ମନୋରଞ୍ଜନ

ବୈଜ୍ଞାନିକ ପାଇଲେ ସନ୍ଧାନ ଏଇଠି ଅଛି ନର୍କ ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ଙ୍କ ମନରେ ପ୍ରାୟ ସମୟରେ ଏହି ପ୍ରଶ୍ନ ଆସୁଥିବ କି ନର୍କ କେଉଁଠାରେ ଅଛି? ଏବଂ କେତେ ପ୍ରକାରର ଅଛି? ମୃ-ତ୍ୟୁ ପରେ ଜଣେ କେଉଁ ସ୍ଥାନ କୁ ଯାଇଥାଏ?

ଗରୁଡ ପୁରାଣ ଅନୁସାରେ ସ୍ବର୍ଗ ଧରିତ୍ରୀ ର ଉପରେ ରହିଥିବା ବେଳେ ନର୍କ ପାତାଳ ଭୂମିରେ ରହିଛି ଏହାକୁ ଅର୍ଦ୍ଧ ଲୋକ ମଧ୍ଯ କୁହା ଯାଇଥାଏ। ମହାଭାରତରେ ଯେତେବେଳ ରାଜା ପରୀକ୍ଷିତ,

ଶୁକ ଦେବ ଙ୍କୁ ନର୍କ କେଉଁଠାରେ ବୋଲି ପଚାରି ଥିଲେ ସେତେବେଳେ ସେ କହିଥିଲେ ନର୍କ ତ୍ରିଲୋକ ମଧ୍ୟରେ ରହିଛି। ଏହା ଦକ୍ଷିଣ ଦିଗରେ ପୃଥିବୀର ତଳେ ଜଳ ଉପରେ ଅବସ୍ଥିତ ଅଟେ। ସେଠାରେ ସୂର୍ଯ୍ୟ ପୁତ୍ର ଯମ ମଧ୍ୟ ରହିଥାନ୍ତି।
ଯମ ଦୂତ ମାନେ ତାଙ୍କ ଦ୍ବାରା ଅଣା ଯାଇଥିବା ଲୋକ ମାନଙ୍କୁ ପାପ କର୍ମ ପାଇଁ ଦଣ୍ଡ ମଧ୍ଯ ଦେଇ ଥାଆନ୍ତି। ଏଭଳି ଭାବରେ ନର୍କ ମୋଟ ୫୫ କୋଟିରୁ ଅଧିକ ରହିଥିବାର କୁହାଯାଏ।
ମାତ୍ର ସେଥି ମଧ୍ୟରୁ ୨୧ ଜଣକୁ ମୋକ୍ଷ ଭାବରେ ଗ୍ରହଣ କରାଯାଇ ଥାଏ। ସେଗୁଡ଼ିକ ର ନାମ ହେଉଛି ତାମିସ୍ତ୍ର , ଅନ୍ଧ ସିସ୍ତ୍ର, ମହାରୌବର, କୁମ୍ଭିପାକ, କାଳ ସୂତ୍ର , ଆଲ୍ସି ପମ୍ବନ୍, ଶକୁର୍ମୁଖ, ଅନ୍ଧକୁପ, ମିର୍ଭୋଜନ, ସନ୍ଦେଶ , ତପ୍ତ
ସ୍ୱୀମି, ବୈତରଣୀ , ପୁଇୟୋତ, ପ୍ରାଣା ରୋଧ , ବିସର୍ଜନ, ଲାଲ୍ ବୋକ୍ଷା, ସାଲ ମେୟତ , ଅବୟଚି ଓ ଆୟପାନ। ଦେବା ଦେବୀ ଓ ପିତୃ ପୁରୁଷ ମାନଙ୍କ ଅବମାନନା କରୁଥିବା ଲୋକ ମାନଙ୍କୁ,
ନର୍କ ଲୋକ ଭୋଗ କରିବାକୁ ମିଳିଥାଏ। ଏହାଛଡା ତାମସିକ ଭୋଜନ , ମଦ୍ୟପାନ ଏବଂ ଅସହାୟ ଲୋକ ମାନଙ୍କୁ ହଇରାଣ କରୁଥିବା ଲୋକ ମାନଙ୍କୁ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ।
କ୍ରୋଧୀ ଓ ଅହଙ୍କାରୀ ଲୋକ ମାନଙ୍କୁ ମଧ୍ୟ ଏଭଳି ନର୍କ କୁ ଯିବା ପାଇଁ ପଡ଼ିଥାଏ। ସେଥି ପାଇଁ ଆପଣ ମାନେ ଆଗରୁ ସଚେତନ ହୋଇ ଯାଆନ୍ତୁ କାରଣ ଏହି ନର୍କ ଯନ୍ତ୍ରଣା କଷ୍ଟ ଦାୟକ ଅଟେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button