ଦେଶ- ବିଦେଶ

ସାଂଘାତିକ ପରିସ୍ଥିତି ରେ ମହାମାରୀ ଆରମ୍ଭ ହେଲା କି ଧ୍ଵଂସ ଲୀଳା !

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଭାରତରେ ଲୋକମାନେ କ-ରୋ-ନାର ତୃତୀୟ ଲହର ସମୟରେ ସାମ୍ନାକୁ ଆସିଥିବା ଭୟଙ୍କର ଦୃଶ୍ୟକୁ ଭୁଳିନାହାନ୍ତି।
ମେଡିକାଲରେ ବେଡର ଅଭାବ, ଅକ୍ସିଜେନ୍ ପାଇଁ ଆକୁଳ ହେଉଥିବା ରୋଗୀ, ଶ୍ମଶାନ ଘାଟରେ ଲଗାତାର ଜଳୁଥିବା ଚିତା ଆଦିର ଫଟୋ ଦେଶକୁ ଦୋହଲାଇ ଦେଇଥିଲା।
ଦେଶର ତୃତୀୟ ଲହର ପାଇଁ ଓମିକ୍ରନ୍ ଦାୟୀ ବୋଲି କୁହାଯାଉଥିଲା। ସେହି ସମୟରେ ଭାରତର ସ୍ୱଦେଶରୀ ଟିକା କ-ରୋ-ନା ଉପରେ କେତେ ପ୍ରଭାବଶାଳୀ ବୋଲି ଅନେକ ପ୍ରଶ୍ନ ଉଠିଥିଲା।
ଏବେ ପୁଣି ଥରେ ଓମିକ୍ରନର ନୂଆ ଭାରିଆଣ୍ଟ ବିଏଫ-୭ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଚାଲିଛି। ବନ୍ଧୁଗଣ ପୁଣି ଆରମ୍ଭ ହୋଇଗଲା ବିନାଶ ଲୀଳା।
ଚୀନରେ ଆତଙ୍କ କରୁଛି କ-ରୋ-ନା। ମାଳିକା ବଚନ ହେଉଛି ସତ। ଛାଟିପିଟି ହୋଇ ମାରୁଛନ୍ତି ଲୋକେ। ବନ୍ଧୁଗଣ ପାଖେଇ ଆସୁଛି ୨୦୨୩ ମସିହା ଆଉ ଚୀନରେ କ-ରୋ-ନା କରୁଛି ତାଣ୍ଡବ ଲୀଳା। ଆଉ ମାଳିକା ଭବିଷ୍ୟବାଣୀ ସତ ପ୍ରମାଣ ହୋଇଯାଇଛି।
ମାଳିକାରେ ଲେଖା ଅଛି ଗୋଟିଏ ଝଟକାରେ ୧୦ ଲକ୍ଷ ଲୋକଙ୍କ ଜୀବନ ଯିବ। ବିଜ୍ଞାନ ଅନୁସାରେ ୮୦ କୋଟିଙ୍କ ଜୀବନ ଏବେ ବିପଦରେ। ମାଳିକାରେ କୁହାଯାଇଛି ଚୀନରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵଙ୍କ ଜୀବନ ଯିବ।
ଭାରତୀୟ ବୈଜ୍ଞାନିକଙ୍କ ଆକଳନ ଅନୁସାରେ ଚୀନରେ ୩୦ ଲକ୍ଷରୁ ଊର୍ଦ୍ଧ ମୃ-ତ୍ୟୁ ହେବ କ-ରୋ-ନାରେ। ସେପଟେ ଆମେରିକା କହିଛି ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ବିପଦରେ ଅଛି। BF-୭ ଭାରିଏଣ୍ଟ ଭା-ଇ-ର-ସରେ ୮୦ କୋଟିରୁ ଉର୍ଦ୍ଧ୍ବ ଆ-କ୍ରା-ନ୍ତ ହେବେ।
ମାଳିକା ଅନୁଯାଇ ୨୦୨୩ ମସିହାରେ ଘଟିବ ଭୟଙ୍କର ଲୀଳା ଏ କଥା କ-ରୋ-ନା କହିବ। ମାଳିକାରେ କୁହାଯାଇଥିଲା ବିଶ୍ୱରେ ଅଜଣା ରୋଗ ବ୍ୟାପିବ। ମାଳିକା ଅନୁସାରେ ବିଶ୍ଵରେ ୨୦୧୯ ମସିହାରୁ ଚୀନରେ ଅଜଣା ରୋଗ ଆରମ୍ଭ ହୋଇଥିଲା।
ଯାହାକି ସମଗ୍ର ବିଶ୍ବରେ ବ୍ୟାପି ଯାଇଥିଲା ଆଉ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା। ପ୍ରତିଦିନ ଚୀନରେ ଲକ୍ଷ ଲକ୍ଷ ଲୋକ ନୂତନ ଭାରିଏଣ୍ଟରେ ଆ-କ୍ରା-ନ୍ତ ହେଉଛନ୍ତି। ଖାଲି ଆ-କ୍ରା-ନ୍ତ ହୋଉନାହାଁନ୍ତି ପ୍ରତିଦିନ ପାଞ୍ଚ ହଜାର ଲୋକଙ୍କ ମୃ-ତ୍ୟୁ ମଧ୍ୟ ହେଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button