ଜ୍ୟୋତିଷ

ମନ୍ଦିର ଭିତରେ ଭାସୁଛି ଓଜନିଆ ପଥର ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ହେଉଛି ମନ୍ଦୀର ବେଢାରେ ଭାସୁଛି ପଥର। ଶ୍ରଦ୍ଧାଳୁ ଆସୁଛନ୍ତି ଏବଂ ଏହି ପଥରକୁ ମଧ୍ୟ ଟେକୁଛନ୍ତି । ପଥର ଅନେକ ଓଜନ ଅଛି ମାତ୍ର ଏହା ପାଣିରେ ଭାସୁଛି।

ଏହି ଅଲୌକିକ ଘଟଣା ମାନପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀ ମନ୍ଦୀର ଓ ଟାଙ୍ଗୀ ର ପ୍ରସିଦ୍ଧ ଶୈବ ପୀଠ ବାଲୁଙ୍କେଶ୍ୱର ମନ୍ଦୀର ବେଢାରେ ଘଟିଛି।

ବାଲୁଙ୍କେଶ୍ୱର ଦେବ ମନ୍ଦୀର ବେଢାରେ ମଧ୍ୟ ପଥର ଭାସୁ ଥିବାର ଦେଖିବାକୁ ମିଳିଛି। ତେଣୁ ଏହି ମନ୍ଦୀର କୁ ଆସୁଥିବା ଦର୍ଶନକାରୀ ମାନେ ଏହି ପଥର କୁ ଛୁଇଁ ମଧ୍ୟ ମୁଣ୍ଡିଆ ମାରୁଛନ୍ତି।
ଏହି ପଥର ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଲଙ୍କା ଯାଇଥିଲେ ସେତେବେଳେ ସେମାନେ ଶିଳା ଖଣ୍ଡରେ ଶ୍ରୀରାମ ଲେଖି ପାଣି ରେ ପକାଉ ଥିଲେ ଯାହା ଦ୍ୱାରା କି ଏହି ପଥର ଖଣ୍ଡ ଗୁଡିକ ଭାସିବାରେ ଲାଗୁଥିଲା।
ବିଶେଷଜ୍ଞ ମାନେ ଏହା କହିଛନ୍ତି କି ଏ ପଥର ଭାସମାନ ହେବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଏହା ସାଧାରଣ ପଥର ଠାରୁ ସମ୍ପୂର୍ଣ ଭିନ୍ନ ଅଟେ।
ଏବଂ ଏହା ଧାର୍ମିକ ପୀଠ ମାନଙ୍କରେ ରହୁଥିବା କାରଣ ହେତୁ ଲୋକ ମାନେ ଏହାକୁ ଏକ ଧାର୍ମିକ ପଥର ବୋଲି ମାନି ଥାଆନ୍ତି। ଏହା ସତ୍ୟ ହେଉ ଅବା ମିଥ୍ୟା ତଥାପି ଲୋକ ମାନଙ୍କ ମନରେ ଅଗାଢ ବିଶ୍ବାସ ରହିଛି କି ,
ଏହି ପଥର ଖଣ୍ଡରେ ରହିଛି କୌଣସି ପ୍ରକାରର ଏକ ଅଲୌକିକ ଶକ୍ତି। ଲୋକଙ୍କ ବିଶ୍ବାସ କୁ ମଧ୍ୟ ଭ୍ରମ ବୋଲି କହିବା ଅନୁଚିତ୍ ହେବ।
ତେବେ ଏହା କେଉଁ ପଥର ତାହା ଜାଣିବା ନିଶ୍ଚିତ ଭାବରେ ଉଚିତ ଅଟେ। ବିଜ୍ଞାନ ଏହି କଥା କୁ ବିଶ୍ବାସ କରୁ ନଥିବା ବେଳେ ସବୁରି ବିଶ୍ବାସ ମୂଳେ କାରଣ ହେଉଛି ଭଗବାନ ବୋଲି ଜଣା ପଡିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button