ଜ୍ୟୋତିଷ
ଛି ଛି କଳିଯୁଗ ହେବକି ଶେଷ ମାଇଁ କୁ ବାୟା କରୁଛି ଭଣଜା ପ୍ରେମ ଭଣଜା ଙ୍କ ପ୍ରେମରେ ଉବୁଡୁବୁ ମାଇଁ

ନମସ୍କାର ପାଠକ ବନ୍ଧୁ ଗଣ। ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି।ଘରକୁ ଆଣିଲା ସୁନ୍ଦର ବୋହୁ। ପ୍ରେମ ପାଇଁ ବୁଢା ଶ୍ୱଶୁରଙ୍କୁ ମାରିଲା ମାଡ଼।
ପ୍ରେମ ପାଇଁ ଖୁଆଇଲା ବୁଢା ଶ୍ୱଶୁରଙ୍କୁ ମାଡ଼।ଦେଖା ଗଲାନି ସମ୍ପର୍କ।ପ୍ରେମରେ ପଡିଲେ ମାଇଁ ଭଣଜା।ହାର ମାନିଲା ଲମ୍ବା ବୟସ।ମାଇଁ ମନ ଖୋଜିଲା ଭଣଜା ହୃଦୟ।ସ୍ୱାମୀକୁ ଧୋକା ଦେଇ ଯୌବନର ଭୋକ ମେଣ୍ଟାଇବା ପାଇଁ ଭଣଜାକୁ ପ୍ରମେ କଲେ।ସମାଜ ଏବେ ପ୍ରେମ ପାଇଁ ବଦନାମ ହେଲାଣି।
ସମର୍କୀୟ ଭଣଜା ପ୍ରେମରେ ଉବୁଟୁବୁ ହେଲା।ଗ୍ରାମର ଶାସିକାନ୍ତ ସାହୁଙ୍କ ପତ୍ନୀ ସୁଜାତା ସାହୁ।ନିଜର ଦୁଇଟି ସନ୍ତାନ ମଧ୍ୟ ରହିଛି।ଗତ ଏକ ବର୍ଷ ତଳେ ପତ୍ନୀ ସୁଜାତା ତାଙ୍କ ଘରର ଆଗସାମ୍ନା ଘରର ଜଣେ ସମ୍ପର୍କୀୟ ଭଣଜାକୁ ମନ ଦେଇ ବସିଲେ।ଭଣଜା ମଧ୍ୟ ମାଇଁଙ୍କୁ ଦୁନିଆ ଆଗରେ ମାଇଁ ମାଇଁ ଡାକି ନିଜ ହୃଦୟରେ ଦେଇଦେଲା ଜାଗା।
ମଧ୍ୟ ଶ୍ୱଶୁର ଘରକୁ ଦୁନିଆ ଆଗରେ କଳଙ୍କ ସଯାଇଲା।
ସୁଯୋଗ ଦେଖି ଶାଶିକାନ୍ତ ନଥିବା ଅବସ୍ଥାରେ ସୁଜାତାଙ୍କ ଘରକୁ ଗଲା ଆଉ ସୁଜାତାଙ୍କୁ ବଡ଼ ବଡ଼ କଥା କହିଲା।ସ୍ୱପ୍ନ ଦେଖାଇଲା ଆଉ ସେଠୁ ନେଇ ଚାଲିଆସିଲ।ଏହା ଜାଣିବା ପରେ ସ୍ବାମୀ ରାଜସ୍ଥାନରୁ ଆସି ପାଟପୁରା ଥାନାରେ ଏକ ଅଭିଯୋଗ କଲେ।ଅଭିଯୋଗକୁ ଆଧାର କରି ଫେରାର ପତ୍ନୀ ଆଉ ପ୍ରେମୀକ ପାଟପୁରା ପୋଲିସ ଧରିଥିଲେ ମଧ୍ୟ।




