ସ୍ୱାସ୍ଥ୍ୟ

ଶରୀରର ଏହି ସ୍ଥାନରେ ଝିଟିପିଟି ପଡ଼ିଲେ ହୁଏ ଶୁଭ ଦେଖନ୍ତୁ କେଉଁ କେଉଁ ସ୍ଥାନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଛୁ କି କେଉଁଟି ଆପଣ ଙ୍କ ପାଇଁ ମଙ୍ଗଳ କାରୀ ହୋଇଥାଏ ଓ କେଉଁଟି ଆପଣଙ୍କ ପାଇଁ ମଙ୍ଗଳ କାରୀ ହୋଇ ନଥାଏ।
ଘର ସାମ୍ନାରେ ମୁରୁଜରେ ଲକ୍ଷ୍ମୀ ପାଦ ପକାଇବା ଦ୍ବାରା ଏହା ମଙ୍ଗଳ କାରୀ ହୋଇଥାଏ ଏବଂ ଦୁଷ୍ଟ ଆତ୍ମାର ଦୃଷ୍ଟି ଘର ଉପରେ ପଡି ନଥାଏ। ଠାକୁର ଘରର ଆଖ ପାଖରେ ଔଷଧ ରଖିବା ଉଚିତ ନୁହେଁ ଏହା ଆପଣଙ୍କ ପାଇଁ ଅମଙ୍ଗଳ କାରୀ ହୋଇଥାଏ।
ଶୋଇବା ଖଟ ତଳେ କେବେ ହେଲେ ମଧ୍ୟ ଲୁଣ, ତେଳ, ଜୋତା ଓ ଝାଡ଼ୁ ରଖିବାର ଉଚିତ ନୁହେଁ ଏହାଦ୍ୱାରା ମାନସିକ ଅଶାନ୍ତି ଦେଖା ଦେଇଥାଏ।
ଲାଲ ରଙ୍ଗର ରିବନ୍ ଘରେ ଟାଙ୍ଗିବା ଦ୍ବାରା ଘରେ ଧନର ଆଗମନ ହୋଇଥାଏ। ଯଦି ଝିଅ ବାହାଘର ଡେରିରେ ହେଉଥାଏ ତେବେ ଘରେ ହଳଦିଆ ରଙ୍ଗର ବେଡ ସିଟ୍ ପକେଇବା ଦ୍ବାରା ଝିଅ ବାହାଘର ଶୀଘ୍ର ହୋଇଥାଏ।
ଘରେ ଯଦି ପଇସା ଅଭାବ ଦେଖାଦିଏ ତେବେ ପଇସା ରଖୁଥିବା ଘରକୁ ଲାଲ କିମ୍ବା ହଳଦିଆ ରଙ୍ଗ କରିବା ଦ୍ୱାରା ଏହା ଶୁଭ ହୋଇଥାଏ।
ଯଦି ଚାକିରୀ କିମ୍ବା ଇଣ୍ଟର୍ଭିଉ ପାଇଁ ଆପଣଙ୍କୁ ଯିବାକୁ ଥାଏ ତେବେ ଏକ ଲାଲ୍ ରଙ୍ଗର ରୁମାଲ କୁ ଆପଣଙ୍କୁ ପାଖରେ ରଖିବା ଉଚିତ ଅଟେ।
ଯଦି ଧାର କରଜ ହୋଇଥାଏ ତେବେ ମଙ୍ଗଳ ବାର ଦିନ କରଜ ସୂଜିବା ବେଶ ସହଜ ହୋଇଥାଏ। ଘରର ଦକ୍ଷିଣ ଦିଗରେ ପାଣି ଟ୍ୟାପ୍ ରଖିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଧାର କରଜ ବୃଦ୍ଧି ହୋଇଥାଏ।
ଜଙ୍ଘରେ ଝିଟିପିଟି ପଡ଼ିବା ଦ୍ବାରା ଅର୍ଥ କ୍ଷୟ ହେବାର ସମ୍ଭାବନା ଥାଏ। ଏବଂ ପାଦରେ ପଡ଼ିବା ଦ୍ବାରା ଦେଶ ଭ୍ରମଣ କରିବା ର ସମ୍ଭାବନା ଥାଏ। କଣ୍ଠରେ ଝିଟିପିଟି ପଡ଼ିବା ଦ୍ବାରା ଏହା ବୋହୂ ଅର୍ଥ ଆଗମନର ଏକ ସଂକେତ ଥାଏ।
ଏବଂ ପିଠିରେ ପଡିବା ଦ୍ଵାରା ବୋହୂ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ମୁହଁ ଉପରେ ଝିଟିପିଟି ପଡିଲେ ମିଷ୍ଟ ଦ୍ରବ୍ୟ ଭୋଜନ କରିବାର ଏକ ସଂକେତ ହୋଇଥାଏ। ଏବଂ ନାକ ଉପରେ ପଡିଲେ ସୁଗନ୍ଧିତ ଦ୍ରବ୍ୟ ପ୍ରାପ୍ତ ହେବାର ସଂକେତ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button