ଦେଶ- ବିଦେଶ

ମହାଦେବଙ୍କ ଚମତ୍କାରରେ ସାକ୍ଷାତ ପ୍ରକଟ ହେଲେ ଭୋଳା ଶଙ୍କର ଦେଖନ୍ତୁ ସାମ୍ନାକୁ ଆସିଲା ଅଲୌକିକ ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣତଃ ବର୍ଷା ଦିନେ ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ଯାହାଫଳରେ ସାପ ଆମକୁ କାମୁଡ଼ିଦେବା ଭୟରେ ଆମେ ଦେଖୁ ଦେଖୁ ହିଁ କିଛି ନଭାବି ସାପଟିକୁ ଆଘାତ ପହଁଚାଇଥାଉ।
Special Report
ଅପରପଟେ ଅନେକ ସ୍ଥାନରେ ଅଜାଣତରେ ସାପ ସଂସ୍ପର୍ଷରେ ଆସି ଅନେକ ଲୋକ ସାପ କାମୁଡାରେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। ତେବେ ପ୍ରାୟତଃ ସମୟରେ ଘରେ କିମ୍ବା ଘର ବାହାରେ ସାପକୁ ଦେଖିଲେ ଲୋକମାନେ ମାରିଦେଇଥାନ୍ତି।
ଏହି ସମୟରେ ଯଦି ସାପ ଭୁଲବଶତଃ ନିକଟକୁ ଆସିଥାଏ, ତେବେ ଲୋକମାନେ ଅଧିକମାତ୍ରାରେ ଭୟଭୀତ ହୋଇ ପଡ଼ିଥାନ୍ତି। ସାପ ବିଷାକ୍ତ ହୋଇଥିବା କାରଣରୁ ତାହା ନିକଟକୁ କୌଣସି ବ୍ୟକ୍ତି ବିଶେଷ ଯାଇ ନଥାନ୍ତି।
Special Report
ଏଭଳି ସ୍ଥଳରେ ସାପକୁ ନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ସମୟରେ ସ୍ଵୟଂ ପ୍ରଭୁ ନାଗ ସାପ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।
ତେବେ ବନ୍ଧୁଗଣ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ହୁକୁମା ଗାଁ ନିକଟରେ ଥିବା ବାଲୁଙ୍କେଶ୍ୱର ମନ୍ଦିରରେ ଏକ ନାଗ ସାପ ରହିଥିବା ଜାଣିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।
Special Report
ଫୁଲ ଦୀପ ଧୂପ ଲଗାଇ ସରାରେ କ୍ଷୀର ଦେଇ ନଡ଼ିଆ କଦଳୀ ଭୋଗ କରି ନାଗ ସାପକୁ ପୂଜାର୍ଚନା କରୁଛନ୍ତି ଭକ୍ତ। ଆଜି ଭୋର୍ ତିନିଟା ସମୟରେ କିଛି ମହିଳା ମନ୍ଦିର ପ୍ରାଙ୍ଗଣକୁ ଝାଡୁ କରୁଥିବା ବେଳେ ସାପଟି ରହିଥିବା ଦେଖିବାକୁ ପାଇଥିଲେ।
Special Report
ଏହାପରେ ଗାଁ ଲୋକଙ୍କୁ ଖବର ଦେବାପରେ ଧିରେ ଧିରେ ଶ୍ରଦ୍ଧାଳୁ ଙ୍କର ଭିଡ଼ ଜମିଥିଲା। ଖବର ପ୍ରଶାରିତ ହେବାପରେ ଏବେ ଧିରେ ଧିରେ ଭକ୍ତଙ୍କ ସୁଅ ଛୁଟୁଛି। ବହୁ ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳିନଥିଲା।
କାର୍ତ୍ତିକ ମାସ ଶନିବାର ମନ୍ଦିରରେ ନାଗକୁ ଦେଖିବା ପରେ ଲୋକଙ୍କ ଭିଡ଼ ଜମୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ବନ୍ଧୁଗଣ ଏହି ଖବରଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button