ମନୋରଞ୍ଜନ

ଦେଖନ୍ତୁ ସାଇ ବାବା ଙ୍କ ହେଲା ଅପୂର୍ବ ଚମତ୍କାର ଆଶ୍ଚର୍ୟ୍ଯ ହୋଇଗଲେ ପ୍ରତ୍ୟକ୍ଷ ଦର୍ଶି ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସାଇ ବାବା ଙ୍କ ସମ୍ପର୍କିତ ଏଭଳି ଏକ କାହାଣୀ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ସାଇ ବାବାଙ୍କ ଉପସ୍ଥିତି ବିଷୟରେ ଜାଣି ପାରିବେ।
ଛତିଶଗଡ଼ରେ ଏକ ବ୍ୟକ୍ତି ସାଇ ବାବା ଙ୍କ ବିରାଟ ଭକ୍ତ ଥିଲେ। ସେ ସାଇ ବାବଙ୍କୁ ଖୁବ ପୂଜା ଓ ଆରାଧନା ମଧ୍ଯ କରୁଥିଲେ। ଦିନ ସାରା ତାଙ୍କର କେବଳ ଏକ ମାତ୍ର ଚିନ୍ତା ରହୁଥିଲା କି ସେ କିଭଳି ସାଇ ବାବାଙ୍କ ଚାରି ବେଳା ଆରତି କରିବେ।
ଦିନେ ସେହି ସାଧୁ ଜଣକ ଚିନ୍ତା କଲେ କି ସେ ସାଇ ବାବଙ୍କ ଏକ ଭବ୍ୟ ସମାରୋହ ଆୟୋଜନ କରିବେ ଏହାପରେ ସେ ସେହି ସମାରୋହ ଆୟୋଜନ ମଧ୍ଯ କଲେ।
 ସେଠାକୁ ଅନେକ ଲୋକ ମାନେ ଆସିବା ସହ ସେହି ସମାରୋହରେ ଅଂଶ ଗ୍ରହଣ ମଧ୍ଯ କରିଥିଲେ। ଏଗପରେ ସାଧୁ ଜନକ ବ୍ୟସ୍ତ ରେ ସନ୍ଧ୍ୟା ଆରତୀ କରିବା ଭୂଲି ଯାଇଥିଲେ ମାତ୍ର ସାଧୁ ଜଣକ ରାତ୍ରୀ ଆରତୀ କରିବା ଆରମ୍ଭ କରି ଥିଲେ।
ହେଲେ ସାଧୁ ଜଣକ ମନ୍ଦିରର ଦ୍ବାରା ବନ୍ଦ କରିବା ଭୂଲି ଯାଇଥିଲେ।ଏହାର ସୁଯୋଗ ନେଇ ସେଠାକୁ ଚାରି ଜଣ ଚୋର ଆସିଥିଲେ। ସେତେବେଳ କୁ ସାଧୁ ଜଣକ ମଧ୍ୟ ଶୋଇବା ପାଇଁ ପଳେଇ ଯାଇଥିଲେ।
ହେଲେ ଚୋର ଚାରିଜଣ ମନ୍ଦିର ମଧ୍ୟରେ ପ୍ରବେଶ କରିବା ସହ ଦାନ ପତ୍ରରେ ମଧ୍ଯ ପଇସା ଖୋଜି ଥିଲେ। ହେଲେ କିଛି ପାଇ ନଥିଲେ। କିଛି ଟଙ୍କା ପଇସା ନପାଇବା ଦ୍ୱାରା ସେମାନେ ବାବା ଙ୍କ ମୁଣ୍ଡରୁ ମୁକୁଟ ଓ ଉପରେ ଥିବା ଛତା ଯାହାକି ଚାନ୍ଦି ର ଥିଲା ତାହାକୁ ଖୋଲିବା କୁ ଚେଷ୍ଟା କରିଥିଲେ।
ମାତ୍ର ଖୋଲି ପାରି ନଥିଲେ।ଏହାପରେ ସେମାନେ ରାଗି ଯାଇ ସାଧୁ ଜଣକ ନିକଟକୁ ଯାଇଥିଲେ ଏବଂ ତାଙ୍କୁ ପଇସା ମାଗିଥିଲେ। ହେଲେ ସେ କହିଥିଲେ କି ଦାନ ପତ୍ରରେ ଯେତେ ପଇସା ଥିଲା ସେ ସବୁ ଗରିବ ମାନଙ୍କୁ ଦାନ କରି ଦେଇଛନ୍ତି।
 ଏବଂ ତାଙ୍କ ନିକଟରେ କିଛି ନାହିଁ। ଏହାପରେ ଚୋର ମାନେ ତାଙ୍କ କଥାକୁ ବିଶ୍ବାସ ନକରି ତାଙ୍କୁ ବାହାରକୁ ଟାଣି ଆଣିଥିଲେ ଏବଂ ସାଇ ବାବାଙ୍କ ସମ୍ମୁଖରେ ତାଙ୍କୁ ଧମକାଇ ପଚାରି ଥିଲେ।
ଏହାପରେ ଏକ ଅଚାନକ ଶବ୍ଦ ଶୁଣା ଗଲା ଯାହାକି ଥିଲା ବାବାଜୀ ସତ୍ୟ କହୁଛନ୍ତି। ଏହାପରେ ଚୋର ମାନେ ଆଶ୍ଚର୍ଯ୍ୟ ହେବା ସହ ସାଧୁ ଜଣକ ମଧ୍ଯ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ।
ଏବଂ ତାଙ୍କ ଗାଲରେ ଥାପଡ ମଧ୍ୟ ବସିଥିଲା। ଏହାପରେ ବାବାଙ୍କୁ କ୍ଷମା ମାଗି ଚୋର ମାନେ ସେଠାରୁ ପଳାଇ ଯାଇଥିଲେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button