୩୫୦ ବର୍ଷ ପରେ ଯେତେବେଳେ ଖୋଲାଗଲା ଏହି ମନ୍ଦିର କବାଟ ସେତେବେଳେ ଘଟିଲା ଏମିତି ଘଟଣା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଶିବଙ୍କ ଅଲୌକିକ ମହିମା ସମ୍ପର୍କରେ କହିବାକୁ ଯାଉଛୁ। ଯାହାକୁ ଶୁଣିବା ପରେ ଆପଣ ମାନଙ୍କ ବିଶ୍ବାସ ମଧ୍ୟ ହେବ ନାହିଁ କି ସତରେ କଣ ଏଭଳି ହୋଇପାରେ। ଏହା ହେଉଛି କୋଟା ଜିଲ୍ଲା ଅନ୍ତର୍ଗତ କେଶ୍ୱପୁରା ଗ୍ରାମ ବିଷୟରେ । ଏହି ଘଟଣାଟି ହେଉଛି 1990 ମସିହାର। ଏଠାରେ ଏକ ବହୁତ ପ୍ରାଚୀନ ମନ୍ଦିର ଥିଲା ଯାହାର ନାମ ହେଉଛି ଏକ ଲିଙ୍ଗେଶ୍ୱର ମହାଦେବ।
କିନ୍ତୁ ସେହି ମନ୍ଦିର ଟି ୩୫୦ ବର୍ଷ ହେବ ବନ୍ଦ ଥିଲା। ରାକେଶ ନାମକ ଏକ ଗରିବ ଯୁବକ ଏହାର କାରଣ ତା ମାଆ ଓ ବାପା ଙ୍କୁ ପଚାରିଥିଲେ। ହେଲେ ତାଙ୍କ ବାପା ଓ ମାଆ ଏହା ଜାଣିଥିବା ସତ୍ତ୍ଵେ ଏହି କଥା ତାଙ୍କୁ ଲୁଚାଇଥିଲେ। ହେଲେ ରାକେଶ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଏହରା ଉତ୍ତର ପାଇବା ପାଇଁ ସେ ଏକ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କୁ ରାଣ ନିୟନ ପକେଇ ପଚାରିଲେ। ଏହା ପରେ ସେ ବୃଦ୍ଧା ବ୍ୟକ୍ତି ଜଣକ କହିଲେ ୩୫୦ ବର୍ଷ ପୂର୍ବେ ଉଚ୍ଚ ଓ ନୀଚ୍ଚ ଜାତିର ଭେଦଭାବ ହେଉଥିଲା।
ଉଚ୍ଚ ଜାତିର ଲୋକେ ଏକ ବୋର୍ଡ ମନ୍ଦିର ସାମ୍ନା ରେ ଲଗାଇଥିଲେ କି ନୀଚ୍ଚ ଜାତିର ଲୋକଙ୍କ ପାଇଁ ପ୍ରବେଶ ନିଷେଧ ଅଟେ। ଏପରି ହେଲେ ମନ୍ଦିର କୁ ଅଧିକା ବର୍ଷ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ। ଏହାପରେ ଏକ ଦଳିତ ପରିବାର ର ଛୋଟ ପିଲାଟି ଖେଳୁ ଖେଳୁ ମନ୍ଦିର ମଧ୍ୟ କୁ ପ୍ରଵେଶ କରିଗଲା ଏହାପରେ ଉଚ୍ଚ ଜାତିର ଲୋକ ମାନେ ତାକୁ ଧକା ମାରି ବାହାର କରିଦେଲେ ଓ ତାଙ୍କୁ ଗ୍ରାମରୁ ମଧ୍ୟ ବାହାର କରିଦେଲେ। ଏହାପରେ ମନ୍ଦିରଟି ସବୁ ଦିନ ପାଇଁ ବନ୍ଦ କରିଦିଆ ଗଲା।
ଏହାପରେ ରାକେଶ ଙ୍କୁ ସେହି ବୃଦ୍ଧା ଜଣକ କହିଲେ କି ଯାହା ହାତରେ କ୍ଷମତା ଥାଏ ସେହିଁ ବଳବାନ ହୁଏ। ଏହାପରେ ରାକେଶ ଚିନ୍ତା କଲା ଯେ ସେ ସେହି ଗ୍ରାମର କଲେକ୍ଟର ହେଲେ ହିଁ ସବୁ ଠିକ କରିପାରିବ। ଏହାପରେ ଦ୍ଵିତୀୟ ପ୍ରୟାସ ରେ UPSC ରେ ସଫଳ ହୋଇ ସେହି ଗ୍ରାମର କଲେକ୍ଟର ହେଲା । ଏହାପରେ ସେ ସେହି ଗ୍ରାମର କିଛି ପୋଲିସ୍ ଙ୍କୁ ଧରି ସେହି ଗ୍ରାମର ମନ୍ଦିର ନିକଟକୁ ଯାଇ କହିଲା ଯେ ସେଠାରେ କିଛି ଚୋର ଲୁଚି ଛନ୍ତି ସେ ତାଲା କୁ ଭାଙ୍ଗିବାକୁ ପଡ଼ିବ। ହେଲେ ଉଚ୍ଚ ଜାତିର ଲୋକ ଅସମର୍ଥ ହେଲେ ମଧ୍ୟ ସେଠାରୁ ତାଲା ଖୋଲା ଗଲା ଓ ସେଠାକୁ ମଧ୍ୟ ଅନ୍ୟ ଲୋକ ମାନେ ପ୍ରଵେଶ କଲେ ସେବେଠାରୁ ସେଠାରୁ ଜାତି ପ୍ରଥା ଉଠିଗଲା।