ସ୍ୱାସ୍ଥ୍ୟ

ଗାଧେଇଲା ବେଳେ ପରିସ୍ରା କଲେ କଣ ସବୁ ହୋଇଥାଏ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ସକାଳ ସମୟରେ ଯେତେବେଳେ ଉଠୁ ଛନ୍ତି ସେହି ସମୟରେ ପାଞ୍ଚ ଟି ଜିନିଷ କୁ ଜମା ହେଲେ ବି ଦେଖିବେ ନାହିଁ। ପ୍ରଥମ ଟି ହେଉଛି ଦୋଚାରିଣି ସ୍ତ୍ରୀ, ଯାହାର ଚରିତ୍ର ଜମା ବି ଭଲ ନୁହେଁ ତା ମୁହଁ ଚାହିଁବେ ନାହିଁ।
ଦ୍ଵିତୀୟ ରେ ହେଉଛି ଲ-ଙ୍ଗ-ଳା ହୋଇଥିବା ଛୁଆ କୁ ମଧ୍ଯ ଦେଖିବେ ନାହିଁ। ତୃତୀୟରେ ଏକ ଆକ୍ଷିଆ ଲୋକଙ୍କୁ ମଧ୍ୟ ଦେଖିବେ ନାହିଁ। ଚତୁର୍ଥ ରେ ମଧ୍ଯ କୃପଣ ବ୍ୟକ୍ତି ର ମୁହଁକୁ ଦେଖିବେ ନାହିଁ।
ପଞ୍ଚମ ରେ ଭିକାରୀ କୁ ମଧ୍ୟ ଆପଣ ମାନେ ପ୍ରାତଃ ସମୟରେ ଦେଖିବେ ନାହିଁ। ଏହି ପାଞ୍ଚ ଜଣକ ମୁହଁ ଯଦି ଆପଣ ସକାଳୁ ଦେଖିବେ ତେବେ ଆପଣଙ୍କ ଦିନ କେବେ ହେଲେ ମଧ୍ୟ ଭଲରେ ଯିବ ନାହିଁ।
ସର୍ବ ପ୍ରଥମେ ଆପଣ ଆପଣଙ୍କ ହାତକୁ ଦେଖିବେ ତାହାପରେ ଯାଇ ଯାହା କରି ପାରିବେ। କାରଣ ଆପଣ ମାନେ ଜାଣିଥିବେ କି କୁହାଯାଏ କରାଗ୍ରେ ବସତି ଲକ୍ଷ୍ମୀ। ସେଥି ପାଇଁ ସକାଳୁ ସର୍ବ ପ୍ରଥମେ ଉଠି ହାତକୁ ଦେଖିବା ଉଚିତ।
ପ୍ରତିଦିନ ମଧ୍ୟ ଅତିକମ୍ ରେ ଆପଣ ମାନେ ଆଠ ଗ୍ଲାସ୍ ପାଣି ପିଅନ୍ତୁ ଏବଂ ଏହାକୁ ଠିଆ ହୋଇ ପିଅନ୍ତୁ ନାହିଁ ସର୍ବଦା ବସି କରି ହିଁ ପାଣି ପିଅନ୍ତୁ। ଏବଂ ପାଣି ମଧ୍ୟରେ କେବେ ହେଲେ ମଧ୍ୟ ମଳ ମୂତ୍ର ତ୍ୟାଗ କରନ୍ତୁ ନାହିଁ।
ତାହା କରିଲେ ଆପଣଙ୍କ ମଙ୍ଗଳ ହେବ ପରିବାର ର ମଧ୍ଯ ମଙ୍ଗଳ ହେବ। ବେଶୀ ସମୟ ବସିବା ଦ୍ବାରା ଆପଣଙ୍କ ଗୋଡ଼ ଯଦି ଅକାଲୁଆ ହୋଇ ଯାଉଛି ତେବେ ଯେଉଁ ପଟ ଗୋଡ଼ ହୋଇଛି ତାହାର ବିପରୀତ ଦିଗ କାନକୁ ଟାଣି ଧରି ସାତ ଥର ଓମ୍ ଉଚ୍ଚାରଣ କରନ୍ତୁ।
ଏହା କରିବା ଦ୍ୱାରା ସାଙ୍ଗେ ସାଙ୍ଗ ତାହା କମିଯିବ। ପାଟିରେ ଥିବା ବର୍ଜ୍ୟବସ୍ତୁ ଯଦି ଆପଣ ଘରେ ପକାଉ ଥାନ୍ତି। ତେବେ ବହୁ ଦିନ ଧରି ଅର୍ଜନ କରିଥିବା ଯଶ ସମ୍ମାନ ତାହା ଆପଣଙ୍କ ନିକଟରେ ବେଶି ଦିନ ପର୍ଯ୍ୟନ୍ତ ରହିବ ନାହିଁ।
ସେଥି ପାଇଁ ବର୍ଜ୍ୟବସ୍ତୁ କୁ ଘରର ଏଠି ସେଠି ପକାନ୍ତୁ ନାହିଁ ଏହାକୁ ବାହାରେ କିମ୍ବା ଡଷ୍ଟବିନ ରେ ପକାନ୍ତୁ। ଏଭଳି ଅନେକ ପ୍ରକାରର ସାଧୁ ବାଣୀ ସମ୍ପର୍କରେ ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button