ଦେଶ- ବିଦେଶ

ନାସା କଲା ବଡ ଖୁଲାସା ଦେଖନ୍ତୁ ୨୦୨୫ ରେ ସାତ ଦିନ ସାତ ରାତି ଅନ୍ଧାର ଦେଖନ୍ତୁ ମାଳିକା କଣ କୁହେ ଏହି ସମ୍ପର୍କରେ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ମାଳିକା ବିଷୟରେ ଅନେକ ଖବର ମଧ୍ୟ ପାଉଥିବେ ।
ସୋସିଆଲ ମିଡିଆରେ ମାଳିକାରେ କଣ ଲେଖାଯାଇଛି ଆଉ ଆଗକୁ କଣ ସବୁ ହେବାର ଅଛି ଏମିତି ଅନେକ ତଥ୍ୟ ଆପଣମାନେ କିଛି ଗୁରୁଙ୍କ ଦ୍ଵାରା ଜାଣିପାରିବେ ।
ଏହି ଗୁରୁମାନେ ମାଳିକା ପାଠ କରନ୍ତି । ମାଳିକାରେ ଯାହା ଲେଖା ହୋଇଛି ତାହା ନିଶ୍ଚୟ ହେବ । ଏହି ମାଳିକା ବଚନ କେବେ ନ ହୁଅଇ ଆନ ।
ଏବେ ଏହି ମାଳିକାରେ ଲେଖା ହୋଇଥିବା କିଛି କଥା ବିଷୟରେ ଆମେ ଜାଣିପାରିବା । ମାଳିକାରେ ଲେଖାଯାଇଥିବା କଥା ଜଣେ ଗୁରୁଙ୍କ ସାହାଯ୍ୟରେ ଆମେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବା ।
ବଡ ଦେଶମାନେ ଛୋଟ ଦେଶକୁ ଆକ୍ରମଣ କରିବେ । ବଡ ବଡ ଦେଶ ଧ୍ଵଂସ ହେବ । ପଶ୍ଚିମ ଦେଶରୁ ଏହା ଆରମ୍ଭ ହେବ । ବୈଜ୍ଞାନିକ ଯନ୍ତ୍ର କିଛି କାମ କରିବ ନାହିଁ ।
ବ୍ୟାଙ୍କ୍ ସବୁ ବନ୍ଦ ହେବ । ଏହି ସବୁ ମାଳିକାରେ ଲେଖାଯାଇଛି । ଆଉ ନାସା ମଧ୍ୟ ଏହା କହିଛି । ଏହି ଘଟଣା ଆଉ ତିନି ଚାରି ବର୍ଷ ଭିତରେ ଘଟିବ।
ଲୋକମାନେ ବିଜ୍ଞାନ କହିଲେ ବିଶ୍ବାସ କରିବେ କିନ୍ତୁ ମାଳିକା କହିଲେ ମାନିବେ ନାହିଁ । ସୌରଝଡ ହେବ ବୋଲି ମାଳିକାରେ ଲେଖାଯାଇଛି । ଅକାଳରେ ଅନେକ ଅଘଟଣ ଘଟିବ । ହଇଜା ରୋଗରେ ଲୋକମାନେ ଆକ୍ରାନ୍ତ ହେବେ ।
ଲଘୁଚାପ ବର୍ଷା ହେବ ଚାଷ ହେବ ନାହିଁ । ଶସ୍ୟ ହାନି ଘଟିବ । ସୌରଝଡ ହେଲେ ସାତ ଦିନ ଆଉ ସାତ ରାତି ଅନ୍ଧାର ରହିବ । ଘୋର ଅନ୍ଧକାର ମୟ ରହିବ ସାରା ପୃଥିବୀ । ବୈଜ୍ଞାନିକ ମାନଙ୍କର କୌଣସି ନିୟମ ଆଉ କାମ କରିବ ନାହିଁ ।
ଏହି ମାଳିକା ବହୁତ ବର୍ଷ ପୂର୍ବରୁ ଲେଖାଯାଇଛି । କୃଷ୍ଣ ଭଗବାନଙ୍କ କାଳ ଚକ୍ରରେ ଧରିଣୀ କମ୍ପିବ । ଭୂମିକମ୍ପ ହେବ ଅନେକ ସ୍ଥାନରେ ଜଣାପଡିଛି । ସବୁ କିଛି ଭାଙ୍ଗି ଯିବ ।
ଆଉ ଲୋକମାନେ ହଇରାଣ ହୋଇଯିବେ । ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗୁଛି ଆଉ ସେଥିପାଇଁ ସୌରଝଡ଼ ହେବ । ୨୦୨୨ ମସିହାରେ ଏହି ସୌରଝଡର ଟ୍ରେଲର ହୋଇଥିଲା ।
ଆଉ ତିନି ବର୍ଷ ପରେ ଆପଣ ଏହି ସୌରଝଡ ଦେଖିପାରିବେ । ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଆଉ ବିଗିଡି ଯାଉଥିବା ଦୁନିଆକୁ ସଜାଡି ଦିଅନ୍ତୁ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button