ରାଜ୍ୟ
-
ମା’ ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ପୁରୁଷୋତ୍ତମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ପତ୍ନୀ ଆଜି ଗଞ୍ଜାମ ଗସ୍ତରେ ଆସି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ…
Read More » -
ଏଟିଏମ୍ ଲୁଟ୍ ଘଟଣାରେ ୭ବର୍ଷ କାରାଦଣ୍ଡ: ସଜା ଶୁଣି କୋର୍ଟରୁ ୨ ଲୁଟେରା ଚମ୍ପଟ
ନବରଙ୍ଗପୁର: ବହୁ ଚର୍ଚ୍ଚିତ ଏଟିଏମ୍ ଲୁଟ ଘଟଣାର ରାୟ ଶୁଣାଣି ପରେ କୋର୍ଟ ପରିସରରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଯାହା ପୁଲିସର ମୁଣ୍ଡବ୍ୟଥାକୁ ବଢ଼ାଇଥିଲା ବେଳେ…
Read More » -
ଖର୍ଚ୍ଚ କରିପାରୁନାହାନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ତାଲିମ ଅର୍ଥ: ସେପ୍ଟେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୧୬% ଅର୍ଥ
ଭୁବନେଶ୍ବର: ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବାରେ ଅବହେଳା। ସ୍ବାସ୍ଥ୍ୟ କ୍ଷେତ୍ରରେ କେଉଁ ନୂଆ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ତାହା ସେମାନେ ଜାଣିପାରୁନାହାନ୍ତି। କାରଣ ଜାତୀୟ…
Read More » -
ନକ୍ସଲ ଦମନ ପାଇଁ ମୁତୟନ ହେବ ହେଲିକପ୍ଟର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୨୦୨୬ ସୁଦ୍ଧା ନକ୍ସଲ ଉତ୍ପାଟନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ସବୁ ପ୍ରକାରର ସହଯୋଗ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍…
Read More » -
ସେହି ପୁରୁଣା ରୋଗ: ‘ତଥ୍ୟ ସଂଗ୍ରହ କରାଯାଉଛି’, ନବ ଦାସଙ୍କ ହତ୍ୟା ଘଟଣାରେ ତଥ୍ୟ ନାହିଁ
ଭୁବନେଶ୍ବର: ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ଥିଲା, ପୂର୍ବତନ ମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି ଓ ବର୍ତ୍ତମାନ ସୁଦ୍ଧା…
Read More » -
୫ ମାସରେ ରାଜ୍ୟରେ ୪୧ ଗଣଦୁଷ୍କର୍ମ ମାମଲା
ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା…
Read More » -
ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ ଆରମ୍ଭ: ଜିଲ୍ଲାରେ ହାଇଆଲର୍ଟ, ସୀମା ସିଲ୍
ମାଲକାନଗିରି: ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ପିଏଲ୍ଜିଏରେ ସାମିଲ ହୋଇ…
Read More » -
ପତ୍ନୀଙ୍କ ଗଳା କାଟି ହତ୍ୟା କଲା ସ୍ୱାମୀ: ଅଭିଯୁକ୍ତ ଅଟକ, ଘଟଣାସ୍ଥଳରେ ଏସ୍ପିଙ୍କ ତଦନ୍ତ
କଙ୍କଡ଼ାହାଡ଼: ଢେଙ୍କାନାଳ ମହାବିରୋଡ଼ ଥାନା ମଝିକା ଗାଁରେ ରବିବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବିବାହ କରିଥିବା ସ୍ବାମୀ…
Read More » -
ମଞ୍ଚରେ ଜିଅନ୍ତା ଘୁଷୁରି ଖାଇବା ଘଟଣା: ଯାତ୍ରା ପରିଚାଳକ ଓ ଅଭିନେତା ଗିରଫ
ହିଞ୍ଜିଳିକାଟୁ/ଭୁବନେଶ୍ବର: ଯାତ୍ରା ପରିବେଷଣ ନାଁରେ ଚାଲିଛି ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ। ଯାତ୍ରାରେ ନଗ୍ନତା ବଢ଼ିଚାଲିଥିବା ବେଳେ ନୃଶଂସତା ମଧ୍ୟ ଏଥିରେ ପ୍ରବେଶ କରିଛି। ବାରମ୍ବାର ଅଭିଯୋଗ ଓ…
Read More » -
ଜୟପୁର: ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଜୟପୁର: ପୁଣି ଭିଜିଲାନ୍ସ ଜାଲରେ ଜଣେ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ…
Read More »