ଦେଶ- ବିଦେଶ

ଦ୍ରୁତରାଷ୍ଟ୍ର ଙ୍କ ଏହି ୮ଟି ପାପ ଜାହାପାଇଁ ଜଳି ଜଳି ହୋଇଥିଲା ମୃ-ତ୍ୟୁ ବହୁତ୍ କମ ଲୋକେ ଜାଣିଛନ୍ତି ମହାଭାରତ ର ଏହି ରହସ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଜାଣିବା ଧୃତରାଷ୍ଟ୍ର ଙ୍କ ସେହି ପାପ ଗୁଡିକ ସମ୍ଵନ୍ଧରେ ଯାହା ପାଇଁ ତାଙ୍କର ଅଗ୍ନିରେ ଜଳି ମୃ-ତ୍ୟୁ ହୋଇଥିଲା। ତେବେ ଚାଲନ୍ତୁ ଜାଣିବା ସେହି ୮ ଟି ପାପ ସମ୍ଵନ୍ଧରେ । ପ୍ରଥମ ପାପଟି ହେଉଛି ଧୃତରାଷ୍ଟ୍ର ,ଗାନ୍ଧାରୀ ଙ୍କୁ ବିବାହ କରିବା ସମୟରେ ଜଣା ଯାଇ ନଥିଲା କି ସେ ଅନ୍ଧ ଅଟନ୍ତି ବୋଲି। ଏହାପରେ ଗାନ୍ଧାରୀ ମଧ୍ଯ ପତ୍ନୀ ଧର୍ମ ପାଳନ କରି ସେ ମଧ୍ୟ ଆଖିରେ ପଟି ବନ୍ଧିଦେଲେ

ଦ୍ୱିତୀୟ ଟି ହେଉଛି ଗାନ୍ଧାରୀ ପୂର୍ବ ରୁ ବିବାହିତା ଥିଲେ ସେ ପୂର୍ବ ରୁ ଏକ ଋଷିଙ୍କ କହିବା ଅନୁସାରେ ଏକ ଛେଳି କୁ ବିବାହା କରିଥିଲେ କାରଣ ୠଷି କହିଥିଲେ କି କୌଣସି ପୁରୁଷ ଙ୍କୁ ବିବାହ କରିପାରିବେ ନାହିଁ ଯେଉଁ ପର୍ଯ୍ୟନ୍ତ ଅନ୍ୟ କହାକୁ ବିବାହ କରି ନାହାଁନ୍ତି। ହେଲେ ଏକଥା ଧୃତରାଷ୍ଟ୍ର ଜାଣି ନଥିଲେ ଓ ଏହି ସବୁର ଦୋଷୀ ସେ ଗାନ୍ଧାରୀଙ୍କ ପିତାଙ୍କୁ ମାନି ତାଙ୍କ ପରିବାର କୁ ଜେଲ୍ ରେ ପୁରାଇ ଦେଇଥିଲେ। ତାଙ୍କ ମଧ୍ୟରୁ କେବଳ ସଙ୍କୁନି ହିଁ ଜୀବିତ ରହିଥିଲେ। ତୃତୀୟ ଟି ହେଉଛି ଧୃତରାଷ୍ଟ୍ର ଏକ ଦାସୀ ଙ୍କ ସହ ସହବାସ କରିଥିଲେ।

ଚତୁର୍ଥ ଟି ହେଉଛି ପୁତ୍ର ମୋହରେ ଯୁଦ୍ଧ କରାଇଥିଲେ। ସେ ଜାଣିଥିବା ସତ୍ତ୍ୱେ କେଉଁଟା ନ୍ୟାୟ ଓ କେଉଁଟି ଅନ୍ୟାୟ ଏହା ପରେ ମଧ୍ୟ ଯୁଦ୍ଧ ପାଇଁ ଅନୁମତି ପ୍ରଦାନ କରିଥିଲେ ଏହା ଫଳ ସ୍ୱରୂପ ମଧ୍ୟ କୌଣସି ପୁତ୍ର ତାଙ୍କର ଜୀବିତ ମଧ୍ୟ ନଥିଲେ। ପଞ୍ଚମ ଟି ହେଉଛି ଦ୍ରୌପଦୀ ଙ୍କ ଚିର ହରଣ ସମୟରେ ସେ ମଧ୍ୟ ଚୁପ୍ ରହିଥିଲେ। ଏପରି ଅନ୍ୟାୟ ଦେଖି କିଛି ମଧ୍ଯ କହିଲେ ନାହିଁ। ଷଷ୍ଠ ଟି ହେଉଛି ସର୍ବଦା ଅଧର୍ମ ର ସାଥ ଦେବା । ଧୃତରାଷ୍ଟ୍ର ଙ୍କ ମୁଖରୁ କେବେ ହେଲେ ମଧ୍ୟ ନ୍ୟାୟ ସଙ୍ଗତ କଥା ବାହାରି ନଥିଲା।

 

ସପ୍ତମ ଟି ହେଉଛି ଭୀମ ଙ୍କୁ ମାରିବାକୁ ସେ ଇଚ୍ଛା ପ୍ରକଟ କରିଥିଲେ। ଭୀମ ଦୁର୍ଯୟୋଧନ ଙ୍କ ହ-ତ୍ୟା କାରୀ ହୋଇ ଥିବାରୁ ଧୃତରାଷ୍ଟ୍ର ଭୀମ ଙ୍କୁ ମାରିବାକୁ ଚେଷ୍ଠା କରିଥିଲେ। ସେ ଏକ ପୂର୍ବ ଜନ୍ମରେ ପରମ ଅନ୍ୟାୟୀ ରାଜା ଥିଲେ ଯିଏକି ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ । ଓ ସେ ଜଙ୍ଗଲରେ ନିଆ ଲାଗି ଯିବାରୁ ପୋଡ଼ି ହୋଇ ମ-ରି-ଗ-ଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button