ଜ୍ୟୋତିଷ

ଶନିବାର ନିଶ୍ଚୟ ଜପ କରନ୍ତୁ ଏହି ମନ୍ତ୍ର, ଜୀବନରେ ଭରିରହିବ ସୌଭାଗ୍ୟ ଏବଂ ଧନ-ଦୌଲତ

ଶନିବାରକୁ ଶନିଦେବଙ୍କ ଦିନ ବୋଲି କୁହାଯାଏ। ଧାରଣା ରହିଛି ଯେ ଏହି ଦିନରେ ଶନିଦେବଙ୍କୁ ପୂଜା କରି ଆପଣ ସହଜରେ ତାଙ୍କୁ ପ୍ରସନ୍ନ କରିପାରିବେ। ଶନିବାରରେ କରାଯାଉଥିବା ଶନି ଉପାସନା ଜୀବନରେ ସୌଭାଗ୍ୟ, ଧନ-ଦୌଲତ ଏବଂ ସୁଖ-ସମୃଦ୍ଧି ଆଣିଥାଏ।

ଶାସ୍ତ୍ର ଅନୁଯାୟୀ ଶନିବାରରେ ଶନି ମନ୍ତ୍ର ଜପ କରିବା ଦ୍ୱାରା ବହୁତ ମଙ୍ଗଳକାରୀ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଶନିଙ୍କର କିଛି ମନ୍ତ୍ର ନେଇ ଆସିଛୁ ଯାହାକୁ ଶନିବାର ଦିନ ନିଶ୍ଚୟ ଜପ କରିବା ଉଚିତ। ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

shaniବୈଦିକ ମନ୍ତ୍ର : ‘ଓଁ ସଂ ନୋ ଦେବିରାଭିଷ୍ଟୟ ଆପୋ ଭବନ୍ତୁ ପିତୟେ। ସଂୟୋରାଭି ସ୍ରବନ୍ତୁ ନଃ।’

ପୌରାଣିକ ମନ୍ତ୍ର : ‘ନିଲାଂଜନସମାଭାସଂ ରବିପୁତ୍ର ୟମାଗ୍ରଜମ, ଛାୟାମର୍ତ୍ତତଣ୍ଡସମ୍ଭୂତ ତଂ ନମାମି ଶନିସ୍ଚରମ।’

ବୀଜ ମନ୍ତ୍ର : ‘ଓଁ ପ୍ରାଂ ପ୍ରି ଶଃ ଶନିଶ୍ଚରାୟ ନମଃ ।’

ସାମାନ୍ୟ ମନ୍ତ୍ର : ‘ଓଁ ସଂ ଶନିଶ୍ଚରାୟ ନମଃ ।’

ଶନିଦେବଙ୍କ ପ୍ରତିମା ଉପରେ ସୋରିଷ ତେଲ ଚଢାନ୍ତୁ ଏବଂ ଏହି ମନ୍ତ୍ର ଜପ କରନ୍ତୁ : ‘ଓଁ ନିଲାଂଜନ ନିଭାୟ ନମଃ’ ଏବଂ ‘ନିଳ ଛତ୍ରାୟା ନମଃ।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button