ଜ୍ୟୋତିଷ

ଦୁନିଆର 5 ଟି ସବୁଠୁ ବଡ ମହାପାପ ! ଜାଣନ୍ତୁ କଣ କଣ ? କଣ ଆପଣ ଏମିତି କାମ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ ,   ମଣିଷ ଯଦି କରିଥାଏ ଏହି ପାଞ୍ଚିଟି ମହାପାପ କୁ  ତେବେ ତାହାକୁ ଭୋଗିବାକୁ ପଡିଥାଏ ଏହାର କୁପରିଣାମ । ଆମ ଗରୁଡ ପୁରାଣ ହେଉଛି ସମସ୍ତ ବିଷୟ ମୂଳ । ଆମ ପ୍ରାଚୀନ ଗ୍ରନ୍ଥ ମଧ୍ୟରୁ ଏହାର ବିଶେଷ ମହତ୍ଵ ରହିଛି । ଯେଉଁ ବ୍ୟକ୍ତି  ଏହି ମହାପାପ  କୁ କରିଥାଏ ତାହାକୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଯେବେ ସେହି  ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତେବେ ମଣିଷ ଯମରାଜ ପାଖ କି  ଯାଇଥାଏ ଏବଂ ଯମରାଜ ତାକୁ ନରକରେ ପଠାଇ ଥାନ୍ତି ।

ସେଠାରେ ବ୍ୟକ୍ତିକୁ ଆମ ଚିନ୍ତନା ଏବଂ ଭାବନା ଠାରୁ ଅଧିକ ଯନ୍ତ୍ରଣା ଦିଆଯାଇଥାଏ ।  ନରକର ଦଣ୍ଡ ବ୍ୟକ୍ତିର ପାପ ଏବଂ କର୍ମ ଅନୁସାରେ ଦିଆଯାଇଥାଏ । ଯେଉଁ ବ୍ୟକ୍ତି ଜୀବନରେ ଭଲ କାମ କରିଥାଏ ସେ ବ୍ୟକ୍ତିକୁ ମୋକ୍ଷ ମିଳିଥାଏ । ମାତ୍ର ଯେଉଁ ବ୍ୟକ୍ତି ଜୀବନରେ ପାପ କାମ କରି ଇଶ୍ଵରଙ୍କ ଭୟ ବିନା ସ୍ଵ ଇଛାରେ କାର୍ଯ୍ୟ କରିଥାଏ । ସେହି ବ୍ୟକ୍ତିକୁ ମୃତ୍ୟୁ ପରେ ଭୋଗିବାକୁ ପଡିଥାଏ ନରକର ଯନ୍ତ୍ରଣା ।

ଆମକୁ  ବହୁତ କଷ୍ଟ ପରେ ଏହି ମଣିଷ ଜନ୍ମ ମିଳିଥାଏ ତେଣୁ ଏହି ଜନ୍ମରେ ଆମ କୁ ଭଲ କାମ କରିବା ଉଚିତ , ଯେପରିକି ମୃତ୍ୟୁ ପରେ ଆମ ନରକକୁ ଯିବାକୁ ନ ପଡେ । ପାପକୁ  ସମସ୍ତ ମଣିଷ କରିଥାଏ ଏହା ମଣିଷର ସ୍ଵଭାବ ଅଟେ , କିନ୍ତୁ ଏଭଳି  କିଛି ମହାପାପ ରହିଛି ଯାହାକୁ କରିବା ଅନୁଚିତ୍ ହୋଇଥାଏ । ଆଜି ଆମେ ଯେଉଁ ପାପ ବିଷୟରେ ଜାଣିବା ଯେଉଁ ପାପ କୁ ସଂସାରର ବଡ ପାପ ରେ ଗଣିତ କରାଯାଏ ।

ଗରୁଡ ପୁରାଣ ଏହା ବର୍ଣ୍ଣନା କରାଯାଇଛି ଯେ ଏହି ପାପ କରିଥିବା ବ୍ୟକ୍ତିର ଭାଗ୍ୟ କେବେ ବି ତାହାଙ୍କ ସାଥ ଦେଇନଥାଏ । ଏହି ପାପ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଯମରାଜଙ୍କ ପାଖକୁ ଯାଇଥାଏ ମାତ୍ରା ପୂଣ୍ୟବାର ପୃଥିବୀ ପୁଷ୍ଟ କୁ ଆସିନଥାଏ । ଆସନ୍ତୁ ଜାଣିବା ଏହି ମହାପାପ ବିଷୟରେ ୧- ବ୍ରହ୍ନାହତୟଆ ଯେଉଁ ବ୍ୟକ୍ତି ଏହି ହତୟଆ କରିଥାଏ ସେ ମହାପାପ ର ଭାଗୀଦାରୀ ହୋଇଥାଏ , ଆମ ଶାସ୍ତ୍ର ରେ ଏହି ପାପ ର କୋଣସି ପ୍ରାୟଶ୍ଚିତ ନ ଥାଏ , ତେଣୁ ଯେଉଁ ବ୍ୟକ୍ତି ଏହି ପାପ କରିଥାଏ ସେ ଷୋହଳ ନରକର ଯନ୍ତ୍ରଣା ପାଇଥାଏ ।

୨- ଯେଉଁ ବ୍ୟକ୍ତି ଗୋ ହତୟଆ କରିଥାନ୍ତି ସେମାନେ ମହାପାପ କରିଥାନ୍ତି , ଏହି ପାପ ଯଦି  ଅଜଣା କରିଥାନ୍ତି ତେବେ ତୁରନ୍ତ ଗଙ୍ଗା ସ୍ଥାନ କରିବା ଉଚିତ୍ । ନଚେତ୍ ବ୍ୟକ୍ତି ଭୋଗିବାକୁ ପଡିଥାଏ  ଷୋହଳ ନରକର ଯନ୍ତ୍ରଣା । ୩- ଯେଉଁ ବ୍ୟକ୍ତି ସୁନା ର ଚୋରୀ କରିଥାଏ ସେ ବ୍ୟକ୍ତିକୁ ଶାରୀରିକ ରୋଗ ହେବା ସହ  ଷୋହଳ ନରକର ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଏହାକୁ କରିବା ଅନୁଚିତ୍ ।

୪- ଯେଉଁ ବ୍ୟକ୍ତି ନିଜର ଗୁରୁଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥାଏ ସେ ମହାପାପ କରିଥାଏ  ଏମାନଙ୍କୁ ଷୋହଳ ନରକ ଯନ୍ତ୍ରଣା ପାରେ ନରକ କୁ ବହିସ୍କାର କରାଯାଇଥାଏ । ୫- ଏହି ସମସ୍ତ ପାପ କରିଥିବା ବ୍ୟକ୍ତିଙ୍କ ସହିତ ଯେଉଁ ବ୍ୟକ୍ତି ରହିଥାଏ ସେ ମଧ୍ୟ ମହାପାପ ତ ଭାଗୀଦାରୀ ହୋଇଥାଏ , ତାଙ୍କୁ ମଧ୍ୟ  ଷୋହଳ ନରକର ଯନ୍ତ୍ରଣା ଭୋଗିବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button