ଜ୍ୟୋତିଷ

୨୦୨୪ ମସିହାରେ ହେବ କିଛି ଏମିତି ଏବେଠାରୁ ହେଲା ଭବିଶ୍ୱତ ବାଣୀ ଦେଖନ୍ତୁ ମିଳିଲା ପ୍ରମାଣ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ଜାଣି ଥିବେ ମାଳିକା ବଚନ କେବେ ଅସତ୍ୟ ହୁଏ ନାହିଁ। ୬୦୦ ବର୍ଷ ତଳେ ମହା ପୁରୁଷ ମାନେ ଯାହା କିଛି ବି ଲେଖି ଦେଇ ଯାଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହେଉଛି।
Special Report
ପୃଥିବୀ ପ୍ରତି ବିପଦ ମାଡ଼ି ଆସୁଛି। ଦିନ ଥିଲା ମାଳିକା ବଚନକୁ ବହୁ ସମାଲୋଚନା କରୁଥିଲେ ଲୋକେ। ହେଲେ ଏବେ ସମୟ ବଦଳିଛି। କାରଣ ମାଳିକାରେ ଲିଖିତ ବହୁ ଘଟଣା ସତ ହୋଇ ସାରିଛି।
ବନ୍ଧୁଗଣ ବିଭିନ୍ନ ସ୍ଥାନରେ ଯୁଦ୍ଧ ହେଉ ବା ଅକାଳ ମରୁଡି। ଏପରି ଅନେକ କିଛି ଯାହା ସତ ସାବ୍ୟସ୍ତ ହୋଇଛି। କିଛି ଲୋକ କହିଛନ୍ତି କି ପୃଥିବୀ ରେ ଘଟଣା ଘଟି ସାରିଲା ପରେ ସମସ୍ତେ କହୁଛନ୍ତି କି ମାଳିକାରେ ଏହା ଲେଖା ହୋଇଛି।
Special Report
ମାଳିକାରେ ଓଡ଼ିଶାକୁ ନେଇ ଅନେକ ବିଶେଷ କଥା ବର୍ଣ୍ଣନା କରାଯାଇଛି। କୁହାଯାଏ କଳିଯୁଗର ଚଳନ୍ତି ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ୨୦୨୪ ମସିହା ପାଇଁ ଓଡ଼ିଶାକୁ ନେଇ ଅନେକ କିଛି ଉଲ୍ଲେଖ ଅଛି ମାଳିକାରେ।
କୁହାଯାଉଛି ୨୦୨୪ ମସିହାଟି ଅତ୍ୟନ୍ତ ଅଶୁଭ ଅଟେ ଓଡ଼ିଶା ପାଇଁ। ଅକାଳରେ ବାତ୍ୟା ହେବ, ଅକାଳ ମରୁଡି ଦେଖାଦେବ ଓଡ଼ିଶାରେ। ଦିବାକର ଦାସ କହିଛନ୍ତି ୨୦୨୪ ରୁ ୨୦୨୭ ମସିହା ପର୍ଯ୍ୟନ୍ତ ଗୁଣ୍ଡାଗର୍ଦିର ସଂଖ୍ୟା ବଢିଯିବ।
Special Report
୨୦୨୪ ରେ ଠାବେ ଠାବେ ଭୟଙ୍କର ଯୁଦ୍ଧ ହେବ। ଆଉ ମାଆ ଭୈରବୀଙ୍କ ଡାକ ରାତି ଅଧରେ ଭୁବନେଶ୍ଵର ପର୍ଯ୍ୟନ୍ତ ଶୁଣାଯିବ। ତେବେ ରାତି ଅଧରେ ବିକଟାଳ ରଡ଼ି ଶୁଣାଯିବ ଆଉ ସେହି ରଡ଼ି ଯେଉଁମାନେ ଶୁଣିବେ ସେମାନଙ୍କର ମୃ-ତ୍ୟୁ ଘଟିବ।
ଯେଉଁମାନେ ଚେତୁଆ ଭକ୍ତ ସେହିମାନେ କଳ୍କୀ ରୂପକୁ ଦେଖିବେ। ଏବଂ ଅକାଳେ ନଦୀବଢ଼ି ହେବ, ଅକାଳେ କୁହୁଡି ଆସିବ ୨୦୨୪ ମସିହାରେ। ୨୦୨୪ ମସିହାରେ ଅନେକ ଗୋ ଚାଲାଣ କରିବେ।
ଫଳରେ ଗୋ ମାତାଙ୍କ ଆଖିର ଲୁହରେ ଅନେକ ଲୋକ ନାସ ହେବେ। ଏବଂ ତପ ଆଉ ତୋପ ର ଯେତେବେଳେ ସଂଘର୍ଷ ହେବ ସେତେବେଳେ ତପ ଜିତିବ ଆଉ ତୋପ ହାରିବ। ତେବେ ବନ୍ଧୁଗଣ ୨୦୨୪ ମସିହାରେ ବହୁତ୍ ଅସମ୍ଭବ ଜିନିଷ ଦେଖିବାକୁ ମିଳିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button