ରାଜ୍ୟ

ମାଳିକା ବଚାନ ହୋଇଗଲା କି ସତ : ହୀରାକୁଦ ଡ଼୍ୟାମ ଫାଟ ରୁ ବାହାରିଲା ବିଶାଳ କାୟ ବାସୁକୀ ନାଗ

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଦିନ କୁ ଦିନ ଓଡ଼ିଶା ଉପରେ ବିପଦ ବଢିବାରେ ଲାଗିଛି।ଲାଗୁଚି ଆଉ ଅଳ୍ପ ଦିନ ମଧ୍ୟରେ ମାଳିକା ରେ ଲେଖା ଥିବା କଥା ସତ ହୋଇ ଯିବ।ମାଳିକା ରେ ଆଜି ଯାଏଁ ଯାହା ଲେଖା ହୋଇଛି ତାହା ଅକ୍ଷରେ ଅକ୍ଷରେ ସତ ହୋଇଚି।
Special report
୨୪ ଅଙ୍କରେ ଓଡ଼ିଶା ଉପର କୁ ବିପଦ ମାଡ଼ି ଆସିବ ବୋଲି ଏବେଠାରୁ କୁହା ଗଲାଣି।ଏଥିପାଇଁ ଏବେ ଠାରୁ ନେତା ମନ୍ତ୍ରୀ ମାନଙ୍କ ଚିନ୍ତା ବଢିବାରେ ଲାଗିଛି।ଆଗକୁ କିପରି ଭାବେ ଏହାର ସମାଧାନ କରିବେ ସେଥିପାଇଁ ସେମାନେ ଚେଷ୍ଟା କରୁଛନ୍ତି।
ସୂଚନା ଅନୁସାରେ ମାଳିକା ରେ ଲେଖା ହୋଇଛି କି ୨୦୨୪ ମସିହା ରେ ଓଡ଼ିଶା ର ସମ୍ବଲପୁର ଜିଲ୍ଲା ରେ ଥିବା ହୀରାକୁଦ ନଦୀ ବନ୍ଧ ଭାଙ୍ଗିବ।ପାଣି ମାଡି ଆସିବ।ପାଣି ଭିତରୁ କାଳୀୟ ନାଗ ମାନେ ବାହାରି ଆସି ଲୋକ ମାନଙ୍କୁ ମାରି ଖାଇ ଚାଲିବେ।
ଏବେ ଠାରୁ କାଳୀୟ ନାଗ ର ବଂଶ ଧର ମାନେ ହୀରାକୁଦ ରେ ଦେଖା ଯାଉଛନ୍ତି।ତେବେ ଲୋକ ମାନେ ଭାବୁଛନ୍ତି କି ଆଉ ଅଳ୍ପ ଦିନ ମଧ୍ୟରେ ହୀରାକୁଦ ନଦୀ ବନ୍ଧ ଭାଙ୍ଗି ବହୁତ ଲୋକ ମ-ରି ଯିବେ।
ଏବେ ମୁଣ୍ଡ କାଢି ଫଣା ଟେକି ଛନ୍ତି ଶେଷ ନାଗ ଙ୍କ ବଂଶ ଧର।ଧୀରେ ଧୀରେ ସେମାନେ ଉପରକୁ ଆସିବେ।୬୦୦ ବର୍ଷ ତଳେ ଯାହା ପୋଥି ରେ ଲେଖା ହୋଇ ରହିଛି।ତାହା ଦିନ କୁ ଦିନ ସତ ହେଉଛି।ଲୋକ ମାନେ ଅନେକ ପାପ କାମ ରେ ଲିପ୍ତ ରହୁଛନ୍ତି।
ଯାହା ଫଳ ରେ କଳିଯୁଗ ଧୀରେ ଧିରେ ଶେଷ ହୋଇ ଯିବ। ଅବେଳ ରେ ଅନେକ ଲୋକ ମରି ଯାଉଛନ୍ତି।ଆଖି ସାମ୍ନା ରେ ଗୋଟିଏ ମା ଠାରୁ ତାର ପୁଅ ଦୂରେଇ ଯାଉଛି।
କଳିଯୁଗ ମାଳିକା ରେ ବର୍ଣ୍ଣିତ ରହିଛି ୨୪ ଅଙ୍କ ରେ ହୀରାକୁଦ ବନ୍ଧ ଭାଙ୍ଗିଯିବ।ପାଣି ଚାରିଆଡ଼େ ମାଡ଼ି ଆସିବ।ଏଥିରେ କାଳୀୟ ନାଗ ରହି ଲୋକ ଙ୍କୁ ଚୋବେଇ ଚୋବେଇ ଖାଇବ।ଯାହାକୁ ନେଇ ଲୋକ ଙ୍କ ମଧ୍ୟ ରେ ଏବେ ଠାରୁ ଭୟ ଦେଖା ଗଲାଣି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button