶରୀର ରେ ବେଦ ଲେଖା ହୋଇ ଥିବାର ଦେଖିଲେ କିନ୍ତୁ ସେ ପକ୍ଷୀ ଟି ମାଂସ ଭକ୍ଷଣ କରୁ ଥିଲା।
କୃଷ୍ଣ ଅର୍ଜୁନ ଙ୍କୁ କହିଲେ କଲି ଯୁଗ ରେ ଏହି ପରି ଲୋକ ରହିବେ ଯେ କି ବହୁ ମାନି ଜ୍ଞାନୀ କୁହାଇବେ ସେ ଜ୍ଞାନ ର ଚର୍ଚ୍ଚା କରିବେ କିନ୍ତୁ ତାଙ୍କ ସ୍ଵଭାବ ରାକ୍ଷସୀ ରହିବ।
ତା ପରେ ଆଉ ଜଣେ ପାଣ୍ଡବ ଦେଖିଲେ ଯେ ଜଣେ ବାଛୁରୀ ଟି କୁ ଗାଈ ଟି ଏତେ ଚାଟୁଚି ଯେ ସେ ବାଛୁରୀ ଟି ରକ୍ତ ରେ ଲତ ପତ୍ ହୋଇ ଯାଉଛି।
ଠିକ୍ ସେହି ପରି କଳି ଯୁଗରେ ମନୁଷ୍ୟ ମାନେ ଶିଶୁ ପାଳ ହେଇ ଯିବେ କଳି ଯୁଗରେ ମା ର ଶିଶୁ ପ୍ରତି ମମତା ଏତେ ବଢ଼ି ଯିବ ଯେ ଶିଶୁ ତାର ବିକାଶ ନିଜେ କରିବା ପାଇଁ ଅବସର ହିଁ ପାଇବ ନାହିଁ। ମୋହ ମାୟ ରେ ହିଁ ଘର ବର୍ବାଦ ହେଇ ଯିବ।