ସ୍ୱାସ୍ଥ୍ୟ

7ଟି ଜିନିଷ ଦହି ସହ ଭୁଲରେ ବି ଖାଆନ୍ତୁ ନାହିଁ, ବହୁତ ପସ୍ତେଇବାକୁ ପଡିବ… Swami Ramdev

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆୟୁର୍ବେଦିକ ରେ ଏମିତି ବହୁତ ଜିନିଷ ଅଛି ଯାହାକୁ ଆପଣ ଏକା ସମୟରେ ଏବଂ ଏକାଠି ଖାଇବା ଉଚିତ ନୁହେଁ । ଆପଣ ଏକାଠି ଖାଇବା ଦ୍ବାରା ଆପଣଙ୍କ ମୁଁହ ରେ ଧଳା ଧଳା ଦାଗ ପଡିଯାଇଥାଏ । ଛଉ ଆଦି ଦେଖାଯାଇଥାଏ । ଆପଣଙ୍କ ର ଦେହ ର କୌଣସି ଅଙ୍ଗ କୁ ଫୁଲାଇ ମଧ୍ୟ ଦେଇଥାଏ ।

ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ କେଉଁ ଜିନିଷ ଦହି ସହିତ ଖାଇବା ଉଚିତ ନୁହେଁ । ଆପଣ କେବେ ବି ଭୁଲ ରେ ମାଛ ସହିତ ଦହି କୁ ସେବନ କରିବେ ନାହିଁ । ଏହା ଖାଇବା ଦ୍ବାରା ଆପଣଙ୍କ ମୁଁହ ରେ ଧଳା ଧଳା ଦାଗ ସବୁ ହୋଇଯାଇଥାଏ । ଏହା ଆପଣଙ୍କ ମୁଁହ ରେ ଛଉ ପରି ସବୁ ସୃଷ୍ଟି କରିଦେବ । ତେଣୁ ଭୁଲ ରେ ବି ଦହି ଏବଂ କ୍ଷୀର ସହ ମାଛ କୁ ବିଲକୁଲ ବି ଖାଇବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ କେବେବି ଭୁଲ ରେ ଦହି ସହିତ ତରଭୁଜ ଖାଇବା ଉଚିତ ନୁହେଁ ।

କାରଣ ଆପଣ ଏହାକୁ ମିଶାଇ ଖାଇବା ଦ୍ବାରା ଏହା ଆପଣଙ୍କ କୌଣସି ବି ଅଙ୍ଗ କୁ ଫୁଲାଇ ଦେଇଥାଏ ଏବଂ ଆପଣଙ୍କ ଫୁଲିବା ଆରମ୍ଭ ହୋଇଯାଇଥାଏ । ତେଣୁ ଆପଣମାନେ ଧ୍ୟାନ ରଖନ୍ତୁ କେବେ ବି ଭୁଲ ରେ ଆପଣ ଦହି ସହିତ ତରଭୁଜ ମିଶାଇ ନ ଖାଇବା ପାଇଁ । ଦହି ଖାଇବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦୟାକରି ତରଭୁଜ ଖାଇବେ ନାହିଁ । ଆଜ୍ଞା ହଁ ଲେମ୍ବୁ କୁ କେବେ ବି ଦହି ସହିତ ମିଶାଇ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ର ଏସିଡିଟି ଦେଖାଯାଇଥାଏ ।

ଯେଉଁମାନଙ୍କୁ ମଧୁମେହ ର ରୋଗ ଅଛି କିମ୍ବା ଯେଉଁମାନଙ୍କ ର ମୋଟାପଣ ର ସମସ୍ୟା ରହିଛି ସେମାନେ ଦୟାକରି ଭୁଲ ରେ ବି ଦହି ସହିତ ଚିନି ଖାଇବା ଉଚିତ ନୁହେଁ । ଚିନି ରେ ବହୁତ ପରିମାଣ ରେ କ୍ୟାଲୋରିଜ଼ ରହିଥାଏ ଏବଂ ତାହା ବହୁତ ମିଠା ଥାଏ । ତେଣୁ ଚିନି କୁ ଦହି ସହିତ ମିଶାଇ ଖାଇବା ଦ୍ବାରା ଆପଣଙ୍କ ର ମଧୁମେହ ରୋଗ ଏବଂ ମୋଟପଣ ବଢ଼ିଥାଏ । ଯାହା ଆପଣଙ୍କ ଶରୀର ପାଇଁ ବିଲକୁଲ ବି ଉପଯୁକ୍ତ ନୁହେଁ । ତେଣୁ ମନ ରଖନ୍ତୁ ଆପଣଙ୍କୁ ଦହି ସହ ଚିନି କୁ ଖାଇବା ଉଚିତ ନୁହେଁ ।

ତା ଛଡା ଆପଣ ଦହି ସହିତ କେବେ ବି ଥଣ୍ଡା ପାନୀୟ ପିଇବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ର ବାନ୍ତି ମଧ୍ୟ ହୋଇପାରେ । ତେଣୁ ଏହି ସବୁ ଛୋଟ ଛୋଟ ଜିନିଷ ଗୁଡିକର ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ । ଆପଣଙ୍କୁ ଦହି ସହ ଲବଙ୍ଗ ମଧ୍ୟ ଖାଇବା ଉଚିତ ନୁହେଁ । ଏହା ଛଡା ଆପଣ ଦହି ଏବଂ କ୍ଷୀର କୁ ମିଶାଇ ପିଇବା ଉଚିତ ନୁହେଁ । ଏହାଦ୍ବାରା ଆପଣ ଙ୍କ ପେଟରେ ଥିବା କ୍ଷୀର ମଧ୍ୟ ଦହି ହୋଇଯିବ । ତେଣୁ ଏହି ସବୁ ଛୋଟ ଜିନିଷ ର ଧ୍ୟାନ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button