ଜ୍ୟୋତିଷ

ଜାଣନ୍ତୁ ଆପଣଙ୍କ ପୂର୍ବ ଜନ୍ମର କର୍ମ ଫଳ କେମିତି ମିଳେ ଏହି ଜନ୍ମରେ କଣ ଥିଲେ କଣ ହେଲେ ଜାଣନ୍ତୁ ସମ୍ପୂର୍ଣ ସତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଣିଷ ଏହି ଜନ୍ମରେ ପୂର୍ବ ଜନ୍ମର କିଛି କର୍ମଫଳ ଭୋଗ କରେ। ଆଉ ଆମେ ଏହି ଜନ୍ମରେ ଯେଉଁ କର୍ମ କରୁଛେ ତାହା ଆସନ୍ତା ଜନ୍ମରେ ନିଶ୍ଚିନ୍ତ ଭୋଗ କରିବା। ଯଦି ଆମେ ପୂର୍ବ ଜନ୍ମରେ କାହାକୁ ବିଦ୍ୟା ଦାନ କରିଥିବା ତେବେ ଏହି ଜନ୍ମରେ ଆମେ ବିଦ୍ୱାନ ହେବା।
Special Report
ଗୀତା କହେ ତିନି ପ୍ରକାର କର୍ମ ଅଛି ସଞ୍ଚିତ, ପ୍ରାରନ୍ଧ, କ୍ରୀୟମାଣ। ବନ୍ଧୁଗଣ ଗୋଟିଏ ପୋଖରୀ ଭିତରେ ଜଣେ ତପସ୍ୱୀ ଆରମ୍ଭ କଲେ ତାଙ୍କ ତପସ୍ୟା। ପଞ୍ଚ ଦିନ ଯାଏଁ ତପସ୍ୟା କରୁଥିବା ସମୟରେ ପୋଖରୀ ପାଣି ସବୁ ଜମାଟ ବାନ୍ଧିବାକୁ ଲାଗିଲା।
ହେଲେ ତପସ୍ୱୀ ଜଣକ ଶୀତ କାକରରେ ସେମିତି ପୋଖରୀ ଭିତରେ ଠିଆ ହୋଇ ତପସ୍ୟା କରିବାରେ ଲାଗିଥାନ୍ତି। ଶେଷରେ ପୋଖରୀ ପାଣି ବରଫ ହେଇଗଲା। ଆଉ ସେହି ବରଫ ଉପରେ ତପସ୍ୱୀ ଜଣକ ଟଳି ପଡିଲେ।
Special Report
ସେହି ସମୟରେ ଆଉ ଜଣେ ଋଷି ତାଙ୍କ ଝିଅକୁ ନେଇ ସେହି ବାଟରେ ଯାଉଥିଲେ। ସେ ଦେଖିଲେ ବରଫ ଉପରେ ସେହି ଜଣେ ପଡିଛନ୍ତି। ଏହାପରେ ଋଷି ଆଉ ତାଙ୍କ ଝିଅ ସେହି ତପସ୍ୱୀଙ୍କୁ ବାହାର କରିଲେ।
ସେମାନେ ଦେଖିଲେ ତପସ୍ୱୀ ଜଣକ ବଞ୍ଚିବା ସମ୍ଭବ ନୁହେଁ। ସେତିକି ବେଳେ ଆଉ ଜଣେ ଋଷି ସେହି ବାଟରେ ଯାଉଥିଲେ। ସେହି ଋଷିଙ୍କୁ ବୈଦ୍ୟ ଜ୍ଞାନ ଜଣାଥିଲା। ସେହି ଋଷି ଜଣକ ସେଠାକୁ ଯାଇ ଦେଖିଲେ ତପସ୍ୱୀ ଜଣକୁ ଉତ୍ତାପ ଦରକାର।
Special Report
ତାହାଲେ ଯାଇ ତପସ୍ୱୀ ଜଣକ ଜୀବନ ବଞ୍ଚିଯିବ। ଏହାପରେ ଋଷି ଜଣକ ଅନ୍ୟ ଋଷି ଜଣକୁ କହିଲେ ତାଙ୍କ ଝିଅ ନିଜ ବସ୍ତ୍ର ବାହାର କରି ତପସ୍ୱୀ ଜଣକୁ ଦୃଢ଼ ଭାବରେ ଆଲିଙ୍ଗନ କରିବେ।
ଫଳରେ ତପସ୍ୱୀଙ୍କ ଶରୀର ଉତ୍ତାପ ହୋଇ ତାଙ୍କ ଜୀବନ ବଞ୍ଚି ଯାଇପାରିବ। ତାପରେ ଋଷି ଙ୍କ ଝିଅ ତାହା କରିଲେ। ଏହାର ୨୦ମିନିଟ ପରେ ତପସ୍ୱୀଙ୍କ ନିଶ୍ୱାସ ଚାଲିବାକୁ ଲାଗିଲା।
ଏହାପରେ ପାଖରେ ଯୁବତୀଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ତପସ୍ୱୀ ଜଣକ ଯୁବତୀଙ୍କୁ ଅଭିଶାପ ଦେଇଥିଲେ। ସେ କହିଥିଲେ ଯୁବତୀ ଜଣକ ମତ୍ୟରେ ଜଣେ ବେଶ୍ୟା ହୋଇ ଜନ୍ମ ହେବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button