ଜ୍ୟୋତିଷ

ଘରେ ଚପଲ ଓଲଟା ପଡ଼ିଲେ କେଉଁ ଅସୁବିଧା ହେଇଥାଏ , ଜାଣି ରଖନ୍ତୁ.. କଣ ହେବ ଅସୁବିଧା

କିଛି ଘର ଅଛି ସବୁବେଳେ ପ୍ରତିଦିନ କିଛି ନା କିଛି ଅଶାନ୍ତି ଲାଗି ରହିଥିବ।କିଛି ଘର ଅଛି ପ୍ରତିଦିନ କୌଣସି ସଦସ୍ୟ ର କାହାର ଜ୍ଵର ହୋଇଥାଏ, କାହାର ମୁଣ୍ଡ ବିନ୍ଧା ହୋଇଥାଏ ଏପରି ଦେଖା ଦେଇଥାଏ।
ଏଥିପାଇଁ ଗୋଟିଏ ସୁନ୍ଦର ପ୍ରତିକାର ରହିଛି।ଯଦି ଏପରି ହୋଇଥାଏ ଯେଉଁଠି ଆପଣମାନେ ବସି ଖାଉଛନ୍ତି ଭୋଜନ ଦିଗର ଉତ୍ତର ଦିଗ ର କାନ୍ଥ ରେ ଯୋଡିଏ ମାଛ ଚିତ୍ର କରି ଦେବେ।ନଚେତ୍ ଯୋଡିଏ ମାଛର ମୂର୍ତ୍ତି ଆଣି ରଖନ୍ତୁ।ଏପରି କରିଲେ ଅଶାନ୍ତି ଦୂରେଇ ଯିବ।
ଶିବ ଲିଙ୍ଗ ଉପରେ ଯେଉଁ ବେଳ ପତ୍ର ଚଢଉ ଛନ୍ତି ତାହା ତାଜା ହୋଇଥିବା ଦରକାର।ଏବଂ କଟା, ଫଟା ବେଲ ପତ୍ର ହୋଇ ନଥିବ। ତିନୋଟି ପତ୍ର ବହୁତ ପରିଷ୍କାର ରହିଥିବ।ଏହି କଥା ମନେ ରଖିଲେ ମଙ୍ଗଳ ହେବ।
ବହୁତ ଲୋକ ଅଛନ୍ତି ବୟସ ହୋଇ ନଥିବ କିମ୍ବା ବୟସ ଟିକେ ହୋଇଗଲେ କାନ କୁ ଭଲରେ ଶୁଭେ ନାହିଁ।ଯଦି ଏପରି ହେଉଥିବ ତାହେଲେ କାନରେ ଟିକେ ତେଲ ପକାଇ ଦେବେ।ପ୍ରତି ଶନିବାର ଦିନ ସୂର୍ଯ୍ୟ ଅସ୍ତ ପରେ କାନରେ ତେଲ ପକାନ୍ତୁ।
ସମସ୍ତଙ୍କ ଘରେ ଘଣ୍ଟି ଥାଏ। ଯାହା ଘରେ ଘଣ୍ଟି ଉପରେ ଗରୁଡ ଚିତ୍ର ଅଙ୍କା ହୋଇଥିବ ସେହି ଘଣ୍ଟି ଯଦି ନୀତି ବାଜୁଥାଏ ତାହେଲେ ସେ ଘରକୁ ଅଗ୍ନି ଭୟ, ବଜ୍ର ଭୟ, ଚୌର ଭୟ
ଏହି ତିନୋଟି ଭୟ ଘର ଭିତରକୁ ପ୍ରବେଶ କରିବ ନାହିଁ।ରବିବାର ଦିନ ଦୁବ ଛିଡାଇବେ ନାହିଁ।ବିଶେଷ ଭାବରେ ରବିବାର ଆଉ ବୁଧୁବାର ବରଗଛ ମୂଳରେ କେବେ ପାଣି ଢାଳିବେ ନାହିଁ।ଏପରି କରିଲେ ମଙ୍ଗଳ ହେବ।
ରବିବାର ଦିନ ଯାତ୍ରା କରୁଥିଲେ ମୁଣ୍ଡରେ ହାତ ଦେଇ ଯାତ୍ରା କରିବା ଉଚିତ।ସୋମବାର ଦିନ ମୁହଁରେ ହାତ ଦେଇ ଯାତ୍ରା କରିବେ।ଘରେ ଠାକୁର ପୂଜା କରିବା ବେଳେ
ଛୁଆ ମାନେ ଯଦି କାନ୍ଦିବେ ତାହେଲେ ଜାଣିବେ ଯେ କିଛି ଅଶୁଭ ଘଟଣା ଘଟିବ।ଘରେ ଯଦି ଚପଲ ଓଲଟା ପଡ଼ିଥାଏ ତାହେଲେ ବହୁତ ଅସୁବିଧା ହୋଇଥାଏ।ପ୍ରତିଦିନ ଘରେ ଝଗଡ଼ା ଲାଗିଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button