ଦେଶ- ବିଦେଶ

ଆସିଗଲା କଳି ଯୁଗର ଶେଷ ସମୟ, ଶେଷ ନିଃଶ୍ୱାସ ନେଉଛି ହିମାଳୟ ର ଯୋଶୀ ମଠ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନ କୁ ଦିନ ଏହି ମାଳିକା ବଚନ ସତ୍ୟ ପ୍ରତିତ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଧୀରେ ଧୀରେ ବିଶ୍ବାସ କରିବାକୁ ଲାଗିଲେଣି।
ତେବେ ଆପଣ ମାନେ ମଧ୍ୟ ଏହା ଜାଣିଥିବେ କି ଏବେ କେବଳ ଓଡ଼ିଶା ରେ ନୁହେଁ ବରଂ ସାରା ଭାରତବାସୀ ଦିନକୁ ଦିନ ଏହି କଥାକୁ ବିଶ୍ବାସ କରିବାକୁ ଲାଗିଲେଣି। ଆପଣ ମାନେ ଜାଣିଥିବେ କି ମାଳିକା ରେ ଆମ ଦେଶ ଓ ରାଜ୍ୟର ଭବିଷ୍ୟ ସମ୍ପର୍କ ରେ ଅନେକ କଥା କୁହା ଯାଇଥାଏ।
ତେବେ ଆପଣ ମାନେ ଯୋଷି ମଠ ସମ୍ପର୍କ ରେ ବେଶ ଭଲ ଭାବରେ ଜାଣି ସାରି ବେଣି ଯୋଉଁଥିରେ କି ୬୦୦ ରୁ ଅଧିକା ପରିବାର କୁ ସେଠାରୁ ସ୍ଥାନାନ୍ତର କରି ସାରିଲେଣି। ଏବଂ ଘରର କାନ୍ଥ ମଧ୍ଯ ଭୁଷୁଡି ପଡିବାରେ ଲାଗିଲାଣି ସେଠାରେ।
ସରକାର ମଧ୍ୟ ସେହି ଘଟଣାରେ ବାଟବଣା ହୋଇ ସାରିଲେଣି। ମାଳିକା ମଧ୍ୟ ଏହି ଘଟଣା ସମ୍ପର୍କ ରେ ପ୍ରମାଣ ପ୍ରଦାନ କରିଛି। ଅନେକ ଗବେଷକ ମାନେ ଏହା କହିଛନ୍ତି କି ଶତାବ୍ଦୀ ର ଖରାପ୍ ସମୟ ହେଉଛି ୨୦୨୩।
ଏହି ସମ୍ପର୍କ ରେ କହିବାକୁ ଯାଇ ବାବା ଦିବାକର ଦାସ ମହାରାଜ କହିଥିଲେ କି ଏହି ଲୀଳା ବର୍ତ୍ତମାନ୍ ସମୟରେ ଦେବ ଭୂମି ରୁ ଆରମ୍ଭ ହୋଇ ସାରିଛି। ଆଉ ଏହା ଉତ୍ତରାଖଣ୍ଡ ର ଯୋଷୀ ମଠ ରୁ ଆରମ୍ଭ ହୋଇ ସାରିଛି।
ଏହା ମଧ୍ୟ ମାଳିକା ରେ ଉଲ୍ଲେଖ ଅଛି କି ଭୂମିକମ୍ପ ହେବ ଭୂସ୍ଖଳନ ହେବ , ବାସୁକି ଫଣା ଟେକିବ ଯାହାଫଳରେ କି ସାରା ଭୂମି କମ୍ପିବ ଯାହାକୁ କି ଏବେ ବିଜ୍ଞାନ ଭୂସ୍ଖଳନ ବୋଲି କହୁଛି।
ମହାପୁରୁଷ ଯେଉଁ ଲୀଳା ସବୁ ଲେଖି ଦେଇ ଯାଇଥିଲେ ଏବେ ସେସବୁ ମଧ୍ୟ ଚାଲିଛି। ଏବେ ଉତ୍ପାତ ର ସବୁ ସମୟ ସରି ଯାଇଛି ଏବଂ ଏକ ବିତ୍ପାତ ର ସମୟ ଆରମ୍ଭ ହୋଇ ଯାଇଛି ବୋଲି ସାଧୁ ଜଣକ କହିଥିଲେ।
ମଣିଷ ଯେଉଁଭଳି ଭାବରେ ଅନ୍ୟାୟ ଅଧର୍ମ କରି ଚାଲିଛି ତାହାକୁ ଏବେ ପୃଥିବୀ ସହ୍ୟ କରି ପାରୁ ନାହିଁ। ଏବେ ବିନାଶ ର ଲୀଳା ମଧ୍ଯ ଦେବ ଭୂମୀ ରୁ ଆରମ୍ଭ ହେବ ବୋଲି କୁହାଯାଇ ଅଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button