ଦେଶ- ବିଦେଶ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭବିଷ୍ୟତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ। ବର୍ତ୍ତମାନର ଦୁନିଆରେ ପ୍ରେମ ସମ୍ବନ୍ଧ ବହୁତ ସାଧାରଣ ହୋଇଯାଇଛି। ହେଲେ ପୂର୍ବରୁ ଏହାକୁ ଲୋକମାନେ ଅସମର୍ଥ କରୁଥିଲେ।
ପ୍ରେମର ବିରୋଧରେ ରହୁଥିଲେ। ହେଲେ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ପ୍ରେମ ସମ୍ବନ୍ଧରେ ରହିଛନ୍ତି। ପ୍ରେମୀ ମାନଙ୍କ ପାଇଁ ଆଜିଆମେ ଏକ ବିଷୟ ନେଇ ଆସିଛୁ।
Hh
ପ୍ରଥମ ଛବି- ବନ୍ଧୁଗଣ ଯଦି ଆପଣ ଆମର ପ୍ରଥମ ଛବିକୁ ବାଛିଛନ୍ତି ତା ହେଲେ ଆପଣଙ୍କ ପାର୍ଟନରଙ୍କୁ ନୂଆ ନୂଆ ସ୍ଥାନରେ ଭ୍ରମଣ କରିବା ଓ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବା ପାଇଁ ବହୁତ ଭଲ ଲାଗିଥାଏ। ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ଓ ସେ ଆପଣଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ରୁହନ୍ତି।
ଏମାନେ କୌଣସି ଲୋକ ସାମ୍ନାରେ କୌଣସି ପ୍ରକାରର ସୋଅପ୍ କରିନଥାନ୍ତି, ଏମାନଙ୍କର ଏହି ଗୁଣ ପାଇଁ ସମସ୍ତେ ଏମାନଙ୍କୁ ସ୍ନେହ କରନ୍ତି। ଏମାନେ ଅନ୍ୟ ମାନଙ୍କୁ ଦୁଖ ଦେଇନଥାନ୍ତି। ଏମାନେ ଦୁଃଖି ମାନଙ୍କର ସହାୟତା କରିଥାନ୍ତି। ଏମାନେ ନିଜ ପାର୍ଟନରକୁ ବହୁତ ପ୍ରେମ କରନ୍ତି ଓ ଜୀବନ ସାରା ସେମାନଙ୍କର ଧ୍ୟାନ ରଖିଥାନ୍ତି।
Hh
ଦୁତୀୟ ଛବି- ଯେଉଁମାନେ ଦ୍ଵିତୀୟ ଛବିକୁ ବାଛିଛନ୍ତି ସେମାନଙ୍କ ପାର୍ଟନର ବହୁତ ମ୍ୟାଚୋର ଅଟନ୍ତି। ସେ ଆପଣଙ୍କ ଧ୍ୟାନ ରଖିବା ସହିତ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି।
ଆପଣଙ୍କ ପାର୍ଟନର ସବୁବେଳେ ଏକ ସାଧାରଣ ଲାଇଫ ବଞ୍ଚିବା ପାଇଁ ଇଛା କରିଥାନ୍ତି ହେଲେ ସେ ଆଗାମୀ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତା କରିଥାନ୍ତି। ଏମାନଙ୍କର ଏହି ସ୍ଵଭାବ ପାଇଁ ଏମାନଙ୍କୁ ସମସ୍ତେ ସ୍ନେହ ଓ ଆଦର କରିଥାନ୍ତି।
ଆପଣଙ୍କୁ ଯେଉଁ କାମ ପସନ୍ଦ ନଥାଏ ଏମାନେ ତାହା କରିନଥାନ୍ତି। ଅନ୍ୟ ମାନଙ୍କ କଥା ପ୍ରତି ଏମାନେ କୌଣସି ପ୍ରତିକ୍ରିୟା ଦେଇନଥାନ୍ତି ହେଲେ ଏମାନେ ଆପଣଙ୍କୁ ନିଜର ସବୁକିଛି ମାନି ଥାନ୍ତି ଓ ଆପଣଙ୍କୁ ସେ କେବେହେଲେ ଦୁଃଖ ଦେଇନଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button