ମନୋରଞ୍ଜନ

ଅମ୍ବାନୀ ଙ୍କ ସ୍ତ୍ରୀ ଉପରେ ଭୁଲ୍ ଭାବରେ ନଜର ପକାଇଥିଲା ଏହି ଯୁବକ ! ରାଗ ରେ ରକ୍ତ ଚାଉଳ ଚୋବେଇଲେ ଅମ୍ବାନୀ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କୁ ମୁକେଶ ଅମ୍ବାନୀ ଙ୍କ ସଂପର୍କରେ କୌଣସି ପରିଚୟ ଦେବା ପାଇଁ ପଡିବ ନାହିଁ କାରଣ ସେ ନିଜ ପରିଚୟ ହିଁ ନିଜେ ସୃଷ୍ଠି କରିଛନ୍ତି।
ଯାହା ପାଇଁ ସେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ମୁକେଶ ଅମ୍ବାନୀ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି। ଆଉ ସେ ଏକାଧିକ ପଇସା ମଧ୍ୟ ରୋଜଗାର କରନ୍ତି। ମାତ୍ର ସେ ଜଣେ ସାଧାରଣ ବ୍ୟକ୍ତି ଭାବରେ ହିଁ ଜୀବନ ଯାପନ କରନ୍ତି।
Special Report
ହେଲେ ତାଙ୍କର ସ୍ତ୍ରୀ ନୀତା ଅମ୍ବାନୀ ଙ୍କୁ ନେଇ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚା ହେଉ ଥିବାର ନଜର ଆସିଥାଏ। ସେ ତାଙ୍କ ପଛରେ ଅନେକ ଟଙ୍କା ଖର୍ଚ୍ଚ କରନ୍ତି। ଯାହାକୁ ନେଇ ମୁକେଶ ଅମ୍ବାନୀ ମଧ୍ୟ ଚିଡି ଯାଉ ଥିବାର କୁହା ଯାଉଛି।
ତେବେ ଆପଣ ମାନେ ଜାଣିଥିବେ କି ନୀତା ଅମ୍ବାନୀ ତାଙ୍କର ମେକଅପ୍ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ଏହା ବ୍ୟତୀତ ସେ ସେ ଯେଉଁ ବୋତଲରେ ପାଣି ପିଅନ୍ତି ତାହାର ଦାମ୍ ମଧ୍ୟ ୪ ଲକ୍ଷ ଟଙ୍କା ଅଟେ।
ଆଉ ସେ ଯେଉଁ ଶାଢ଼ୀ ପିନ୍ଧନ୍ତି ତାହା ତାହାର ଦାମ୍ ମଧ୍ୟ ଲକ୍ଷାଧିକ ଟଙ୍କା ହୋଇଥାଏ। ଏହା ବ୍ୟତିତ ସେ ଯେଉଁ ବ୍ୟାଗ୍ କୁ କାନ୍ଧରେ ପକାଇ ଥାଆନ୍ତି ତାହାର ମୂଲ୍ୟ ମଧ୍ୟ ଦୁଇ ଲକ୍ଷ ଟଙ୍କା। ସେ ଯେଉଁ କପ୍ ରେ ଚାହା ପିଅନ୍ତି ତାହାର ଧାର ସୁନା ରେ ତିଆରି ହୋଇଥାଏ।
Special Report
ଏଭଳି ସେ ତାଙ୍କ ପଛରେ ଲକ୍ଷାଧିକ ଟଙ୍କା ବ୍ୟୟ କରନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ କହୁଛନ୍ତି କି ନୀତା ଅମ୍ବାନୀ ଙ୍କ ଏଭଳି ଟଙ୍କା ବ୍ୟୟ ପାଇଁ ମୁକେଶ ଅମ୍ବାନୀ ଚିଡି ଯାଉଥିବେ।
ହେଲେ ଆମେ ଆପଣଙ୍କୁ ଏହା କହି ଦେବାକୁ ଚାହୁଁଛୁ କି ମୁକେଶ ଅମ୍ବାନୀ ଅଚଳାଚଳ ସପତ୍ତି ର ମାଲିକ ଅଟନ୍ତି। ସେଥିପାଇଁ ତାଙ୍କୁ ନୀତା ଅମ୍ବାନୀ ଙ୍କ ଏହି ଖର୍ଚ୍ଚର କୌଣସି ପ୍ରଭାବ ପଡି ନଥାଏ।
Special Report
ଏବେ ସୋସିଆଲ ମିଡ଼ିଆରେ ଏହି ଘଟଣା ସଂପର୍କରେ ଖୁବ ତଥ୍ୟ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣ ଏହି ସମ୍ପର୍କରେ ଜାଣିବା ପରେ ଏହା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button