ଜ୍ୟୋତିଷ

ବାଛି ନିଅନ୍ତୁ ଗୋଟିଏ “ଚିତ୍ର” ଜାଣନ୍ତୁ March ମାସରେ ଆପଣଙ୍କୁ କଣ ମିଳିବ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଆନ ନେଇ ଆସିଛୁ ଆଉ ଏକ ନୂଆତ୍ନ ଟାଇମ ଲେସ ରିଡିଂ । ଯେଉଁଥିରେ ଆପଣ ଜାଣି ପାରିବେ କି 2023 ର ମାର୍ଚ ମାସରେ ଆପଣ ମାନଙ୍କ ପାଇଁ କେଉଁ ଭଳି ରହିବ । ତାହାଛଡା ଆପଣ ମାନଙ୍କ ପାଇଁ ୟୁନିଭର୍ସ ତରଫ ରୁ କେଉଁ ସୂଚନା ରହିଛି । ବନ୍ଧୁଗଣ ଯଦି ଆପଣ ଏହାକୁ ଏହି ସମୟରେ ପଢୁଥାନ୍ତି, ତେବେ ଏହା କୌଣସି ସାଧାରଣ ତଥା ଆକଷ୍ମିକ ବିଷୟ ନୁହେଁ ।

ଯଦି ଆପଣ ମାନେ 1 ନମ୍ବର ଫୋଟୋ କୁ ଚୟନ କରିଛନ୍ତି, ତେବେ ମନେରଖନ୍ତୁ ଆପଣ ଙ୍କ ଉପରେ ସାଇବାବା ଙ୍କର ବିଶେଷ କୃପା ରହିଅଛି । ସାଇବାବା ଆପଣ ଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି । ଆପଣଙ୍କ ପାଇଁ ଏହା ସନ୍ଦେଶ ଆସି କି ଆପଣ ଈଶ୍ଵର ଙ୍କ ଉପରେ ଭରସା ରଖନ୍ତୁ । ଆପଣଙ୍କ ସହ ସବୁ କିଛି ଖୁବ ଭଲ ହେବ ।

ନୁମ୍ବର 2 କୁ ଯେଉଁ ମାନେ ଚୟନ କରିଛନ୍ତି, ଆପଣ ମାନଙ୍କ ପାଇଁ ଖୁବ ଭଲ ସମୟ ଆସୁଅଛି । ବର୍ଷ ର ଶେଷ ମାସ ଆପଣ ଖୁବ ଭଲ ଭାବରେ ଅତିବାହିତ କରିବେ । ଚାହୁଁ ଥିବା କାର୍ଯ୍ୟ ଗୁଡିକୁ ଆପଣ ଆସୁଥିବା ସମୟରେ ଅତି ସୁନ୍ଦର ଭାବରେ କରି ପାରିବେ । ଆପଣ ଙ୍କ ପାଇଁ କିନ୍ତୁ ଏକ ବିଶେଷ କଥା ଆପଣ ନିଜର କ୍ରୋଧ କୁ ନିୟନ୍ତ୍ରିତ ରଖି ଅଧିକ ରୁ ଅଧିକ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ।

3 ନମ୍ବର କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ଜାଣି ରଖନ୍ତୁ କି ଆପଣ ଙ୍କୁ ଏହା ଅପାଇନ ଖୁବ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣ ଇଛା ତ ବାନ୍ଧି ଦେଇଛନ୍ତି କିନ୍ତୁ ଆପଣଙ୍କୁ ନିଜର ଏହି ଇଛା କୁ ପୂରଣ କରିବା ପାଇଁ କିଛି କର୍ମ ମଧ୍ୟ କରିବାକୁ ପଡିବ । ଯେ ପର୍ଯ୍ୟନ୍ତ ଆପଣ କର୍ମ କରି ନାହାନ୍ତି, ସେ ପର୍ଯ୍ୟନ୍ତ କିଛି କହି ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button