ମନୋରଞ୍ଜନ

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଶଙ୍ଖ ଆଉ ଦେଖନ୍ତୁ କଣ ରହିଛି ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି।
Gg
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ଶଙ୍ଖ ମଧ୍ୟରୁ ଗୋଟିଏ ଶଙ୍ଖ ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
୧:- ଯଦି ଆପଣ ପ୍ରଥମ ଶଙ୍ଖଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ମନ୍ଦ ଦଶା ଆପଣଙ୍କର ଖୁବ ସମୟ ମଧ୍ୟରେ ଦୂର ହେବ। ଚନ୍ଦ୍ରଙ୍କର ଫଳ ଆପଣଙ୍କ ପାଇଁ ଶୁଭଦାୟକ ରହିବ। ଚନ୍ଦ୍ରକାନ୍ତି ରତ୍ନ ଧାରଣ କରନ୍ତୁ। ଯେଉଁ କଥାକୁ ନେଇ ଚିନ୍ତାରେ ରହୁଛନ୍ତି ତାହାର ଫଳ ଡେରିରେ ମିଳିବ।
Gg
ଆପଣ ନିଜ ହାତରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଆୟର ସଠିକ ବ୍ୟବହାର କରନ୍ତୁ। ଏବେ ଆପଣ ନିଜର ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି। ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇ ସାରିଛି।
୨:- ଯଦି ଆପଣ ଦ୍ଵିତୀୟ ଶଙ୍ଖଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କାରଣ ଆପଣ ଦୁଶ୍ଚିନ୍ତାରେ ଅଛନ୍ତି। ଗୁପ୍ତ ଶତ୍ରୁ ଅଧିକ ରହିଛନ୍ତି।
Ft
କିନ୍ତୁ ଚିନ୍ତାକୁ ପରିହାର କାରଣରୁ ଯଦି ମନର କଥା କହିବା ତେବେ ଆପଣ ଏକ ବଡ ଦୁଶ୍ଚିନ୍ତାରେ ପଡିଛନ୍ତି। ଧର୍ମ ସଙ୍କଟରେ ପଡି ଯାଇଛନ୍ତି। କିନ୍ତୁ ଏହା କ୍ଷଣସ୍ଥାୟୀ। ଆଗକୁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି।
୩:- ଆପଣ ତୃତୀୟ ଶଙ୍ଖଟିକୁ ଯଦି ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ଚିନ୍ତାରେ ଅଛନ୍ତି। ସନ୍ତାନକୁ ନେଇ ଚିନ୍ତାରେ ଅଛନ୍ତି। ଯାହା ଭାବୁଛନ୍ତି ସେହି କାମ କରିପାରୁ ନାହାନ୍ତି। ଅନ୍ୟ ପାଇଁ ଚିନ୍ତା କରୁଛନ୍ତି।
ଆଶା ଅନୁଯାୟୀ ଫଳ ମିଳୁନାହିଁ। ଆପଣ ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶ୍ରେଷ୍ଠ ରହିବ। ଅର୍ଥର ଅଭାବ ରହୁଛି। ଏହାର ବହୁତ ଜଲ୍ଦି ସମାଧାନ ହୋଇଯିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button