ମନୋରଞ୍ଜନ

ଦେଖନ୍ତୁ ଭିଡ଼ିଓ:- ଛାତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ କଲେଜ ଶିକ୍ଷୟତ୍ରୀ, ଭାଇରାଲ ହେଲା ଭିଡ଼ିଓ…

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ବର୍ତ୍ତମାନ ସମୟରେ ଡ୍ୟାନ୍ସ ସହ ଜଡିତ ଭିଡ଼ିଓ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ। ଡ୍ୟାନ୍ସ ଭିଡ଼ିଓ ଗୁଡିକୁ ଲୋକମାନେ ଅନେକ ଭଲ ପାଇବା ଦେବା ସହ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଡ୍ୟାନ୍ସ ସହ ଜଡିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏଥିରେ ବିଶେଷ କଥା ହେଉଛି ଏହି ଡ୍ୟାନ୍ସ ଭିଡ଼ିଓରେ ଆପଣ ଶିକ୍ଷୟତ୍ରୀଙ୍କୁ ନାଚୁଥିବାର ଦେଖିବାକୁ ପାଇବେ।

ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି। ତେବେ ଏହି ସ୍ମାର୍ଟ ଫୋନରେ ଲୋକମାନେ ଯେ କୌଣସି ସମୟରେ ଯେ କୌଣସି ଦୃଶ୍ୟକୁ କ୍ୟାମେରାରେ କଏଦ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଉଛନ୍ତି। ତେବେ ଶିକ୍ଷୟତ୍ରୀ ଜଣକ ନିଜର ଛାତ୍ରୀ ମାନଙ୍କ ସହ ଅତି ଜବରଦସ୍ତ ଭାବରେ ନାଚୁଥିବାର ଭିଡ଼ିଓ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ। ଯାହାକି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଯେମିତି ଗୀତ ବାଯିବାକୁ ଲାଗିଲା ସେହି ସମୟରେ ଡ୍ୟାନ୍ସରେ ରୁଚି ରଖିଥିବା ଶିକ୍ଷୟତ୍ରୀ ଜଣକ ଡ୍ୟାନ୍ସ ଫ୍ଲୋରକୁ ଆସି ନାଚିବାକୁ ଲାଗିଲେ। ତେବେ ଶିକ୍ଷୟତ୍ରୀ ଜଣକ ଅକ୍ଷୟ କୁମାରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ଟିପି ଟିପି ବର୍ଷା ପାନି ଗୀତରେ ନାଚୁଥିବାର ଦେଖିବାକୁ ପାଇବେ। ତେବେ ଶିକ୍ଷୟତ୍ରୀ ଜଣକ ରଙ୍ଗୀନ ଶାଢ଼ୀ ପିନ୍ଧିଥିବାର ଦେଖିବାକୁ ମଧ୍ୟ ପାଇବେ। ତାଙ୍କର ଗେଟ୍ ଅପ୍ ଗୀତ ସହ ସମ୍ପୂର୍ଣ୍ଣ ଭାବରେ ମ୍ୟାଚ ମଧ୍ୟ କରୁଛି।

ତେବେ ଏହି ଭିଡ଼ିଓ କୌଣସି ଛାତ୍ରୀ ଜଣକ ନିଜ ମୋବାଇଲରେ ରେକର୍ଡ଼ କରିଦେଇଥିଲେ ଏବଂ ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଦେଇଥିଲେ ଯାହାକି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡ଼ିଓକୁ ଖୁବ ପସନ୍ଦ କରୁଥିବାର ଆପଣ ଦେଖିବାକୁ ପାଇବେ। ଏହି ଭିଡ଼ିଓକୁ ଅନେକ ୟୁଜର ଜଣକ ପାଖକୁ ଆଉ ଜଣକୁ ସେୟାର ମଧ୍ୟ କରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button