ଦେଶ- ବିଦେଶ

ଭାରତର ଷ୍ଟାର ବ୍ୟାଟସମ୍ୟାନ ରିଷଭ ପନ୍ଥଙ୍କ ଭଉଣୀ କେଉଁ ମଡେଲଠୁ ବି କମ ନୁହେଁ, 18 ବର୍ଷରୁ ବଡ ଲୋକ ଜୁମ କରି ଏହି ଫଟୋ ଦେଖନ୍ତୁ

ଭାରତର ଷ୍ଟାର ବ୍ୟାଟସମ୍ୟାନ ରିଷଭ ପନ୍ଥଙ୍କ ଭଉଣୀ କେଉଁ ମଡେଲଠୁ ବି କମ ନୁହେଁ

ଆଜି କାଲି ଭାରତୀୟ କ୍ରିକେଟ ଦୁନିଆରେ ଜଣେ ଏମିତି ଖେଳାଳୀ ଅଛନ୍ତି , ଯ଼ାହାଙ୍କ ଚର୍ଚା ଏବେ ଚାରି ଆଡେ ଯୋର ଧରିଛି । ସେ ଖେଳାଳୀ ଜଣଙ୍କ ଆଉ କେହି ନୁହେଁ, ଭାରତର ଧୁଆଁଧାର ବ୍ୟାଟସ୍ ମ୍ୟାନ ରିଷଭ ପନ୍ଥ ଅଟନ୍ତି । ପୁର୍ବ ମାସରେ ରିଷଭ ପନ୍ଥ ଇଲଣ୍ଡ ବିରୁଦ୍ଧରେ ଧୁଆଁଧାର ମ୍ୟାଚ ଖେଳିଥିବା ବେଳେ ଏହି ମାଲରେ ୱେଷ୍ଟ ଇଣ୍ଡିଜ ସହ ପ୍ରଥମ ମ୍ୟାଚରେ ମଧ୍ୟ ଏକ ଧୁଆଁଧାର ମ୍ୟାଚ ଖେଳି 92 ରନ କରିଥିଲେ , ଆପଣଙ୍କୁ ଆମେ ଏ ବି କହିଦେଉଛି କି , ଧୋନିଙ୍କ ପରେ ଏବେ ଋଷଭ ପନ୍ଥଙ୍କୁ ଭଲ ୱକେଟ କିପର ରୁପେ ମନାଯାଏ, ତାଙ୍କର ୱକେଟ କିପିଙ୍ଗର ଶୌଳୀତ ଆପଣ ମାନେ ipl ରେ ଦେଖିଥିବେ ।

ଆଫଣ ଏ ମଧ୍ୟ ଜାଣି ଆଶ୍ଚଯ୍ୟ ହେବେ ଯେ ଋଷଭ ପନ୍ଥ ଏ ବର୍ଷ ଆଇ ପି ଏଲ ରେ ସବୁଠୁ ଦାମି ଖେଳାଳୀ ଥିଲେ ଏବଂ ସବୁଠୁ ଅଧିକ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପର ହକଦାରରେ ଦ୍ବୀତିୟ ସ୍ତାନରେ ଥିଲେ । ଆପଣହ୍କୁ କହି ଦେଉଛୁ କି ଋଷଭ ପନ୍ଥଙ୍କ ଜନ୍ମ 4 ଅକ୍ଟୋବର 1997 ମସିହାରେ ଉତରାଖଣ୍ଡରେ ହୋଇଥିଲା । ଋଷଭଙ୍କ ପିତାଙ୍କ ନାମ ରାଜେଷ ପନ୍ଥ ଥିଲା, ଏବଂ ତାଙ୍କର ସ୍ବପ୍ନ ଥିଲା କି ତାଙ୍କ ପୁଅ ଜଣେ ଭଲ କ୍ରିକେଟର ବନୁ ବୋଲି ।

 

ହେଲେ 4 ଅପ୍ରେଲ 2017 ର ରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଋଷଭ ପନ୍ଥଙ୍କର ଗୋଟିଏ ସୁନ୍ଦର ଭଉଣୀ ବି ଅଛି, ଯାହାର ନାଁ ଶାକ୍ଷୀ ପନ୍ଥ ଅଟେ ।

 

ଆପଣଙ୍କୁ କହିଦେଉଛୁ କି, ଋଷଭ ପନ୍ଥଙ୍କ ପାଇଁ ଏବେ ତାଙ୍କ ଭଉଣୀ ବହୁତ ଫେମୋସ ହୋଇଛନ୍ତି । ଏବଂ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଗୁଡିକରେ ଏବେ ଲକ୍ଷ ଲକ୍ଷ ଫଲୋର ବନି ସାରିଲେଣି । ସମସ୍ତେ ଏବେ ଋଷଭଙ୍କ ଭଉଣୀଙ୍କ ସୁନ୍ଦରତାରେ ମୁଗ୍ଧ । ନିଜ ଭାଇର ଖେଳ ଦେଖିବାକୁ ସେ େ ବର୍ଷ କ୍ରିକେଟ ପଡିଆକୁ ଯାଇଥିଲେ ଆଉ ଯେଉଁଥି ପାଇଁ ସେ ବହୁତ ଫେମୋସ ହୋଇ ଯାଇଚନ୍ତି ।

 

ଆଉ ସେହି ଦିନ ଋଷଭ ପନ୍ତ ଭି ଗୋଟିଏ ବହୁତ ଜବରଦସ୍ତ ବାରି ଖେଳିଥିଲେ ।

 

ଆପଣହ୍କୁ ଆମେ ଏ ବି କହିଦେଉଛୁ କି ଋଷଭଙ୍କ ଭଉଣୀ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ଏବେ ତାଙ୍କ ପଛରେ ବହୁତ ଟୋକା ପାଗଳ ହୋଇ ପଡିଛନ୍ତି । ସୋସିଆଲ ମିଡିଆରେ ସାକ୍ଷୀ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି, ବନ୍ଧୁ ଯଦି ଆପଣହ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ଲାଇକ ଆଉ ସେୟାର ନିସ୍ଚୟ କରିବେ.

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button