ଜ୍ୟୋତିଷ

କାହିଁକି ଲୁଚାଉଛି ସରକାର ପଦ୍ମନାଭ ଏବଂ କଳ୍କୀ ମନ୍ଦିର ର ଏହି ସତ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ। ଆପଣଙ୍କୁ ଭଗବାନ କେରଳ ରେ ଅବସ୍ଥିତ ଥିବା ପଦ୍ମନାଭସ୍ଵାମୀ ମନ୍ଦିରର ରହସ୍ୟ ସମ୍ଵନ୍ଧରେ କହିବାକୁ ଯାଉଛୁ।

ଏହି ମନ୍ଦିରର ରହସ୍ୟ ଭଗବାନ ଙ୍କ ଦଶମ ଅବତାର ତଥା କଳ୍କୀ ଅବତାର ସହ ଜଡ଼ିତ ଅଟେ। ଏହି ରହସ୍ୟ ମଧ୍ୟ ଆମ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ସହ ଜଡ଼ିତ ଅଟେ। ତେବେ ଚାଲନ୍ତୁ ଜାଣିବା କିଛି ରହସ୍ୟ ମୟ ତଥ୍ୟ।

ଏହି ମନ୍ଦିରରେ ଭଗବାନ ବିଷ୍ଣୁ ପୂର୍ବରୁ ଶୟନ ଅବସ୍ଥା ରେ ଅବସ୍ଥାନ କରିଥିଲେ ଏହାପରେ ସେହି ସ୍ଥାନରେ ହିଁ ଏକ ମନ୍ଦିର ନିର୍ମାଣ ହେଲା ଯାହାର ନାମ ହେଉଛି ଶ୍ରୀ ପଦ୍ମନାଭ ସ୍ଵାମୀ ମନ୍ଦିର। ଭଗବାନ ବିଷ୍ଣୁ ଙ୍କ ମୂର୍ତ୍ତି ଏଠାରେ ଗର୍ଭ ଗୃହରେ ଉପସ୍ଥିତ ଅଛି। ଏଠାରେ ଭଗବାନ ବିଷ୍ଣୁ ଙ୍କ ଶୟନ ଅବସ୍ଥା କୁ ପଦ୍ମନାଭ ବୋଲି କୁହାଯାଇ ଥାଏ।
ଏଠାରେ ରାଜା ମାନେ ଅନେକ ଧନ ଧାନ୍ୟ ଲୁଚାଇ ରଖିଥିଲେ। ଏହି ମନ୍ଦିରରେ ମଧ୍ୟ ସାତଟି ଗୁପ୍ତ ଗୃହ ଅଛି । ଏବଂ ପ୍ରତ୍ୟେକ ଗୁପ୍ତ ଗୃହରେ ଓ ପ୍ରତ୍ୟେକ ର ଗୋଟେ ଗୋଟେ କବାଟ ମଧ୍ୟ ଅଛି ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଦେଶରେ ଏହି ୬ ଟି କବାଟ ଖୋଲା ଗଲା ଓ ଏଠାରୁ ଏକ ଲକ୍ଷ କୋଟି ଟଙ୍କା ରୁ ଅଧିକ ହୀରା ଲୀଳା ମିଳିଲା।
ସପ୍ତମ କବାଟ କୁ ଖୋଲିଲା ବେଳକୁ ସେଠାରେ ଭବ୍ୟ ନାଗର ଅବସ୍ଥିତି ଦେଖିବାକୁ ମିଳିଲା ତେଣୁ କୁହାଯାଏ କି ଏହାର ରକ୍ଷା ସ୍ଵୟଂ ଭଗବାନ ବିଷ୍ଣୁ କରୁଛନ୍ତି।
ଏହାପରେ ଏହି କବାଟ ସବୁ ଖୋଲିବାକୁ ନିର୍ଦେଶ ଦେଇଥିବା ଜର୍ଜ ଙ୍କ ପରେ ମୃ-ତ୍ୟୁ ମଧ୍ୟ ଘଟି ଥିଲା। ଏହି କବାଟରେ ମଧ୍ୟ କୌଣସି ତାଲା ନାହିଁ ତେଣୁ ଏହି କବାଟ କିପରି ବନ୍ଦ ହୋଇଛି ତାହା ବୈଜ୍ଞାନିକ ମାନଙ୍କ ପାଇଁ ଏକ ବିରାଟ ବଡ଼ ପ୍ରଶ୍ନ ଅଟେ। ଏହା ମନ୍ତ୍ର ଉଚ୍ଚାରଣ ରେ ବନ୍ଦ ହୋଇଛି ଓ ଏହାକୁ କେହି ମଧ୍ୟ ଖୋଲି ପାରିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button