ଜ୍ୟୋତିଷ

ସବୁଦିନ ଠାକୁର ଘରେ ରଖନ୍ତୁ ଗୋଟିଏ ଜିନିଷ ଘରେ ଦିନ ରାତି ହେବ ଧନ ବର୍ଷା ଜାଣନ୍ତୁ କେଉଁ ଜିନିଷ ରଖିବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଘର ମଧ୍ୟରେ ଭଗବାନ ଙ୍କୁ ପୂଜା କରିଥାଆନ୍ତି । ଏହି ଆଶାରେ କି ଭଗବାନ୍ ଆମକୁ ସର୍ବଦା ଭଲରେ ରଖିବେ ଭଗବାନ ଙ୍କ କୃପା ଆମ ଉପରେ ସର୍ବଦା ବଜାୟ ରହିବ ସେଥିପାଇଁ ଘର ମନ୍ଦିରରେ ଆମେ ଭଗବାନ ଙ୍କୁ ପୁଜା କରିଥାଉ। ଆମେ ଏବେ ଆପଣଙ୍କୁ ଏଭଳି ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମାନେ ମଧ୍ୟ ଦାରିଦ୍ର୍ୟତା ରୁ ଲାଘବ ପାଇ ଅନେକ ଅର୍ଥର ଅଧିକାରୀ ହେବେ।

 ଯଦି ଆପଣଙ୍କ ଠାକୁର ଘରେ ଶ୍ରୀ କୃଷ୍ଣ ଙ୍କ ମୂର୍ତ୍ତି ଅଛି ତେବେ ସେଠାରେ ନିଶ୍ଚିତ ଭାବରେ ରାଧା ମାତା ଙ୍କ ସହ ଜଡ଼ିତ ଫୋଟୋ ହେବା ଉଚିତ କାରଣ ରାଧା ଓ କୃଷ୍ଣ ହେଉଛନ୍ତି ପ୍ରେମର ପ୍ରତୀକ ଏହା ଦ୍ବାରା ଆପଣଙ୍କ ଘରେ କେବେ ମଧ୍ୟ କ୍ଳେଶ ଦେଖା ଯିବ ନାହିଁ। ଘରରେ ମଧ୍ୟ ଧନ ର ବୃଦ୍ଧି ହୋଇଥାଏ।
ଆପଣଙ୍କୁ ମଧ୍ଯ ମାତା ଲକ୍ଷ୍ମୀ ଙ୍କ ସହ ସର୍ବଦା ଭଗବାନ ବିଷ୍ଣୁ ଙ୍କୁ ସର୍ବଦା ପୂଜା କରିବା ଉଚିତ। ଓ ମାତା ଲକ୍ଷ୍ମୀ ଙ୍କ ଏକୁଟିଆ ଫଟୋ ଥିଲେ ତାଙ୍କ ବାମ ପାର୍ଶ୍ଵ ରେ ଗଣେଶ ଓ ଦକ୍ଷିଣ ପାର୍ଶ୍ଵରେ କୁବେର ଙ୍କ ମୂର୍ତ୍ତି ରଖିବା ଦ୍ବାରା ଧନ ଧାନ୍ୟ ଲାଭ ହୋଇଥାଏ।
ଆପଣଙ୍କ ଘରେ ଯଦି ଭଗବାନ ହନୁମାନ ଙ୍କ ମୂର୍ତ୍ତି ନାହିଁ ତେବେ ଆପଣ ମାନେ ଭଗବାନ ରାମ ଙ୍କ ମୂର୍ତ୍ତି ରଖି ପାରିବେ ଏବଂ ତାଙ୍କୁ ଆପଣ ଆପଣଙ୍କ ସବୁ ଦୁଃଖ କଷ୍ଟ ସମ୍ଵନ୍ଧରେ କହି ପାରିବେ। ବ୍ରହ୍ମା,ବିଷ୍ଣୁ ଓ ମହାଦେବ ଙ୍କ ମୂର୍ତ୍ତି ମଧ୍ୟ ଏକାଠି ରଖିବା ଦ୍ବାରା ଆପଣଙ୍କୁ ଶୁଭ ଫଳ ମିଳିବା ଓ ଧନ ଧାନ୍ୟ ରେ ସବୁ କିଛି ପୁରି ଉଠିବ।
ଆପଣ କେବେ ହେଲେ ମଧ୍ୟ ଏହି ଫଟୋ ଗୁଡିକ ଆପଣଙ୍କ ଘରେ ରଖିବେ ନାହିଁ ଅନ୍ୟଥା ଆପଣଙ୍କୁ କଙ୍ଗାଳ ହୋଇ ଯିବେ। କେବେ ମଧ୍ୟ ଗଣେଶ ଙ୍କ ଏକାଧିକ ମୂର୍ତ୍ତି ରଖିବେନି , ଭଗବାନ ଶିବ ଲିଙ୍ଗ ମଧ୍ୟ ରଖିବେ ନାହିଁ , ବାଜରଙ୍ଗବଳି ଙ୍କ ମୂର୍ତ୍ତି ରଖିବେ ଓ ଫଟୋ ରଖିବେ ନାହିଁ ଓ ମାଆ ଦୁର୍ଗା ଙ୍କ କ୍ରୋଧିତ ବସ୍ଥା ଫଟୋ କେବେ ମଧ୍ୟ ରଖିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button