ଜ୍ୟୋତିଷ

ଆଜି 72 ବର୍ଷ ପରେ ଦେଖାଯିବ ଭାଦ୍ରବ ପୂର୍ଣ୍ଣିମାର ଚାନ୍ଦ, ଏହି 5ଟି ରାଶି ଜୀବନରେ ହେବ ବଡ ପରିବର୍ତ୍ତନ…. ହେବେ କୋଟିପତି

ନମସ୍କାର ବନ୍ଧୁଗଣ ଜ୍ୟୋତିଷଙ୍କ ଅନୁସାରେ ୧୨ ଟି ରାଶି ରହିଥାଏ । ଏହି ୧୨ଟି ରାଶି ଉପରେ ପଡୁଥିବା ଦଶା ଅନୁସାରେ, ଗୋଟିଏ ବ୍ୟକ୍ତି ର ଜାତକ ଓ ଭବିଷ୍ୟତ ନିର୍ଭର କରେ । ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଗୁଡିକ ଜାଣି ହୁଏ । ରାଶିର ଭଲ ଗୁଣ ଏବଂ ଦୁର୍ବଳତା ମଧ୍ୟ ରହିଥାଏ । ଗୋଟେ ବ୍ୟକ୍ତିକୁ ଜାଣିବାର ଏହା ନିଶ୍ଚୟ ଏକ ଉପାୟ । ତେବେ ଆସନ୍ତୁ ଜାଣିବା ସମସ୍ତ ରାଶି ବିଷୟରେ ।

ମେଷ ରାଶି: ଗ୍ରହମାନଙ୍କର ପରିବର୍ତ୍ତନ ହେଉଥିବା ହେତୁ ମେଷ ରାଶି ବ୍ୟକ୍ତି ମାନଙ୍କୁ ଆଗାମୀ ଭବିଷ୍ୟତରେ  ବ୍ୟାପାର ବାଣିଜ୍ୟରେ ଲାଭ ହେବା ସହ, ଧନ ରୋଜଗାର ର ନୂଆ ନୂଆ ବାଟ ଖୋଲିଯିବ । ଆଗାମୀ ସମୟ ଆପଣଙ୍କ ପାଇଁ ଶୁଭ ହେବ ଏବଂ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ ମୂଲ୍ୟ ମଧ୍ୟ ମିଳିବ । ମେଷ ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ଏବେ ଖୋଲିବାକୁ ଯାଉଛି ।

ସିଂହ ରାଶି: ଏହି ରାଶିର ଆଗାମୀ ଭବିଷ୍ୟତ ଚମକିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କୌଣସି ଖାସ୍ ଉପହାରର ପ୍ରାପ୍ତି ହେବ । ଏହା ସହିତ ଯେଉଁ ଲୋକମାନେ ଚାକିରି ରେ ଅଛନ୍ତି ସେମାନଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ନୂଆ ବ୍ୟବସାୟ ଆରମ୍ଭ ପାଇଁ ଏହି ସମୟ ବହୁତ ଅନୁକଳ ଅଟେ । ପ୍ରଚୁର ଧନ ଲାଭ ହେବାର ଶୁଭ ଯୋଗ ରହୁଛି ।

କୁମ୍ଭ ରାଶି: ଗ୍ରହ ମାନଙ୍କ ପରିବର୍ତ୍ତନ ହେତୁ ଏହି ରାଶି ଉପରେ ସୁପ୍ରଭାବ ପଡିବ । ଯେଉଁମାନେ ଚାକିରି ଉଦେଶ୍ୟରେ ରହିଛନ୍ତି ସେମାନଙ୍କୁ ଚାକିରି ମିଳିବ । ଧନ ସମ୍ପତି ସହ ଜଡିତ ହୋଇ ରହିଥିବା ସମସ୍ୟାର ସମାଧାନ ହେବ ।  ବହୁତ ସୁନାମ ମଧ୍ୟ ଅର୍ଜନ କରିବେ ।

କନ୍ୟା ରାଶି: ଏହି ରାଶିର ଛତ୍ର ମାନଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ସେହି କାର୍ଯ୍ୟ ରେ ସଫଳତା ହାସଲ କରିବେ । ବହୁତ କଷ୍ଟ କରିବା ଦ୍ଵାରା ଆପଣଙ୍କୁ ମା  ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭ ଏବଂ ଧନ ବୃଦ୍ଧି ର ଯୋଗ ପ୍ରାପ୍ତ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ବହୁତ ବଡ କିଛି ଖୁସି ଖବର ମିଳିପାରେ ।

ମୀନ ରାଶି: ଏହି ମୀନ ରାଶିର ଲୋକମାନଙ୍କର ଗୋଟିଏ ଖାସ ଗୁଣ ରହିଛିକି ଏମାନେ ବହୁତ ଆତ୍ମ ବିଶ୍ଵାସୀ ହୋଇଥାନ୍ତି । ଏବଂ ଶନି ଏମାନଙ୍କ ନେତୃତ୍ୟ ନେଇଥାଏ । ଏହି ବ୍ୟକ୍ତି ମାନେ ନିଜର କଷ୍ଟ, ପରିଶ୍ରମ ଓ ଚେଷ୍ଟା ବଳରେ ସଫଳତା ଲାଭ କରିବେ ପ୍ରତି କ୍ଷେତ୍ରରେ । ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଫଳରେ କେହି ଏମାନଙ୍କ ଅନିଷ୍ଟ ଚାହିଁଲେ ବି କିଛି କରିପାରିବେ ନାହିଁ । ଆପଣଙ୍କ ଆର୍ଥିକ ଅସୁବିଧା ଗୁଡିକର ଖୁବ୍ ଶୀଘ୍ର ସମାଧାନ ଘଟିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button